ETV Bharat / bharat

INDIA CORONA: ଦିନକରେ 41,965 ପଜିଟିଭ ଚିହ୍ନଟ, 460 ମୃତ

author img

By

Published : Sep 1, 2021, 11:03 AM IST

ଗତକାଲିର ହ୍ରାସ ପରେ ପୁଣି ବଢିଲା ଦେଶରେ ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 41 ହଜାର 965 ନୂତନ କୋଭିଡ ମାମଲା ରେକର୍ଡ ହେବା ସହ 460 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

INDIA CORONA: ଦିନକରେ 41,965 ପଜିଟିଭ ଚିହ୍ନଟ, 460 ମୃତ
INDIA CORONA: ଦିନକରେ 41,965 ପଜିଟିଭ ଚିହ୍ନଟ, 460 ମୃତ

ନୂଆଦିଲ୍ଲୀ: ଗତକାଲିର ହ୍ରାସ ପରେ ପୁଣି ବଢିଲା ଦେଶରେ ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 41 ହଜାର 965 ନୂତନ କୋଭିଡ ମାମଲା ରେକର୍ଡ ହେବା ସହ 460 ଜଣଙ୍କ ମୃତ୍ୟୁ ହୋଇଛି, ଏବଂ 33 ହଜାର 964 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ପଜିଟିଭ ସଂଖ୍ୟା ୩ କୋଟି ୨୮ ଲକ୍ଷ ୧୦ ହଜାର ୮୪୫ କୁ ଛୁଇଁଛି । ସେଥିମଧ୍ୟରୁ ମୋଟ ୩ କୋଟି ୧୯ ଲକ୍ଷ ୯୩ ହଜାର ୬୪୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୭୮ ହଜାର ୧୮୧ଟି ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୩୯ ହଜାର ୨୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଅଗଷ୍ଟ 31 ସୁଦ୍ଧା 52,31,84,293 ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 16,06,785 ନମୁନା ମଙ୍ଗଳବାର ପରୀକ୍ଷା କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.