ETV Bharat / bharat

INDIA CORONA REPORT; ଦିନକରେ 50 ହଜାର 40 ପଜିଟିଭ ଚିହ୍ନଟ - କୋରୋନା ନ୍ୟୁଜ

ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଦେଶରେ ଗୋଟିଏ ଦିନରେ 50 ହଜାର 40 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

India reports 50,040 fresh cases, 57,944 recoveries, and 1,258 deaths in the last 24 hours, as per the Union Health Ministry.
INDIA CORONA REPORT ; ଦିନରେ 50 ହଜାର 40 ପଜିଟିଭ ଚିହ୍ନଟ
author img

By

Published : Jun 27, 2021, 10:35 AM IST

ନୂଆଦିଲ୍ଲୀ: ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଦେଶରେ ଗୋଟିଏ ଦିନରେ 50 ହଜାର 40 ପଜିଟିଭ ଚିହ୍ନଟ ହୋଇଛନ୍ତି । 1 ହଜାର 258 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 57 ହଜାର 944 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 2ଲକ୍ଷ 33 ହଜାର 183କୁ ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା 3 ଲକ୍ଷ 95 ହଜାର 751 ଛୁଇଁଥିବା ବେଳେ 5ଲକ୍ଷ 86 ହଜାର 403ଟି ସକ୍ରିୟ ମାମଲା ରହିଛି । 2 କୋଟି 92 ଲକ୍ଷ 51 ହଜାର 29 ଜଣ ସୁସ୍ଥ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.