ETV Bharat / bharat

INDIA CORONA: ଦୁର୍ବଳ ହେଉଛି ମହାମାରୀ, ଦିନକରେ ୨୭ ହଜାର ସଂକ୍ରମିତ - ଭାରତ କୋରୋନା ଅପଡେଟ୍

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 27,409 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ଦୁର୍ବଳ ହେଉଛି ମହାମାରୀ, ଦିନକରେ ୨୭,୪୦୯ ସଂକ୍ରମିତ

author img

By

Published : Feb 15, 2022, 9:32 AM IST

Updated : Feb 15, 2022, 10:25 AM IST

ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହେଉଛି ମହାମାରୀ । ଲଗାତାର ଭାବେ କମି ଚାଲିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 27,409 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 27,409 fresh covid cases) । ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଦିନକରେ ଦେଶରେ 347 ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ଏବଂ 82,817 ଜଣ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 4,23,127ରେ ପହଞ୍ଚିଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 2.23%କୁ ଖସି ଆସିଛି । ଏଯାବତ୍ ଭାରତରେ ମୋଟ 4,17,60,458 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ 173.42 କୋଟି ଟୀକାକରଣ କରାଯାଇଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ 40 ଲକ୍ଷ ଡୋଜ ନେଇଛନ୍ତି ଲୋକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 15, 2022, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.