ETV Bharat / bharat

ବାନ୍ଦିପୁରାରୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଗିରଫ କଲା ସ୍ପେଶାଲ ଫୋର୍ସ - ବାନ୍ଦିପୁରାରୁ ଆତଙ୍କବାଦୀ ଗିରଫ

ଜମ୍ମୁ ଓ କାଶ୍ମୀରର ବାନ୍ଦିପୁରା ପାପଚାନ ଚେକ୍‌ ପଏଣ୍ଟରୁ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ଅଧିକ ପଢ଼ନ୍ତୁ

ବାନ୍ଦିପୁରାରୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଗିରଫ କଲା ସ୍ପେଶାଳ ଫୋର୍ସ

author img

By

Published : Jun 29, 2022, 5:12 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବାନ୍ଦିପୁରା ପାପଚାନ ଚେକ୍‌ ପଏଣ୍ଟରୁ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ପୋଲିସ ଓ ସ୍ପେଶାଲ ଫୋର୍ସର ମିଳିତ ଉଦ୍ୟମରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମେହବୁବ୍‌-ଉନ୍‌-ଇନ୍‌ଲାମକୁ ଗିରଫ କରାଯାଇଛି । ବାନ୍ଦିପୁରା ଅଞ୍ଚଳରେ ଅନେକ ଆତଙ୍କୀ ହିଂସା କାର୍ଯ୍ୟକଳାପର ମାଷ୍ଟର ମାଇଣ୍ଡ ଥିଲା ମେହବୁବ୍‌-ଉନ୍‌-ଇନ୍‌ଲାମ ।

  • इस घटना में मुकदमा UAPA के तहत दर्ज किया गया है इसलिए अब आगे की जांच NIA द्वारा की जाएगी जिसमें राजस्थान ATS पूर्ण सहयोग करेगी। पुलिस एवं प्रशासन पूरे राज्य में कानून व्यवस्था सुनिश्चित करें एवं उपद्रव करने के प्रयासों पर सख्ती से कार्रवाई करें।

    — Ashok Gehlot (@ashokgehlot51) June 29, 2022 " class="align-text-top noRightClick twitterSection" data=" ">

ଆଜି ବେଶ ବଦଳାଇ ମେହବୁବ୍‌-ଉନ୍‌-ଇନ୍‌ଲାମ ପାପଚାନ ଚେକ୍‌ ପଏଣ୍ଟରୁ ଖସି ଯିବାକୁ ଯୋଜନା କରିଥିଲା । ତେବେ ପୋଲିସ ଏହି ଯୋଜନାକୁ ପଣ୍ଡ କରିଛି । ଆତାଙ୍କବାଦୀ ନିକଟରୁ ୩ଟି AK-47 ରାଇଫଲ୍‌, ୧୦ଟି ମାଗାଜିନ୍‌, ୩୮୦ ରାଉଣ୍ଡ ଗୁଳି, ୨ କେଜି IED ବସ୍ଫୋରକ ପଦାର୍ଥ ଓ ଏକ ଚୀନ ଗ୍ରେନେଡ ଜବତ କରାଯାଇଛି । ଏହାକୁ ନେଇ ଜମ୍ମୁ ଓ କାଶ୍ମୀର ପୋଲିସ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.