ଶ୍ରୀନଗର: ଦିନକୁ ଦିନ ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । କେତବେଳେ ସୁରକ୍ଷା ବାହିନୀଙ୍କୁ ଗୁଳି କରୁଛନ୍ତି ତ ଆଉ କେତବେଳେ ସେନାକୁ ଟାର୍ଟେଟ କରି ଖଞ୍ଜୁଛନ୍ତି ଲ୍ୟାଣ୍ତମାନଇ । ତେବେ, ରବିବାର ମଧ୍ୟ ସେଭଳି ଏକ ଖବର ସାମ୍ନାକୁ ଆସିଛି । ସେନା ଓ ପୋଲିସ ପକ୍ଷରୁ ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ମିଳିତ ଅପରେସନ କରାଯାଇଥିଲା ।
ଫାଗଲ ଅଞ୍ଚଳରୁ 19ଟି ଗ୍ରେନେଡ ଜବତ କରାଯାଇଛି । ତେବେ, ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଏହି ଗ୍ରେନେଟ ମାଟି ତଳେ ଖଞ୍ଜା ଯାଇଥିବା ଅନୁମାନ କରାଯାଉଛି ।
@ANI