ETV Bharat / bharat

‘ ଅଯୋଧ୍ୟା ରାମ ମନ୍ଦିର ବିଜେପି ପାଇଁ କେବଳ ଏକ ରାଜନୈତିକ ପ୍ରସଙ୍ଗ’ - ram temple issue

ଅଯୋଧ୍ୟା ରାମ ମନ୍ଦିରର ବିଜେପି ପାଇଁ କେବଳ ଏକ ରାଜନୈତିକ ପ୍ରସଙ୍ଗ ଏପରି କହି ଭାଜପାକୁ ଟାର୍ଗେଟ କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା ସିଦ୍ଧରମୈୟା । ଅଧିକ ପଢନ୍ତୁ...

‘ ଅଯୋଦ୍ଧା ରାମ ମନ୍ଦିର ବିଜେପି ପାଇଁ କେବଳ ଏକ ରାଜନୈତିକ ପ୍ରସଙ୍ଗ’

author img

By

Published : Feb 20, 2021, 6:02 PM IST

ବେଙ୍ଗାଲୁରୁ: ମୁଁ ମୋ ସହରରେ ଏକ ରାମ ମନ୍ଦିର ନିର୍ମାଣ କରୁଛି | ଗାଁର ଲୋକମାନେ ଏଥିପାଇଁ ଦାନ ଦେଉଛନ୍ତି । କିନ୍ତୁ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ସ୍ବତନ୍ତ୍ରତା କଣ ବୋଲି ପ୍ରଶ୍ନ କରିଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଦ୍ଧରମୈୟା କହିଛନ୍ତି ଯେ ଲୋକମାନେ ବିଜେପିକୁ ନୁହେଁ, ବରଂ ରାମ ମନ୍ଦିର ନିର୍ମାଣ ସକାଶେ ଦାନ କରୁଛନ୍ତି । ତେଣୁ ସଂଗୃହୀତ ଅର୍ଥର ହିସାବ ରହିବା ମଧ୍ୟ ନିହାତି ଜରୁରୀ । ଜନସାଧାରଣଙ୍କ ଦ୍ୱାରା ଦିଆଯାଇଥିବା ଦାନର ହିସାବ ପଚାରିବାର ମଧ୍ୟ ଆମର ଅଧିକାର ଅଛି । ଏହା ସର୍ବସାଧାରଣ ଟଙ୍କା କେଉଁ ଦଳୀୟ ଟଙ୍କା ନୁହେଁ ବୋଲି ସେ କହିଛନ୍ତି ।

ମୁଁ ମଧ୍ୟ ନିଜ ସହରରେ ଏକ ରାମ ମନ୍ଦିର ନିର୍ମାଣ କରୁଛି | ଏଥିରେ ମତେ ସ୍ଥାନୀୟ ଲୋକେ ସାହାଯ୍ୟ ମଧ୍ୟ କରୁଛନ୍ତି । ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ସ୍ବତନ୍ତ୍ରତା କଣ ରହିଛି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । କେବଳ ରାଜନୈତକ ଲାଭ ପାଇଁ ବିଜେପି ରାମ ମନ୍ଦିର ପ୍ରସଙ୍ଗକୁ ବ୍ୟବହାର କରୁଛି ବୋଲି ମଧ୍ୟ ସେ ସିଧାସଳଖ ଟାର୍ଗେଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.