ETV Bharat / bharat

କାଲି କମିଲା,ଆଜି ବଢିଲା: ୨୪ ଘଣ୍ଟାରେ 38,353 ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ 38 ହଜାର 353 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ରିପୋର୍ଟ ହୋଇଥିବା 28,204 ତୁଳନାରେ 36 ପ୍ରତିଶତ ଅଧିକ। ଅଧିକ ପଢନ୍ତୁ...

author img

By

Published : Aug 11, 2021, 10:26 AM IST

INDIA CORONA: ହ୍ରାସ ପରେ ପୁଣି ବଢିଲା, ୨୪ ଘଣ୍ଟାରେ 38,353 ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ହ୍ରାସ ପରେ ପୁଣି ବଢିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ 38 ହଜାର 353 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ରିପୋର୍ଟ ହୋଇଥିବା 28,204 ତୁଳନାରେ 36 ପ୍ରତିଶତ ଅଧିକ । ସେହିପରି ଗତ ୨୪ ଘଣ୍ଟାରେ 497 ଜଣଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ପରିବାର କଲ୍ୟାଣ ଓ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି 20 ଲକ୍ଷ 36 ହଜାର 511ରେ ପହଞ୍ଚିଛି । ଏବଂ ଗତକାଲିର ମୃତ୍ୟୁକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ 29 ହଜାର 179ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

ଏପଟେ ଦେଶରେ ମୋଟ ସକ୍ରିୟ ମାମଲା 3 ଲକ୍ଷ 86 ହଜାର 351 ରହିଛି, ଯାହା ଗତ 140 ଦିନରେ ସର୍ବନିମ୍ନ ଅଟେ । ଏହାସହ ଦେଶରେ ସୁସ୍ଥହାର 97.45%କୁ ବୃଦ୍ଧି ପାଇଛି । ତେବେ ଦେଶରେ ଦୈନିକ ପହିଟିଭ୍ ହାର 2.16 ପ୍ରତିଶତରେ ପହଞ୍ଚିଛି, ଯାହା ଗତ 16 ଦିନ ଧରି 3 ପ୍ରତିଶତରୁ କମ୍ ରହିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.