ETV Bharat / bharat

କୋଭିଡ ରୋଗୀଙ୍କୁ ଆଶ୍ବସ୍ତି ! Roche ଔଷଧକୁ ଭାରତରେ ମଞ୍ଜୁରୀ

author img

By

Published : May 5, 2021, 10:13 PM IST

ସ୍ବିଜରଲ୍ୟାଣ୍ଡର ଫାର୍ମା କମ୍ପାନୀ ରୋଶ୍‌(Roche) ପକ୍ଷରୁ ବିକଶିତ ଆଣ୍ଟିବଡି ଡ୍ରଗ କୋକଟେଲ କାସିରିୱିମ୍ବ ଓ ଇମଦେୱବମକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ସେଣ୍ଟ୍ରାଲଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଡ୍ରଗ୍ସ ଅଗ୍ରାନାଇଜେସନ(ସିଡିଏମସିଓ) । ଅଧିକ ପଢନ୍ତୁ...

କୋଭିଡ ରୋଗୀଙ୍କୁ ଆଶ୍ବସ୍ତି ! Roche ଔଷଧକୁ ଭାରତରେ ମଞ୍ଜୁରୀ
କୋଭିଡ ରୋଗୀଙ୍କୁ ଆଶ୍ବସ୍ତି ! Roche ଔଷଧକୁ ଭାରତରେ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନାର ଦ୍ବିତୀୟ ଲହରୀ । କ୍ରମାଗତ ବଢିଚାଲିଛି ମୃତ୍ୟୁ ସଂଖ୍ୟା । ଏହାରି ମଧ୍ୟରେ ସ୍ବିଜରଲ୍ୟାଣ୍ଡର ଫାର୍ମା କମ୍ପାନୀ ରୋଶ୍‌(Roche) ପକ୍ଷରୁ ବିକଶିତ ଆଣ୍ଟିବଡି ଡ୍ରଗ କୋକଟେଲ କାସିରିୱିମ୍ବ ଓ ଇମଦେୱବମକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ସେଣ୍ଟ୍ରାଲଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଡ୍ରଗ୍ସ ଅଗ୍ରାନାଇଜେସନ(ସିଡିଏମସିଓ)

ରୋଶ ଏକ ବୟାନରେ କହିଛି ଯେ ଭାରତରେ ଭାରତରେ କାସିରିୱିମ୍ବ ଓ ଇମଦେୱବମକୁ ମଞ୍ଜୁରୀ ଆମେରିକା ଓ ୟୁରୋପରେ ଜୁରୁରୀକାଳୀନ ବ୍ୟବହାର ପାଇଁ ଦିଆଯାଇଥିବା ତଥ୍ୟ ଉପରେ ଆଧାରିତ । କମ୍ପାନୀ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଆଣ୍ଟିବଡି କୋଟଟେଲକୁ ବୟସ୍କ ଏବଂ 12 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ମଧ୍ୟମ କୋରୋନା ରୋଗ କ୍ଷେତ୍ରରେ ବ୍ୟବହାର କରିହେବ ।

ଭାରତରେ କୋଭିଡ ସଂକ୍ରମଣର ସଂଖ୍ୟା ବଢିବା ସହିତ ରୋଶ୍‌ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ସ୍ୱାସ୍ଥ୍ୟ ସେବା ଉପରେ ଚାପ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ରୋଶ୍‌ ଫାର୍ମା ଇଣ୍ଡିଆର ଏମଡି ଭି ସିମ୍ପସନ ଇମାନୁଏଲ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.