ETV Bharat / bharat

India Corona: 13 ହଜାର ନୂଆ ସଂକ୍ରମିତ, 19 ମୃତ - ଦେଶ କୋରୋନା

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 13 ହଜାର 086 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

13 ହଜାର ନୂଆ ସଂକ୍ରମଣ, 24 ମୃତ
13 ହଜାର ନୂଆ ସଂକ୍ରମଣ, 24 ମୃତ
author img

By

Published : Jul 5, 2022, 10:23 AM IST

Updated : Jul 5, 2022, 10:45 AM IST

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ଦିନେ କମିଲେ ଦିନେ ବଢୁଛି । କିଛି ଦିନ ହେବ 10 ହଜାର ଉପରେ ରହିଛି ପଜିଟିଭ ମାମଲା । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 13 ହଜାର 086 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 13,086 fresh Covid Cases) । ଦିନକରେ 19 ଜଣଙ୍କ ଜୀବନ ନେଇଛି ମହାମାରୀ ।

ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର 242କୁ ବୃଦ୍ଧି ହୋଇଛି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ‌ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 14 ହଜାର 475କୁ ବୃଦ୍ଧି ପାଇଛି । ଆଜି 12 ହଜାର 456 ଜଣ ସୁସ୍ଥ ହୋଇଛନ୍ତି । ଏଯାବତ ସୁସ୍ଥ ହେଲେଣି ୪ କୋଟି ୨୮ ଲକ୍ଷ 91 ହଜାର 933 ଆକ୍ରାନ୍ତ ।

ଦେଶର ଦୈନିକ ପଜିଟିଭ ରେଟ୍ 2.90%ରେ ପହଞ୍ଚିଛି । ଦେଶବ୍ୟାପୀ ସମୁଦାୟ 198 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 11 ଲକ୍ଷରୁ ଅଧିକ ଲୋକେ ଟିକା ନେଇଛନ୍ତି ।

Last Updated : Jul 5, 2022, 10:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.