ETV Bharat / bharat

ଦୀର୍ଘ 55 ବର୍ଷ ପରେ ପୁନଃଆରମ୍ଭ ହେବ ଭାରତ-ବାଲାଂଦେଶ ରେଳ ସେବା

ଦୀର୍ଘ 55 ବର୍ଷ ପରେ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଭାରତ ଓ ବାଲାଂଦେଶ ମଧ୍ୟରେ ରେଳ ସେବା । ଉଭୟ ଦେଶ ପକ୍ଷରୁ ଚାଲିଛି ପ୍ରକ୍ରିୟା । ପଢନ୍ତୁ ଅଧିକ....

ଦୀର୍ଘ 5 ଦଶନ୍ଧି ପରେ ପୁନଃଆରମ୍ଭ ହେବ ଭାରତ- ବାଲାଂଦେଶ ରେଳ ସେବା

author img

By

Published : Dec 16, 2020, 9:59 PM IST

ନୂ୍ଆଦିଲ୍ଲୀ: ଦୀର୍ଘ 55 ବର୍ଷ ପରେ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଭାରତ ଓ ବାଲାଂଦେଶ ମଧ୍ୟରେ ରେଳ ସେବା । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ପଶ୍ଚିମବଙ୍ଗର ହଳଦିବାଡି ଓ ବାଲାଂଦେଶର ଚିଲହାଟି ମଧ୍ୟରେ ଏହି ସେବା ପୁନଃ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏହାକୁ ଉଦ୍ଘାଟନ କରିବେ ବାଲାଂଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା । ତେବେ ଏହି ସେବା 1965 ମସିହାରୁ ବନ୍ଦ ରହିଥିଲା ।

ପୁଣି ପ୍ରାୟ 5 ଦଶନ୍ଧି ପରେ ଏହି ରେଳ ସେବା ପୁନଃ କାର୍ଯ୍ୟକ୍ଷମ କରିବାକୁ ଉଭୟ ଦେଶର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ରେଳ ଲାଇନର ମରାମତି ଓ ସୁଦୃଢି କରଣ କରିବା ସହ ଅନ୍ୟ ଆବଶ୍ୟକିୟ ତ୍ତିଭିଭୂମିକୁ ମଧ୍ୟ ସୃଦୃଢ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସମସ୍ତ କାର୍ଯ୍ୟ ଶେଷ ପରେ ଆସନ୍ତାକାଲି ଉଭୟ ଦେଶ ମଧ୍ୟରେ ରେଳ ସେବା ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.