ETV Bharat / bharat

1971 ମସିହାର ଯୁଦ୍ଧରୁ ଭାରତୀୟ ନୌସେନା ଗ୍ରହଣ କରିଛି ଅନେକ ଶିକ୍ଷା: ନୌସେନା ମୁଖ୍ୟ - ନୌସେନା ମୁଖ୍ୟ

1971 ମସିହା ଯୁଦ୍ଧ ସମୟରେ ନୌସେନା ଦ୍ବାରା କରାଯାଇଥିବା ଯୋଜନା, ନିର୍ଣ୍ଣାୟକ କାର୍ଯ୍ୟ, ଚିନ୍ତାଧାରା ଆହୁରି ଅନେକ କଥା ଶିଖିବାକୁ ପ୍ରୋତ୍ସାହିତ କରିଛି । ଏନେଇ ସୂଚନା ଦେଇଛନ୍ତି ନୌସେନା ମୁଖ୍ୟ କରମବୀର ସିଂ । ଅଧିକ ପଢନ୍ତୁ...

ନୌସେନା ମୁଖ୍ୟ
ନୌସେନା ମୁଖ୍ୟ
author img

By

Published : Jun 1, 2021, 1:00 PM IST

ନୂଆଦିଲ୍ଲୀ : 1971 ମସିହା ଯୁଦ୍ଧ ସମୟରେ ନୌସେନା ଦ୍ବାରା କରାଯାଇଥିବା ଯୋଜନା, ନିର୍ଣ୍ଣାୟକ କାର୍ଯ୍ୟ, ଚିନ୍ତାଧାରା ଆହୁରି ଅନେକ କଥା ଶିଖିବାକୁ ପ୍ରୋତ୍ସାହିତ କରିଛି । ଏନେଇ ସୂଚନା ଦେଇଛନ୍ତି ନୌସେନା ମୁଖ୍ୟ କରମବୀର ସିଂ । ସେ ସମୟର ଅନୁଭୂତି ବର୍ଣ୍ଣନା କରିବା ସମୟରେ ଏହି ସୂଚନା ଦେଇଛନ୍ତି ନୈସେନା ମୁଖ୍ୟ ।

ସେ ଏହା ମଧ୍ୟ କହିଛନ୍ତି, ଶତ୍ରୁକୁ ଚକମା ଦେବା ଭଳି କ୍ଷମତା, ଉପସ୍ଥିତ ବୁଦ୍ଧି ଓ ଯୋଜନା ହିଁ ଶତ୍ରୁକୁ ପରାସ୍ତ କରିବାର ପ୍ରେରଣା ଯୋଗାଇଥିଲା । ଲଣ୍ଡନରେ ଆୟୋଜିତ ଇଣ୍ଡିଆନ ହାଇ କମିଶନ ଦ୍ବାରା ଆୟୋଜିତ ହୋଇଥିବା ୱେବିନାରରେ କରାଚି ଆକ୍ରମଣର ଅନୁଭୂତି ବାଣ୍ଟିଥିଲେ ସେନା ମୁଖ୍ୟ ।

1971 ସର୍ବଦା ଦେଶ ପାଇଁ ସ୍ମରଣୀୟ । ଏହି ଯୁଦ୍ଧର ପରିଣତି ବାଲାଂଦେଶ ନାମକ ଦେଶ ଗଠିତ ହୋଇଥିଲା । ଏହି ଘଟଣାକ୍ରମକୁ ଅର୍ଦ୍ଧଶତାବ୍ଦୀ ବିତିଯାଇଥିଲେ ବି ଏବେ ବି ସେନାର ଜ୍ଞାନ କୌଶଳରୁ ଆମକୁ ଅନେକ କିଛି ଶିଖିବାକୁ ମିଳିଛି । ଡିସେମ୍ବର 4ରେ ନୌସେନା ଦିବସ ପାଳନ କରାଯାଇଥାଏ । ଏହି ଦିନ କରାଚିକୁ ହରାଇବାରେ ଆମେ ସଫଳ ହୋଇଥିଲୁ । ଏହି ଯୁଦ୍ଧରେ ପାକିସ୍ତାନର ଅଧିକ କ୍ଷତି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.