ନୂଆଦିଲ୍ଲୀ: ବୁଧବାର ପୁଣି ଥରେ ଭାରତ ବ୍ରହ୍ମୋସ ସୁପର ସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିବା ନେଇ ସୂଚନା ମିଳିଛି । ଏହି ପରୀକ୍ଷଣ ଭାରତୀୟ ବାୟୁସେନା ଦ୍ବାରା ପରିଚାଳିତ ଲଞ୍ଚ ଗୁଡ଼ିକର ଏକ ଅଂଶ ବିଶେଷ ।
-
#UPDATE | The testfiring of the surface-to-surface variant of the BrahMos supersonic cruise missile with a strike range of 300 Km was successful. The Indian Air Force has both land and air-launched versions of the missile. https://t.co/o8t2ueYO26
— ANI (@ANI) November 25, 2020 " class="align-text-top noRightClick twitterSection" data="
">#UPDATE | The testfiring of the surface-to-surface variant of the BrahMos supersonic cruise missile with a strike range of 300 Km was successful. The Indian Air Force has both land and air-launched versions of the missile. https://t.co/o8t2ueYO26
— ANI (@ANI) November 25, 2020#UPDATE | The testfiring of the surface-to-surface variant of the BrahMos supersonic cruise missile with a strike range of 300 Km was successful. The Indian Air Force has both land and air-launched versions of the missile. https://t.co/o8t2ueYO26
— ANI (@ANI) November 25, 2020
300 କିଲୋମିଟର ଷ୍ଟ୍ରାଇକ୍ ପରିସର ସହିତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଭୂପୃଷ୍ଠରୁ ଭୂପୃଷ୍ଠର ପରୀକ୍ଷଣ ସଫଳ ହୋଇଛି। ବର୍ତ୍ତମାନ ଭାରତୀୟ ବାୟୁସେନାରେ କ୍ଷେପଣାସ୍ତ୍ରର ଉଭୟ ସ୍ଥଳ ଏବଂ ବାୟୁ ଉତକ୍ଷେପଣ ସଂସ୍କରଣ ରହିଛି।
@ANI