ETV Bharat / bharat

INDIA CORONA: ଦିନକରେ 18257 ସଂକ୍ରମିତ, 42 ମୃତ

author img

By

Published : Jul 10, 2022, 9:42 AM IST

ଦେଶରେ ପୁଣି କୋରୋନା ବିସ୍ଫୋରଣ (INDIA CORONA )। 20 ହଜାର ମୁହାଁ ହୋଇଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 18 ହଜାର 257 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ

ଦିନକରେ 18257 ସଂକ୍ରମିତ, 42 ମୃତ
ଦିନକରେ 18257 ସଂକ୍ରମିତ, 42 ମୃତ

ନୂଆଦିଲ୍ଲୀ: ବୋଲ ମାନୁନି ମହାମାରୀ । ଦେଶରେ ପୁଣି କୋରୋନା ବିସ୍ଫୋରଣ (INDIA CORONA )। 20 ହଜାର ମୁହାଁ ହୋଇଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 18 ହଜାର 257 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 18257 fresh Covid Cases) । ଏହା ସହ ଦିନକରେ 42 ଜଣଙ୍କ ଜୀବନ ନେଇଛି କୋରୋନା ।

ଦୈନିକ ସଂକ୍ରମଣରେ ହାର 4.22 ପ୍ରତିଶତ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ 1 ଲକ୍ଷ 28 ହଜାର 690 ସକ୍ରିୟ ମାମଲା ରହିଛି । 42 ମୃତକଙ୍କୁ ମିଶାଇ ଏଯାବତ ଦେଶରେ 5 ଲକ୍ଷ 25 ହଜାର 428 ଜଣଙ୍କ ଜୀବନ ନେଲାଣି ମହାମାରୀ । ଗତ 24 ଘଣ୍ଟାରେ 14 ହଜାର 553 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 68 ହଜାର 533ରେ ପହଞ୍ଚିଛି । ଦେଶବ୍ୟାପୀ ସମୁଦାୟ 198 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ଲୋକେ ଟିକା ନେଇଛନ୍ତି । ସମୁଦାୟ ଟୀକାକରଣ 1987659299ଜଣ ଟିକା ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.