ETV Bharat / bharat

INDIA CORONA: ୨୪ ଘଣ୍ଟାରେ 9,283 ଆକ୍ରାନ୍ତ ଚିହ୍ନଟ, 437 ମୃତ - କୋଭିଡ ରିପୋର୍ଟ ଅପଡେଟ

ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ (daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 9 ହଜାର 283 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 437 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA: ୨୪ ଘଣ୍ଟାରେ 9,283 ଆକ୍ରାନ୍ତ ଚିହ୍ନଟ, 437 ମୃତ

author img

By

Published : Nov 24, 2021, 11:38 AM IST

ନୂଆଦିଲ୍ଲୀ: ଏବେ 10 ହଜାର ତଳେ ରହୁଛି ଦେଶର (INDIA CORONA) ଦୈନିକ ସଂକ୍ରମଣ(daily corona infection) । କିନ୍ତୁ ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 9 ହଜାର 283 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 437 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ 10 ହଜାର 949 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 45 ଲକ୍ଷ 35 ହଜାର 763ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 66 ହଜାର 584 ରେ ପହଞ୍ଚିଛି । ଦେଶରେ ମୋଟ 1 ଲକ୍ଷ 11 ହଜାର 481 ଟି ସକ୍ରିୟ ମାମଲା ରହିଛି, ଯାହାକି 537 ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.