ETV Bharat / bharat

INDIA CORONA: ଦିନକରେ 16678 ସଂକ୍ରମିତ, 26 ମୃତ

ଦେଶରେ ମାଡି ଚାଲିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 16 ହଜାର 678 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

INDIA CORONA: ଦିନକରେ 16678 ସଂକ୍ରମିତ, 26 ମୃତ
INDIA CORONA: ଦିନକରେ 16678 ସଂକ୍ରମିତ, 26 ମୃତ
author img

By

Published : Jul 11, 2022, 10:02 AM IST

ନୂଆଦିଲ୍ଲୀ: ବୋଲ ମାନୁନି ମହାମାରୀ । ଦେଶରେ ପୁଣି କୋରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି (INDIA CORONA )। ତେବେ ଗତ ୩ଦିନ ହେବ ସଂକ୍ରମଣ ମାମଲା ୧୮ ଉପରେ ରହୁଥିବା ବେଳେ ଆଜି ସଂଖ୍ୟାରେ ହ୍ରାସ ପାଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 16 ହଜାର 678 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 16678 fresh Covid Cases) । ଏହା ସହ ଦିନକରେ 26 ଜଣଙ୍କ ଜୀବନ ନେଇଛି କୋରୋନା ।

ଦୈନିକ ସଂକ୍ରମଣରେ ହାର 5.99 ପ୍ରତିଶତ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ 1 ଲକ୍ଷ 30 ହଜାର 713 ସକ୍ରିୟ ମାମଲା ରହିଛି । 26 ମୃତକଙ୍କୁ ମିଶାଇ ଏଯାବତ ଦେଶରେ 5 ଲକ୍ଷ 25 ହଜାର 454 ଜଣଙ୍କ ଜୀବନ ନେଲାଣି ମହାମାରୀ । ଗତ 24 ଘଣ୍ଟାରେ 14 ହଜାର 629 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 83 ହଜାର 162ରେ ପହଞ୍ଚିଛି । ଦେଶବ୍ୟାପୀ ସମୁଦାୟ 198 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ଲୋକେ ଟିକା ନେଇଛନ୍ତି । ସମୁଦାୟ ଟୀକାକରଣ 1,98,88,77,537ଜଣ ଟିକା ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.