ETV Bharat / bharat

ଆଜି ପୁଣି ବ୍ରହ୍ମୋସର ସଫଳ ପରୀକ୍ଷଣ

author img

By

Published : Nov 25, 2020, 5:24 PM IST

ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜରୁ ଭାରତ ଆଜି ପୁଣି ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଅଧିକ ପଢ଼ନ୍ତୁ...

India testfires BrahMos supersonic cruise missile,  BrahMos supersonic cruise missile,  Andaman and Nicobar Island territory, ବ୍ରହ୍ମୋସ କ୍ଷେପଣାସ୍ତ୍ର, ବ୍ରହ୍ମୋସ ସୁପର ସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ର, ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜ, ଭାରତୀୟ ବାୟୁସେନା
ଆଜି ପୁଣି ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ବୁଧବାର ପୁଣି ଥରେ ଭାରତ ବ୍ରହ୍ମୋସ ସୁପର ସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିବା ନେଇ ସୂଚନା ମିଳିଛି । ଏହି ପରୀକ୍ଷଣ ଭାରତୀୟ ବାୟୁସେନା ଦ୍ବାରା ପରିଚାଳିତ ଲଞ୍ଚ ଗୁଡ଼ିକର ଏକ ଅଂଶ ବିଶେଷ ।

  • #UPDATE | The testfiring of the surface-to-surface variant of the BrahMos supersonic cruise missile with a strike range of 300 Km was successful. The Indian Air Force has both land and air-launched versions of the missile. https://t.co/o8t2ueYO26

    — ANI (@ANI) November 25, 2020 " class="align-text-top noRightClick twitterSection" data=" ">

#UPDATE | The testfiring of the surface-to-surface variant of the BrahMos supersonic cruise missile with a strike range of 300 Km was successful. The Indian Air Force has both land and air-launched versions of the missile. https://t.co/o8t2ueYO26

— ANI (@ANI) November 25, 2020

300 କିଲୋମିଟର ଷ୍ଟ୍ରାଇକ୍ ପରିସର ସହିତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଭୂପୃଷ୍ଠରୁ ଭୂପୃଷ୍ଠର ପରୀକ୍ଷଣ ସଫଳ ହୋଇଛି। ବର୍ତ୍ତମାନ ଭାରତୀୟ ବାୟୁସେନାରେ କ୍ଷେପଣାସ୍ତ୍ରର ଉଭୟ ସ୍ଥଳ ଏବଂ ବାୟୁ ଉତକ୍ଷେପଣ ସଂସ୍କରଣ ରହିଛି।

@ANI

ନୂଆଦିଲ୍ଲୀ: ବୁଧବାର ପୁଣି ଥରେ ଭାରତ ବ୍ରହ୍ମୋସ ସୁପର ସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିବା ନେଇ ସୂଚନା ମିଳିଛି । ଏହି ପରୀକ୍ଷଣ ଭାରତୀୟ ବାୟୁସେନା ଦ୍ବାରା ପରିଚାଳିତ ଲଞ୍ଚ ଗୁଡ଼ିକର ଏକ ଅଂଶ ବିଶେଷ ।

  • #UPDATE | The testfiring of the surface-to-surface variant of the BrahMos supersonic cruise missile with a strike range of 300 Km was successful. The Indian Air Force has both land and air-launched versions of the missile. https://t.co/o8t2ueYO26

    — ANI (@ANI) November 25, 2020 " class="align-text-top noRightClick twitterSection" data=" ">

300 କିଲୋମିଟର ଷ୍ଟ୍ରାଇକ୍ ପରିସର ସହିତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଭୂପୃଷ୍ଠରୁ ଭୂପୃଷ୍ଠର ପରୀକ୍ଷଣ ସଫଳ ହୋଇଛି। ବର୍ତ୍ତମାନ ଭାରତୀୟ ବାୟୁସେନାରେ କ୍ଷେପଣାସ୍ତ୍ରର ଉଭୟ ସ୍ଥଳ ଏବଂ ବାୟୁ ଉତକ୍ଷେପଣ ସଂସ୍କରଣ ରହିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.