ETV Bharat / bharat

India Corona: ଆଜି ୧୫ ହଜାର ପାର୍ ସଂକ୍ରମଣ - ଭାରତ କୋରୋନା ରିପୋର୍ଟ

ଦେଶରେ ଗତ ୨୪ ଘଣ୍ଟାରେ 15,102 ନୂଆ ସଂକ୍ରମିତ ଚିହ୍ନଟ । 278 ସଂକ୍ରମିତଙ୍କ ମୁଣ୍ଡ ନେଲା ମହାମାରୀ । ଅଧିକ ପଢନ୍ତୁ

India Corona: ଆଜି ୧୫ ହଜାର ପାର୍ ସଂକ୍ରମଣ
India Corona: ଆଜି ୧୫ ହଜାର ପାର୍ ସଂକ୍ରମଣ
author img

By

Published : Feb 23, 2022, 9:31 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରୁ 15,102 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 15,102 fresh covid cases) । ଗତକାଲି(ମଙ୍ଗଳବାର) ଏହି ସଂଖ୍ୟା 13,405 ଥିଲା । ସେହିପରି ଦିନକରେ 278 ସଂକ୍ରମିତ ପ୍ରାଣ ହରାଇ ଥିବାବେଳେ 31,377 ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଦୈନିକ ସଂକ୍ରମଣ ତୁଳନାରେ ସୁସ୍ଥସଂଖ୍ୟା ବୃଦ୍ଧି ପାଉଛି । ଏହି କାରଣରୁ ଦେଶର ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି । ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ 1,64,522ଟି ସକ୍ରିୟ ମାମଲା ଅଛି । ପଜିଟିଭ ହାର ଏବେ 1.28% ରହିଛି । ଏଯାବତ୍ ସମୁଦାୟ 4,21,89,887 ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ 5,12,622 ଜଣଙ୍କ ପ୍ରାଣ ନେଇଛି ମହାମାରୀ । ସେହିପରି ଏବେସୁଦ୍ଧା ମୋଟ 1,76,19,39,020 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.