ETV Bharat / bharat

ଆମେରିକାର 46 ତମ ରାଷ୍ଟ୍ରପତି ହେଲେ ଜୋ ବିଡେନ

author img

By

Published : Jan 20, 2021, 9:35 PM IST

Updated : Jan 20, 2021, 10:20 PM IST

ବିଡେନଙ୍କ ଶପଥଗ୍ରହଣ ଉତ୍ସବ ଆରମ୍ଭ
ବିଡେନଙ୍କ ଶପଥଗ୍ରହଣ ଉତ୍ସବ ଆରମ୍ଭ

22:18 January 20

ଆମେରିକାର 46 ତମ ରାଷ୍ଟ୍ରପତି ହେଲେ ଜୋ ବିଡେନ

ଆମେରିକାର ରାଷ୍ଟ୍ରପତି ପଦରେ ଶପଥ ନେଲେ ଜୋ ବିଡେନ । ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ବିଡେନ । 

22:12 January 20

ଆମେରିକାର ଉପରାଷ୍ଟ୍ରପତି ପଦରେ ଶପଥ ନେଲେ କମଲା ହାରିସ

 ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ । ଶପଥ ନେବା ପରେ କମଲା ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି, ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଭାରତୀୟ ଆମେରିକୀୟ ଭାବରେ ଇତିହାସ ରଚିଛନ୍ତି  ।

21:47 January 20

ବିଡେନଙ୍କ ଶପଥଗ୍ରହଣ ଉତ୍ସବରେ ପହଞ୍ଚିଲେ ବିଦାୟୀ ଉପରାଷ୍ଟ୍ରପତି ମାଇକ ପେନ୍ସ

ଜୋ ବିଡେନଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ କ୍ୟାପିଟୋଲ ହିଲ ପହଞ୍ଚିଲେ ବର୍ତ୍ତମାନର ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସ ଓ ତାଙ୍କ ସ୍ତ୍ରୀ କରେନ ପେନ୍ସ । 

21:36 January 20

କ୍ୟାପିଟୋଲ ହିଲରେ ପହଞ୍ଚିଲେ ଜୋ-ହାରିସ, କିଛି ସମୟପରେ ଶପଥ ଗ୍ରହଣ

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଓ ଉପରାଷ୍ଟ୍ରପତି କମଲା ହାରିସ ଶପଥଗ୍ରହଣ ସମାରୋହ ପାଇଁ କ୍ୟାପିଟୋଲ ହିଲ ପହଞ୍ଚିଛନ୍ତି । ଏବେ ଆଉ କିଛି ସମୟ ପରେ ଆରମ୍ଭ ହେବ ଶପଥଗ୍ରହଣ ଉତ୍ସବ । 

21:24 January 20

ଆମେରିକା ପାଇଁ ଆଜିର ଦିନ ବେଶ ଖାସ । ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବିଡେନ । ଅର୍ଥାତ ଆଜିଠୁ ଆମେରିକା ଆରମ୍ଭ ହୋଇଯିବ ଜୋଙ୍କ ଯୁଗ । ଜୋ ବିଡେନଙ୍କ ସହ ଭାରତୀୟ ବଂଶୋଦ୍ଭବ କମଲା ହାରିସ ମଧ୍ୟ ଉପରାଷ୍ଟ୍ରପତି ପଦର ଶପଥ ନେବେ । ସେପଟେ ହିଂସାର ଆଲର୍ଟ ପରେ ୱାଶିଂଟନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ପାଖାପାଖି 25 ହଜାର ନ୍ୟାସନାଲ ଗାର୍ଡ ଆମେରିକାର ରାଜଧାନୀରେ ମୁତୟନ ହୋଇଛନ୍ତି । 

Last Updated : Jan 20, 2021, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.