ETV Bharat / bharat

India Corona: ଦିନକରେ 2483 ସଂକ୍ରମିତ ଚିହ୍ନଟ - ଭାରତ କୋରୋନା ଅପଡେଟ

ଦେଶରେ ପୁଣି ଚିନ୍ତା ବଢାଇଛି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ 2,483 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ ଦେଶରେ 2483  ସଂକ୍ରମିତ

author img

By

Published : Apr 26, 2022, 9:44 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ଚିନ୍ତା ବଢାଇଛି କୋରୋନା । ପ୍ରତିଦିନ ସଂକ୍ରମଣ ମାମଲା ୨ ହଜାର ପାର୍ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,483 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,483 fresh covid cases) । ତେବେ ଗତକାଲି ତୁଳନାରେ ସଂକ୍ରମଣ 2.2% କମ୍ ରହିଛି । ସେହିପରି ଦିନକ ମଧ୍ୟରେ 1,970 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାପରେ ଏବେ ଦେଶରେ ମୋଟ ସୁସ୍ଥ ସଂଖ୍ୟା 4,25,233,11କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 15,636ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ସମୁଦାୟ 4,25,233,11 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,23,622 ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଦେଶର ଦୈନକ ପଜିଟିଭ ହାର 0.55% ରହିଛି । ଦେଶବ୍ୟାପୀ ସମୁଦାୟ 1,87,95,76,423 ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 22,83,224 ଡୋଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 83,54,69,014 ସାମ୍ପୂଲ ଟେଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.