ETV Bharat / bharat

INDIA CORONA: ୨୪ ଘଣ୍ଟାରେ 6,822 ଆକ୍ରାନ୍ତ ଚିହ୍ନଟ, 558 ଦିନରେ ସର୍ବନିମ୍ନ - health ministry data on corona

ଦେଶରେ ଦୈନିକ ସଂକ୍ରମଣରେ(India daily corona infection) ରେକର୍ଡ ସଂଖ୍ୟକ ହ୍ରାସ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 6 ହଜାର 822 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହା 558 ଦିନରେ ସର୍ବନିମ୍ନ । ଅଧିକ ପଢନ୍ତୁ

INDIA CORONA: ୨୪ ଘଣ୍ଟାରେ 6,822 ଆକ୍ରାନ୍ତ ଚିହ୍ନଟ, 558 ଦିନରେ ସର୍ବନିମ୍ନ

author img

By

Published : Dec 7, 2021, 12:31 PM IST

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣରେ(India daily corona infection) ରେକର୍ଡ ସଂଖ୍ୟକ ହ୍ରାସ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 6 ହଜାର 822 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହା 558 ଦିନରେ ସର୍ବନିମ୍ନ । ଏହାସହ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 220 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10 ହଜାର 4 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ (recovry rate)ସୁସ୍ଥହାର 98.36 ପ୍ରତିଶତରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 46 ଲକ୍ଷ 48 ହଜାର 383 ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 73 ହଜାର 757ରେ ପହଞ୍ଚିଛି । ଦେଶରେ ମୋଟ 95 ହଜାର 14 ଟି ସକ୍ରିୟ(active) ମାମଲା ରହିଛି, ଯାହା 554 ଦିନରେ ସର୍ବନିମ୍ନ । ସେହିପରି ଏଯାବତ 128.76 କୋଟି ଡୋଜ ଟୀକାକରଣ(corona vaccination) ସରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.