ETV Bharat / bharat

Agni-P ମିସାଇଲର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ - ଅଗ୍ନି-ପି ର ସଫଳ ପରୀକ୍ଷଣ

ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର (Agni Prime Missile) ନୂଆ ପିଢିର ସଫଳ ବ୍ୟବହାରିକ ପରୀକ୍ଷଣ । ଅଧିକ ପଢନ୍ତୁ

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ Agni-P ମିସାଇଲର ସଫଳ ପରୀକ୍ଷଣ

author img

By

Published : Dec 18, 2021, 1:05 PM IST

Updated : Dec 18, 2021, 4:55 PM IST

ନୂଆଦିଲ୍ଲୀ: କ୍ଷେପଣାସ୍ତ୍ର ‘ଅଗ୍ନୀ’ର ନୂତନ ଜେନେରେସନ‘ ଅଗ୍ନି ପ୍ରାଇମ’ କ୍ଷେପଣାସ୍ତ୍ର (Agni Prime Missile) ସଫଳ ବ୍ୟବହାରିକ ପରୀକ୍ଷଣ ହୋଇଛି । ଆଜି(ଶନିବାର) ଭଦ୍ରକ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବା ଟ୍ବିଟ କରି ସୂଚନା ଦେଇଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ।

  • Today, India successfully testfired the Agni Prime missile off the coast of Odisha in Balasore: Government Officials

    Agni-P is a new generation advanced variant of Agni class of missiles. It is a canisterised missile with range capability between 1,000 and 2,000 kms.

    (File pic) pic.twitter.com/13mF5Nbgzh

    — ANI (@ANI) December 18, 2021 " class="align-text-top noRightClick twitterSection" data=" ">

ଅଗ୍ନି-ପି(Agni Prime) ହେଉଛି ଦ୍ୱି-ପର୍ଯ୍ୟାୟ କ୍ୟାନିଷ୍ଟାଇଜଡ୍ କଠିନ ପ୍ରୋପେଲାଣ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଏହି ନୂତନ ଭର୍ସନରେ ନାଭିଗେସନ୍ ଏବଂ ଗାଇଡ୍ ସିଷ୍ଟମକୁ ମଧ୍ୟ ବିକଶିତ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳ ପରୀକ୍ଷଣ ପାଇଁ DRDO କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପ୍ରତିରକ୍ଷା ବିଭାଗର ସଚିବ ଏବଂ DRDO ଅଧ୍ଯକ୍ଷ ଜି. ସତୀଶ ରେଡ୍ଡୀ ପ୍ରମୁଖ ପରୀକ୍ଷଣ ସଫଳ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

  • The Agni P Missile has been successfully tested off the coast of Odisha.

    The flight test has proven the reliable performance of all the advanced technologies integrated into the system.

    Congratulations to Team @DRDO_India. The nation is proud of their achievements. pic.twitter.com/14CCwT6sG8

    — Rajnath Singh (@rajnathsingh) December 18, 2021 " class="align-text-top noRightClick twitterSection" data=" ">

ଚଳିତବର୍ଷ କ୍ରମାଗତ DRDO ଗୋଟିଏ ପରେ ଗୋଟିଏ ପରୀକ୍ଷଣ ସଫଳ କରିବାରେ ଲାଗିଛି ।

@ANI

Last Updated : Dec 18, 2021, 4:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.