ETV Bharat / bharat

ଦେଶରେ ଆଉ 40,120 ପଜିଟିଭ ଚିହ୍ନଟ, 585 ମୃତ - କୋରୋନା ଅପଡେଟ

ଦେଶରେ ଦିନକୁ ଦିନ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 40 ହଜାର 120 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 585 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ....

INDIA CORONA REPORT: ଦିନକରେ 40,120 ପଜିଟିଭ ଚିହ୍ନଟ,585 ମୃତ

author img

By

Published : Aug 13, 2021, 10:16 AM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଖସୁଛି ସଂକ୍ରମଣ । ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସ୍ଥିତି । ଗତ ୨୪ ଘଣ୍ଟା ମଧ୍ୟରେ 40 ହଜାର 120 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 585 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାସହ 42 ହଜାର 295 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ତେବେ, ଦେଶରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 21 ଲକ୍ଷ 17 ହଜାର 826କୁ ବୃଦ୍ଧି ହୋଇଛି । ମୃତ୍ୟୁସଂଖ୍ୟା 4 ଲକ୍ଷ 30 ହଜାର 254 ରହିଥିବା ବେଳେ 3 ଲକ୍ଷ 85 ହଜାର 227 ସକ୍ରିୟ ମାମଲା ରହିଛି । ଏହାସହ 3 କୋଟି 13 ଲକ୍ଷ 2 ହଜାର 345 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ 52 କୋଟି 95 ଲକ୍ଷ 82 ହଜାର 956 ଟୀକାକରଣ କରାଯାଇଛି

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.