ETV Bharat / bharat

India Corona: ଦିନକରେ ୪୫୧୮ ସଂକ୍ରମିତ,୯ ମୃତ - india daily corona cases

ଗତ ୨୪ ଘଣ୍ଟା ମଧ୍ୟରେ 4,518 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 4,518 fresh Covid Cases) । ଦିନକରେ 9 ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଅଧିକ ପଢନ୍ତୁ

India Corona:ଦିନକରେ ୪୫୧୮ ସଂକ୍ରମିତ ଚିହ୍ନଟ,୯ମୃତ

author img

By

Published : Jun 6, 2022, 9:45 AM IST

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ କୋରୋନା ଗ୍ରାଫ । ପୂର୍ବ ଦିନ ଅପେକ୍ଷା ଆଜି ମଧ୍ୟ ସଂକ୍ରମଣ ମାମଲା ୪ ହଜାର ଉପରେ ରହିଛି । ପ୍ରତିଦିନ ବଢୁଥିବା ସଂକ୍ରମଣ ମାମଲା ଲୋକଙ୍କ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ 4,518 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 4,518 fresh Covid Cases) । ଦିନକରେ 9 ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହାସହ 2,779 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 25 ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 25,782 ରହିଛି । ଦେଶରେ ଏଯାବତ ୪୨,୬୩,୦୮,୫୨ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ ୫,୨୪,୭୦୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧,୯୪,୧୨,୮୭,୦୦୦ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.