ETV Bharat / bharat

ରାଜସ୍ଥାନରେ ଆଜିଠୁ 13 ଦିନିଆ ଭାରତ-ଓମାନ ମିିଳିତ ସମରାଭ୍ୟାସ - ରାଜସ୍ଥାନରେ ହେବ ମିିଳିତ ସମରାଭ୍ୟାସ

ଆଜି ଠାରୁ ରାଜସ୍ଥାନରେ ଭାରତ-ଓମାନ ମଧ୍ୟରେ 13 ଦିନିଆ ସମରାଭ୍ୟାସ । ଇପରେସନ ସ୍ଥଳରେ ପହଞ୍ଚି ସାରିଛନ୍ତି ଓମାନ ସେନା । ଅଧିକ ପଢନ୍ତୁ

ରାଜସ୍ଥାନରେ 13 ଦିନିଆ ମିିଳିତ ସମରାଭ୍ୟାସ କରିବେ ଭାରରାଜସ୍ଥାନରେ 13 ଦିନିଆ ମିିଳିତ ସମରାଭ୍ୟାସ କରିବେ ଭାରତ-ଓମାନତ-ଓମାନ
ରାଜସ୍ଥାନରେ ଆଜି ଠାରୁ 13 ଦିନିଆ ଭାରତ-ଓମାନ ମିିଳିତ ସମରାଭ୍ୟାସ
author img

By

Published : Aug 1, 2022, 2:18 PM IST

ଜୟପୁର: ରାଜସ୍ଥାନରେ ଆଜି ଠାରୁ ମିଳିତ ସମରାଭ୍ୟାସ କରିବେ ଭାରତ-ଓମାନ । ରାଜସ୍ଥାନରେ ହେବାକୁ ଥିବା ଏହି ସମରାଭ୍ୟାସ 13 ଦିନ ଧରି ଜାରି ରହିବ । ଆଜି ଏହି ମିଳିତ ସମରାଭ୍ୟାସ ଉଦ୍ଘାଟନୀ ହେବାକୁ ଥିବାବେଳେ 13 ତାରିଖରେ ଏହି ମିଶନ ଶେଷ ହେବ । ଆତଙ୍କବାଦ ନିରୋଧୀ ଅଭିଯାନ ନେଇ ଉଭୟ ସେନା ମିଳିତ ରଣନୀତି ପ୍ରଦର୍ଶିତ କରିବା ସମନ୍ବିତ ଯୁଦ୍ଧକୌଶଳ ମଧ୍ୟ ବିନିମୟ କରିବେ ।

ରାଜସ୍ଥାନରେ ଆଜି ଠାରୁ 13 ଦିନିଆ ଭାରତ-ଓମାନ ମିିଳିତ ସମରାଭ୍ୟାସ
ରାଜସ୍ଥାନରେ ଆଜି ଠାରୁ 13 ଦିନିଆ ଭାରତ-ଓମାନ ମିିଳିତ ସମରାଭ୍ୟାସରାଜସ୍ଥାନରେ ଆଜି ଠାରୁ 13 ଦିନିଆ ଭାରତ-ଓମାନ ମିିଳିତ ସମରାଭ୍ୟାସ

ରାଜସ୍ଥାନର ବିକାନେରର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଅନୁଷ୍ଠିତ ହେବାକୁ ଥିବା ଏହି ମିଳିତ ସମରାଭ୍ୟାସର ନାମ ରଖାଯାଇଛି 'ଅଲ ନାଜା-4ର୍ଥ (AL NAJAH-IV) । ଭାରତୀୟ ଏବଂ ଓମାନ ସେନା ମଧ୍ୟରେ ହେବାକୁ ଥିବା ଏହି ଅଭ୍ୟାସରେ ଅଂଶଗ୍ରହଣ କରିବା ପାଇଁ ଓମାନ ପାରାଚ୍ୟୁଟ୍ ରେଜିମେଣ୍ଟର ସୁଲତାନର 60 ଜଣ ସ୍ବତନ୍ତ୍ର ପ୍ରଶିକ୍ଷିତ ସୈନ୍ୟ ରାଜସ୍ଥାନରେ ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚି ସାରିଛନ୍ତି । ସେହିପରି ଭାରତୀୟ ସେନାକୁ 18 ମେକାନାଇଜଡ ଇନଫେଣ୍ଟ୍ରୀ ବାଟାଲିୟନର ଯବାନମାନେ ପ୍ରତିନିଧିତ୍ବ କରିବେ ।

ଏହି ଦ୍ବିପାକ୍ଷିକ ସମରାଭ୍ୟାସ ଶୃଙ୍ଖଳାର ପୂର୍ବ ତଥା ଗତ ସଂସ୍କରଣ 2019 ମସିହା ମାର୍ଚ୍ଚ 12 ରୁ 25 ପର୍ଯ୍ୟନ୍ତ ଓମାନ ରାଜଧାନୀ ମସ୍କଟରେ ଅନୁଷ୍ଠିତ ହୋଇଥିଲା । ଆତଙ୍କବାଦ ନିରୋଧୀ ଅପରେସନ, ଆଞ୍ଚଳିକ ସୁରକ୍ଷା ଏବଂ ଶାନ୍ତି ରକ୍ଷା ଆଦି ଦିଗକୁ ନେଇ ଏହି ସମରାଭ୍ୟାସ ଶୃଙ୍ଖଳା ଦୁଇ ଦେଶ ମଧ୍ୟରେ ଆୟୋଜିତ ହୋଇଆସୁଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.