ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ବରେ ଭାରତୀୟ ସଂସଦୀୟ ଦଳର ଏକ ପ୍ରତିନିଧି ମଣ୍ଡଳୀ ସଂଯୁକ୍ତ ଆରବ ଏମିରଟ(UAE) ଗସ୍ତ କରିଛନ୍ତି । ସଂସଦୀୟ ଦଳର ସମ୍ମାନାର୍ଥେ ୟୁଏଇ ପ୍ରଶାସନ ଏକ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ଡାକିଛି । ଯେଉଁ ଅଧିବେଶନକୁ ଲୋକସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ସମ୍ବୋଧିତ କରିବେ ।
-
Honoured to visit Wahat Al Karama, or the “the oasis of dignity”, in Abu Dhabi. Paid my tributes to the brave soldiers of UAE and other Emiratis who sacrificed their lives in the service of their nation. pic.twitter.com/NNhUrrt6lO
— Om Birla (@ombirlakota) February 21, 2022 " class="align-text-top noRightClick twitterSection" data="
">Honoured to visit Wahat Al Karama, or the “the oasis of dignity”, in Abu Dhabi. Paid my tributes to the brave soldiers of UAE and other Emiratis who sacrificed their lives in the service of their nation. pic.twitter.com/NNhUrrt6lO
— Om Birla (@ombirlakota) February 21, 2022Honoured to visit Wahat Al Karama, or the “the oasis of dignity”, in Abu Dhabi. Paid my tributes to the brave soldiers of UAE and other Emiratis who sacrificed their lives in the service of their nation. pic.twitter.com/NNhUrrt6lO
— Om Birla (@ombirlakota) February 21, 2022
ୟୁଏଇ ସଂସଦର ନିମନ୍ତ୍ରଣକ୍ରମେ ଭାରତୀୟ ସଂସଦୀୟ ଦଳ ୟୁଏଇ ଗସ୍ତ କରିଛି । ଆଜି ପ୍ରତିନିଧି ମଣ୍ଡଳୀ ଗସ୍ତ କରିଥିବାବେଳେ, ବାଚସ୍ପତି ସେଠାରେ ତାଙ୍କର ପ୍ରତିପକ୍ଷଙ୍କ ସହ ଆଲୋଚନା କରି ଉଭୟ ଦେଶର ସାମାଜିକ, ସାଂସ୍କୃତିକ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହା ସହ ଉଭୟ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ପ୍ରୟାସ ଯୋଗୁଁ କିଭଳି ଉଭୟ ଦେଶର ସମ୍ପର୍କ ସୁଦୃଢ ହେଉଛି ତାହାର ମଧ୍ୟ ଆଲୋଚନା କରିଛନ୍ତି ।
-
Had fruitful meeting with HE Saqr Gobash, Speaker, FNC in Abu Dhabi. India & UAE share a historical relationship that has been further strengthened under the leadership of Prime Minister Shri @narendramodi & Crown Prince of UAE Sheikh Mohamed bin Zayed bin Sultan Al Nahyan. pic.twitter.com/P4xSCOHVnm
— Om Birla (@ombirlakota) February 21, 2022 " class="align-text-top noRightClick twitterSection" data="
">Had fruitful meeting with HE Saqr Gobash, Speaker, FNC in Abu Dhabi. India & UAE share a historical relationship that has been further strengthened under the leadership of Prime Minister Shri @narendramodi & Crown Prince of UAE Sheikh Mohamed bin Zayed bin Sultan Al Nahyan. pic.twitter.com/P4xSCOHVnm
— Om Birla (@ombirlakota) February 21, 2022Had fruitful meeting with HE Saqr Gobash, Speaker, FNC in Abu Dhabi. India & UAE share a historical relationship that has been further strengthened under the leadership of Prime Minister Shri @narendramodi & Crown Prince of UAE Sheikh Mohamed bin Zayed bin Sultan Al Nahyan. pic.twitter.com/P4xSCOHVnm
— Om Birla (@ombirlakota) February 21, 2022
ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି 2015 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ କରିବା ପରେ ଭାରତ - ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ନୂଆ ଅୟମାରମ୍ଭ ହୋଇଥିଲା । 2017 ରେ ଉଭୟ ଦେଶ ବୁଝାମଣା ଅନୁସାରେ ବ୍ୟବସାୟ, ରାଜନୀତି, ଅର୍ଥନୀତି ବ୍ୟତୀତ ରକ୍ଷା, ପ୍ରଯୁକ୍ତିବିଦ୍ୟା, ନିବେଶ, ଶକ୍ତି ଓ ସାଂସ୍କୃତିକ କ୍ଷେତ୍ରରେ ମିଳିତ ଭାବେ କାମ କରୁଛନ୍ତି । ଯାହା ସମ୍ପର୍କକୁ ଆହୁରି ସୁଦୃଢ କରିଛି ।
ସେହିପରି କୋଭିଡ ସଂକଟ ବେଳେ ୟୁଏଇ ପ୍ରଶାସନ ପ୍ରବାସୀ ଭାରତୀୟଙ୍କୁ ସହଯୋଗ ସମର୍ଥନ କରିଥିବା କାରଣରୁ ଭାରତ ପକ୍ଷରୁ ଧନ୍ୟବାଦ ଦେଇଥିଲେ । ଏହାସହ ପ୍ରତିନିଧି ମଣ୍ଡଳୀ ଆଜି (ସୋମବାର) ୟୁଏଇର ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
@ANI