ETV Bharat / bharat

ପୁଣି ବଢିଲା ଦୈନିକ ସଂକ୍ରମଣ: ଦିନକରେ ୪୩,୫୦୯ ଆକ୍ରାନ୍ତ, ୬୪୦ ମୃତ - କୋରୋନା ମୃତ୍ୟୁ

୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାର ୫୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

INDIA CORONA: ଦିନକରେ ଚିହ୍ନଟ ହେଲେ ୪୩, ୫୦୯ ଆକ୍ରାନ୍ତ, ୬୪୦ ମୃତ

author img

By

Published : Jul 29, 2021, 10:21 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା କୋରୋନାର ଦୈନିକ ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ତଳ ମୁହାଁ ହୋଇଥିବା ବେଳେ ଏବେ ପୁଣି ୪୦ ହଜାର ପାର କରିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାର ୫୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୭ଲକ୍ଷ ୧ହଜାର ୬୧୨ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪୦ ଜଣଙ୍କର ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୨ ହଜାର ୬୬୨ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୪ଲକ୍ଷ ୩ହଜାର ୮୪୦ଟି ଆକ୍ଟିଭ କେସ ରହିଛି । ୨୪ ଘଣ୍ଟାରେ ୩୮ ହଜାର ୫୬୫ ସୁସ୍ଥ ହୋଇଥିବା ବେଳେ ସୁସ୍ଥହାର ମୃତ୍ୟୁ ଘଟିଛି ୯୭.୩୮ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.