ETV Bharat / bharat

INDIA CORONA: 24 ଘଣ୍ଟାରେ 10,488 ନୂଆ ସଂକ୍ରମିତ ଚିହ୍ନଟ, 313 ମୃତ

author img

By

Published : Nov 21, 2021, 11:06 AM IST

ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 10 ହଜାର 488 ନୂଆ ସଂକ୍ରମିତ ଚିହ୍ନଟ ହେବା ସହ 313 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ

24 ଘଣ୍ଟାରେ 10,488 ନୂଆ ସଂକ୍ରମିତ ଚିହ୍ନଟ, 313 ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 10 ହଜାର 488 ନୂଆ ସଂକ୍ରମିତ ଚିହ୍ନଟ ହେବା ସହ 313 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ 12 ହଜାର 329 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 45 ଲକ୍ଷ 10 ହଜାର 413ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 65 ହଜାର 662ରେ ପହଞ୍ଚିଛି । ଏହାସହ ଦିନକ ମଧ୍ୟରେ 12 ହଜାର 329 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 3 କୋଟି 39 ଲକ୍ଷ 22 ହଜାର 37ରେ ପହଞ୍ଚିଛି । ଦେଶରେ ମୋଟ 1 ଲକ୍ଷ 22 ହଜାର 714ଟି ସକ୍ରିୟ ମାମଲା ରହିଛି, ଯାହାକି 532 ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।

ଅନ୍ୟପଟେ ଏବେ ପର୍ଯ୍ୟନ୍ତ ମୋଟ 1,16,50,55,210 ଚୀକାକରଣ ସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.