ETV Bharat / bharat

INDIA CORONA: ଦିନକରେ ୩୮୧୬୪ ଆକ୍ରାନ୍ତ ଚିହ୍ନଟ, ୪୯୯ ମୃତ - କୋରୋମା ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୧୬୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

INDIA CORONA: ଦିନକରେ ୩୮, ୧୬୪ ଆକ୍ରାନ୍ତ ଚିହ୍ନଟ, ୪୯୯ ମୃତ

author img

By

Published : Jul 19, 2021, 10:07 AM IST

ନୂଆଦିଲ୍ଲୀ:ଦେଶରେ ତଳ ମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ପାର କରିଥିବା ବେଳେ ଆଜି ଏହା ତଳକୁ ଖସିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୧୬୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୧ଲକ୍ଷ ୪୪ ହଜାର ୨୨୯ରେ ପହଞ୍ଚିଛି । ସେହିପରି ଆଜି ଦେଶରେ ୪୯୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୪ ହଜାର ୧୦୮ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

ସେହିପରି ଦେଶରେ କୋରୋନାରୁ ସୁସ୍ଥ ହୋଇଛନ୍ତି ୩୮ ହଜାରରୁ ଊର୍ଦ୍ଧ୍ବ । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥହାର ୩ କୋଟି ୩ ଲକ୍ଷ ୮ ହଜାର ୪୫୬ରେ ପହଞ୍ଚିଛି । ଦେଶରେ ଏବେ ମୋଟ ୪ଲକ୍ଷ ୨୧ ହଜାର ୬୬୫ ଆକ୍ଟିଭ କେସ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.