ETV Bharat / bharat

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟାରେ ବିସ୍ଫୋରକ ରୂପ, ଦିନକରେ 6148 ମୃତ - ଦେଶ କୋରୋନା

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 94 ହଜାର 52 କୋରୋନା ଆକ୍ରାନ୍ତ ଚିହ୍ନଟ । 6148 ମୃତ । ଅଧିକ ପଢନ୍ତୁ...

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟାରେ ବିସ୍ଫୋରକ ରୂପ, ଦିନକରେ 6148 ମୃତ

author img

By

Published : Jun 10, 2021, 10:18 AM IST

ନୂଆଦିଲ୍ଲୀ: ଦେଶରେ ତଳ ମୁହାଁ ହେଉଛି କୋରୋନା ଗ୍ରାଫ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 94 ହଜାର 52 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 91 ଲକ୍ଷ 83 ହଜାର 121କୁ ବୃଦ୍ଧି ପାଇଛି ।

  • " class="align-text-top noRightClick twitterSection" data="">

ତେବେ ସଂକ୍ରମଣ କମିଥିବାବେଳେ ମୃତ୍ୟୁ ସଂଖ୍ୟା 2ହଜାର ଅତିକ୍ରମ କରି ଆଜି 6 ହଜାର ପାର କରିଛି । ଆଜି ଦେଶରେ 6ହଜାର 148 କୋରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି ମହାମାରୀ । ଯାହା କିଛି ଦିନର ଦୈନିକ ମୃତ୍ୟୁ ସଂଖ୍ୟାରୁ ସର୍ବାଧିକ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3 ଲକ୍ଷ 59 ହଜାର 676ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଦେଶରେ 24 ଘଣ୍ଟା ମଧ୍ୟରେ 1 ଲକ୍ଷ 51 ହଜାର 367 ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 76 ଲକ୍ଷ 55 ହଜାର 493ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.