ETV Bharat / bharat

INDIA CORONA: ଦିନକରେ 23,529 ପଜିଟିଭ ଚିହ୍ନଟ, 311 ମୃତ - 23,529 new covid-19 cases

ଦୁଇ ଦିନର ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 23,529 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 311 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

INDIA CORONA: ଦିନକରେ 23,529 ପଜିଟିଭ ଚିହ୍ନଟ, 311 ମୃତ

author img

By

Published : Sep 30, 2021, 10:55 AM IST

ନୂଆଦିଲ୍ଲୀ: ଦୁଇ ଦିନର ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 23,529 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ 311 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 28 ହଜାର 718 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । କିନ୍ତୁ ଗତ ଦୁଇ ଦିନ ଧରି 20 ହଜାର ତଳକୁ ରହିଥିଲା ସଂକ୍ରମଣ ।

  • " class="align-text-top noRightClick twitterSection" data="">

ଏପଟେ ନୂଆ ଆକ୍ରାନ୍ତଙ୍କ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 37 ଲକ୍ଷ 39 ହଜାର 980କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁ ସଂଖ୍ୟା 4 ଲକ୍ଷ 48 ହଜାର 62 ଛୁଇଁଥିବା ବେଳେ ଏଯାବତ 3 କୋଟି 30 ଲକ୍ଷ 14 ହଜାର 898 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ 2 ଲକ୍ଷ 77 ହଜାର 20 ସକ୍ରିୟ ମାମଲା ରହିଛି l ତେବେ, ଏପର୍ଯ୍ୟନ୍ତ ଦେଶରେ 88 କୋଟି 34 ଲକ୍ଷ 70 ହଜାର 578 ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.