ETV Bharat / bharat

INDIA CORONA: ଦିନକରେ ୪୧ ହଜାର ୧୫୭ ଆକ୍ରାନ୍ତ ଚିହ୍ନଟ, ୫୧୮ ମୃତ - କୋରୋନା ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ୪୧ ହଜାର ୧୫୭ କୋରୋନା ଆକ୍ରାନ୍ତ ଚିହ୍ନଟ, ୫୧୮ ମୃତ । ଅଧିକ ପଢନ୍ତୁ...

INDIA CORONA: ଦିନକରେ ୪୧ ହଜାର ୧୫୭ ଆକ୍ରାନ୍ତ ଚିହ୍ନଟ, ୫୧୮ ମୃତ

author img

By

Published : Jul 18, 2021, 10:28 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ବୃଦ୍ଧି ପାଇଲା କୋରୋନା ସଂକ୍ରମଣ । କ୍ରମଶଃ କୋରୋନା ଗ୍ରାଫ ତଳ ମୁହାଁ ହୋଇଥିବା ବେଳେ ଆଜି ଏହା ଉପରମୁହାଁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୧୫୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଦେଶରେ ୫୧୮ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯ରେ ପହଞ୍ଚିଛି । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ହ୍ରାସ ପାଇଛି ।

ସେହିପରି ଦେଶରେ ଗତକାଲି କୋରୋନାରୁ ସୁସ୍ଥ ହୋଇଛନ୍ତି ୪୨ ହଜାରରୁ ଊର୍ଦ୍ଧ୍ବ । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥହାର ୩ କୋଟି ୨ ଲକ୍ଷ ୬୯ ହଜାର ୭୯୬ରେ ପହଞ୍ଚିଛି । ଦେଶରେ ଏବେ ମୋଟ ୪ଲକ୍ଷ ୨୨ ହଜାର ୬୬୦ ଆକ୍ଟିଭ କେସ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.