ETV Bharat / bharat

Horoscope: ମାର୍ଚ୍ଚ 7 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ମାର୍ଚ୍ଚ 7 ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢ଼ନ୍ତୁ, ଆଜିର ରାଶିଫଳ

Horoscope
Horoscope
author img

By

Published : Mar 7, 2023, 12:31 AM IST

ମେଷ: ଆଜି ଆପଣଙ୍କୁ ଯିଏ ଭଲ ଲାଗନ୍ତି ତାଙ୍କ ଉପରେ ଆପଣଙ୍କ ଧ୍ୟାନ ରହିବ । ଆପଣଙ୍କ ଶକ୍ତି ସ୍ତର ଉଚ୍ଚ ରହିବ କିନ୍ତୁ କାମ ପ୍ରତି ପ୍ରତିବଦ୍ଧତା କମ ରହିବ । ସେଥିପାଇଁ ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ ଚିଡିବେ । କିନ୍ତୁ ତଥାପି ଦିନଟି ଆପଣଙ୍କ ଫୁଲ ଓ ପ୍ରେମ ପତ୍ରରେ ପରିପୂର୍ଣ୍ଣ ରହିବ ।

ବୃଷ: ଆଜି ବିଭିନ୍ନ ବୁଦ୍ଧି ମନକୁ ଆସିବ କାରଣ ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ । ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟାଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ । ଆପଣଙ୍କ ଚୁପ ରହିବା ଗୁଣ ଆପଣଙ୍କ ହସରେ ଆଜି ବାହାରିବ ଯେତେବେଳେ ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନଙ୍କ ସହ କାମ କରିବେ ।

ମିଥୁନ: ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ । ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ ।

କର୍କଟ: ଆଜି ଆପଣ ଅନୁଭବ କରିବେ ଯେ ଏହି ଭୌତିକବାଦୀ ଦୁନିଆରେ ଯାହା ଦେଖାଯାଏ ତାହାର ହି ମୂଲ୍ୟ ଥାଏ ଆଉ ଯାହା ଦେଖାଯାଏ ନାହିଁ ତାହା ହିସାବକୁ ନିଆଯାଏ ନାହିଁ । ଆପଣ ନିଜକୁ ଦେଖେଇବା ପାଇଁ କଠିନ ପରିଶ୍ରମ କରିବେ ଓ ଆକର୍ଷଣର କେନ୍ଦ୍ର ହେବା ପାଇଁ ଚେଷ୍ଟା କରିବେ ।

ସିଂହ: ଯଦିଓ ଭଗବାନ ଦୟାଳୁ, ସେଇ ସର୍ବଶକ୍ତିମାନଙ୍କ ବିଶାଳତାକୁ ଆମକୁ ଆମ କାର୍ଯ୍ୟ ମାଧ୍ୟମରେ ପ୍ରମାଣିତ କରିବା ନିହାତି ଆବଶ୍ୟକ । ସେଥିପାଇଁ ଆଜି ସକାଳୁ ଉଠି ଭଗବାନଙ୍କ ନାମ ନିଅନ୍ତୁ । ମାନସିକ ଶାନ୍ତି ପାଇଁ ଏକ ମନ୍ଦିର ଯାଆନ୍ତୁ । ନଚେତ ଅନ୍ୟ ପକ୍ଷରେ ଘରେ ହୋମ ଯଜ୍ଞର ଆୟୋଜନ କରନ୍ତୁ ।

କନ୍ୟା: ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ । ଆହୁରିମଧ୍ୟ ଆଗକୁ ଯଦି କୌଣସି ଆର୍ଥିକ ସମସ୍ୟା ଆସିପାରେ ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରିବାକୁ ଚାହିଁବେ । ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଜି ଆପଣଙ୍କ ନେତୃତ୍ଵ ନେବା ଗୁଣକୁ ଦେଖିବେ ।

ତୁଳା: ଆଜି ଆପଣ ସମସ୍ତ କାମକୁ ଠିକ ସମୟରେ ଶେଷ କରିବା ପାଇଁ ଆପଣଙ୍କ ମାନସିକ ଦକ୍ଷତାର ବ୍ୟବହାର କରିବେ । ଆପଣ କାମରେ କିମ୍ଵା ଅଫିସରେ ଅଧିକ ସମୟ ଓ ଧ୍ୟାନ ଦେଉଥିବାରୁ ଆପଣଙ୍କ ପରିବାରକୁ ଉପେକ୍ଷା କରିପାରନ୍ତି । ଆପଣଙ୍କ ଅଦ୍ଵିତୀୟ ବୁଦ୍ଧିମତା ଆଜି ଆପଣ କାର୍ଯ୍ୟସ୍ଥଳରେ ଦେଖେଇବାର ସୁଯୋଗ ପାଇବେ।

ବିଛା: ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ସଙ୍ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।

ଧନୁ: ଆଜି ଆପଣ କାମଦେବଙ୍କ ବାଣର ଶିକାର ହୋଇପାରନ୍ତି । ଭଲ ପାଇବାର ତୀର ଆପଣଙ୍କୁ ଜୋରରେ ମାଡ ହେବ । ଅନ୍ୟ ପକ୍ଷରେ, ଆପଣଙ୍କର ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ ସେଥିପାଇଁ ସେ ସବୁରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ସଂଧ୍ୟାରେ ଆପଣଙ୍କ ସମୟ ପ୍ରେମମୟ ହେବ ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ ଓ ଆପଣ ତାଙ୍କୁ ଯେଉଁ କଷ୍ଟ ଦେଇଛନ୍ତି ତାହା ଲାଘବ କରନ୍ତୁ ।

ମକର: ଆଜି ଆପଣଙ୍କ ଉପରେ ଯେ କୌଣସି ସମସ୍ୟା ଆସିଲେ ମଧ୍ୟ ଭଗବାନଙ୍କ ଦୟାରୁ ଆପଣ କୌଣସି ଅବସ୍ଥାରେ ଫସିବେ ନାହିଁ । ଅନ୍ୟମାନେ ସେମାନଙ୍କ ଅସମ୍ଭବ ଲକ୍ଷ୍ୟ ପଛରେ ଗୋଡାଉଥିବା ସମୟରେ, ଆପଣ ଯାହା ଲାଭ କରିଛନ୍ତି ସେଥିରେ ତୃପ୍ତ ରହିବେ । ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ ଆପଣ ଉଚ୍ଚାଭିଳାସୀ ନୁହନ୍ତି ।

କୁମ୍ଭ: ଆଜି ଆପଣ ଆଶା କରିବେ ଆପଣଙ୍କ ଭଳି ଦୁଇ ଜଣ ଥିଲେ ବହୁତ ଭଲ ହେଇଥାଆନ୍ତା। ଆପଣଙ୍କ ଉପରେ ବାକି ଥିବା କାମର ଏତେ ଚାପ ରହିବ ଯେ ଆପଣ ଚେଷ୍ଟା ଦୁଇ ଗୁଣ କରିଲେ ମଧ୍ୟ କାମ ଶେଷ ହେଉ ନ ଥିବ । ଆପଣ ଏଥିପାଇଁ ନିଜ ପ୍ରିୟତମାଙ୍କ ସହ ଫିଲ୍ମ ଯିବାକୁ ଥିବା ଯୋଜନା ବାତିଲ କରି ପାରନ୍ତି । ଯାହା ଦ୍ଵାରା ପରେ ତାଙ୍କ କ୍ରୋଧର ଶିକାର ହେବେ । କିନ୍ତୁ ଆପଣ ବର୍ତ୍ତମାନ ଆପଣଙ୍କ ବସ୍‍ଙ୍କ କଥା ଭାବି ଚିନ୍ତିତ ଅଛନ୍ତି ।

ମୀନ: ଆପଣ ବହୁତ ଦିନ ଧରି ଆପଣଙ୍କ ସ୍ଵାସ୍ଥ୍ୟକୁ ଉପେକ୍ଷା କରି ଚାଲିଛନ୍ତି ଯାହା ଏବେ ଆପଣଙ୍କ ଘରେ ଚିନ୍ତାର ବିଷୟରେ ହୋଇଛି। ସେଥିପାଇଁ ନିବାରଣ ଚିକିତ୍ସାରୁ ଭଲ ଉକ୍ତିକୁ ଆପଣ ଉପେକ୍ଷା କରୁଛନ୍ତି, କିନ୍ତୁ ସଚେତନ ହେବା ପାଇଁ ଆପଣଙ୍କ ପାଖରେ ଶେଷ ସୁଯୋଗ ରହିଛି । ଜିମ୍‍ ଯାଆନ୍ତୁ ଓ ପତଳା ହେବା ପାଇଁ ଚେଷ୍ଟା କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.