ETV Bharat / bharat

ଦେଶରେ ଦିନକରେ 46 ହଜାର 951 ଆକ୍ରାନ୍ତ ଚିହ୍ନଟ

author img

By

Published : Mar 22, 2021, 10:11 AM IST

ଦେଶରେ ଉପର ମୁହାଁ କୋରୋନା ଗ୍ରାଫ । ଦିନକରେ 46 ହଜାର 951 ଆକ୍ରାନ୍ତ ଚିହ୍ନଟ । 212 ଜଣଙ୍କର ଘଟିଛି ମୃତ୍ୟୁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

India reports 46,951 new covid19 cases, 21,180 recoveries and 212 deaths in the last 24 hours, as per the Union Health Ministry
ଦେଶରେ ଦିନକରେ 46 ହଜାର 951 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : କୋରୋନା ମହାମାରୀର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗତ 24 ଘଣ୍ଟାରେ ଦେଶରେ 46 ହଜାର 951 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 212 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଦେଶରେ 21 ହଜାର 180 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1କୋଟି 16 ଲକ୍ଷ 46 ହଜାର 81କୁ ବୃଦ୍ଧି ହୋଇଛି । ସେହିପରି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1 କୋଟି 11 ଲକ୍ଷ 51 ହଜାର 468ରେ ପହଞ୍ଚିଛି । ଏହାସହ ମୋଟ 1 ଲକ୍ଷ 59 ହଜାର 967 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ପ୍ରତ୍ୟକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଦେଶରେ ଏପର୍ଯ୍ୟନ୍ତ 4 କୋଟି 50 ଲକ୍ଷ 65 ହଜାର 998ଜଣଙ୍କୁ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.