ETV Bharat / bharat

ନଭେମ୍ବର ୬ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର ୬ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ନଭେମ୍ବର ୬ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
author img

By

Published : Nov 6, 2022, 12:00 AM IST

ମେଷ: ଆଜି ଦିନଟିରେ ଆପଣ ପ୍ରଫୁଲ୍ଲ ରହିବେ । ଉତ୍ସାହ ଉଦ୍ଦୀପନା ସହ କାର୍ଯ୍ୟ କରିବା ପାଇଁ ଆଗେଇଯିବେ । ଆପଣଙ୍କୁ ପ୍ରତି କ୍ଷେତ୍ରରେ ସାହାଯ୍ୟ ମିଳିବ । ଗୃହ ପରିବେଶ ଶାନ୍ତ ରହିବ ଏବଂ ଆପଣଙ୍କର ବହୁମୂଲ୍ୟ ସମୟକୁ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ କଟାଇ ଉଲ୍ଳସିତ ହେବେ । ଏକ ସାମାଜିକ ଉତ୍ସବରେ ଏକତ୍ର ହୋଇପାରନ୍ତି । ଆପଣ ଆଜିର ଏହି ଦିନଟିକୁ ଉପଭୋଗ କରିପାରନ୍ତି । ନିଜର ମାଆଙ୍କ ଠାରୁ ଶୁଭଖବର ପାଇ ଖୁସି ହେବେ ।

ବୃଷ: ଆଜି ଦିନଟି ଆପଣ ପ୍ରଫୁଲ୍ଲ ରହିବେ । ଉତ୍ସାହ ଉଦ୍ଦୀପନା ସହ କାର୍ଯ୍ୟ କରିବା ପାଇଁ ଆଗେଇଯିବେ । କୃପାଦୃଷ୍ଟି ଆପଣଙ୍କୁ ପ୍ରତି କ୍ଷେତ୍ରରେ ସହାୟ ହେବେ । ଗୃହ ପରିବେଶ ଶାନ୍ତ ରହିବ ଏବଂ ଆପଣଙ୍କର ବହୁମୂଲ୍ୟ ସମୟକୁ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ କଟାଇ ଉଲ୍ଳସିତ ହେବେ । ଏକ ସାମାଜିକ ଉତ୍ସବରେ ଏକତ୍ର ହୋଇପାରନ୍ତି ଏବଂ ସାନ୍ଧ୍ୟ ମିଳନ ଘଟିପାରେ । ଆପଣ ଆଜିର ଏହି ହିତୈଷୀ ଦିନଟିକୁ ପୂର୍ଣ୍ଣପ୍ରାଣରେ ଉପଭୋଗ କରିପାରନ୍ତି । ନିଜର ମାଆଙ୍କ ଠାରୁ ଶୁଭଖବର ପାଇ ଖୁସି ହେବେ ।

ମିଥୁନ: ମଜଭୁତ ଶାରିରୀକ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କୁ ଆଜି ସନ୍ତୁଷ୍ଟ ଏବଂ ଆନନ୍ଦମୟ ରହିବ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବେଶ ଅନୁକୂଳ ରହିବ । ଆପଣ ହୁଏତ ପୁରସ୍କାର ପାଇପାରନ୍ତି କିମ୍ୱା ଅଫିସ୍‌ ପଦବୀରେ ଉନ୍ନତି ହୋଇପାରେ । ପୁର୍ବରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ଫଳପ୍ରଦ ହେବ ଏବଂ ଆପଣ ସେଥିରୁ ଲାଭବାନ ହେବେ ।

କର୍କଟ: ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୂଁ ଦିନଟି ଶୁଭଙ୍କର ଅଟେ । ବିଦେଶରୁ ସୁଖବର ପ୍ରାପ୍ତି ଯୋଗ ରହିଛି । କୌଣସି ତୀର୍ଥସ୍ଥାନ ଦର୍ଶନ କରିବାକୁ ଯାଇପାରନ୍ତି କିମ୍ୱା ଛୋଟକାଟିଆ ଯାତ୍ରାକରି ଆନନ୍ଦ ଉପଯୋଗ କରିପାରନ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ଜାରି ରହିବ । ନିଜର ବନ୍ଧୁ ଓ ପରିବାର ସହ ମଉଜ ମଜଲିସ କରିପାରନ୍ତି । ବୃତ୍ତିଧାରୀଙ୍କ ପାଇଁ ହଠାତ ଅର୍ଥପ୍ରାପ୍ତି ଯୋଗ ଅଛି । ବିଦେଶ ଯାତ୍ରା କିସ୍ୱା ତୀର୍ଥଯାତ୍ରା ପାଇଁ ଆପଣ ଯୋଜନା କରିପାରନ୍ତି ।

ସିଂହ: ଖର୍ଚ୍ଚ ବଢିଯାଇପାରେ । ବହୁ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ପୁର୍ବରୁ ଧାର୍ଯ୍ୟ କରାଯାଇଥିବା ଡାକ୍ତରୀ ଚିକିତ୍ସା ପ୍ରଣାଳୀ ଯୋଗୁଁ ଏହି ଖର୍ଚ୍ଚ ହୋଇପାରେ । କାର୍ଯ୍ୟରୁ ଅବକାଶ ନିଅନ୍ତୁ, ଯଦି ଆବଶ୍ୟକ ହୁଏ ଘରେ ହିଁ ଆପଣଙ୍କ ମିଲ ଖାଇବା ପାଇଁ ଯୋଜନା କରନ୍ତୁ । ମାନସିକ ସ୍ତରରେ ପ୍ରତିକୂଳ ଭାବନା ଆପଣଙ୍କୁ ଗ୍ରାସ କରିପାରେ ।

କନ୍ୟା: ଲୋକପ୍ରିୟତା, କ୍ଷମତାରେ ବୃଦ୍ଧି, ପ୍ରଶଂସା ଏବଂ ସାମାଜିକ ଯଶ ଆପଣଙ୍କ ଅପେକ୍ଷାରେ ଅଛି । ଆପଣ କରିଥିବା କଠିନ ପରିଶ୍ରମର ଫଳର ଲାଭ ପାଇବାକୁ ପ୍ରସ୍ତୁତ ରହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ୱା ଘରେ ହେଉ ସଂପର୍କ ବଜାୟ ରଖନ୍ତୁ ଏବଂ ସେଥିରେ ଉନ୍ନତି କରନ୍ତୁ । ଆପଣ ନିଜକୁ ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ । ଏକ ଗାଡି କିମ୍ୱା ମୂଳ୍ୟବାନ ଅଳଙ୍କାର କିଣି ଆପଣ ନିଜକୁ ପୁରସ୍କୃତ କରିପାରନ୍ତି ।

ତୁଳା: ମୋଟ ଉପରେ ଆଜି ପାଇଁ ଭଲ ଦିନ ରହିବ । ପରିବାର ଏବଂ ଘର ଦୃଷ୍ଟିକୋଣରୁ ଭଲ ରହିବ ଯେଉଁଠାରେ ଆପଣଙ୍କ ମନପ୍ରାଣ ରହିଛି । ଏହା ଦ୍ୱାରା ମଧ୍ୟ ଆପଣ ମାନସିକ ଶାନ୍ତି ଏବଂ ସ୍ଥିରତା ପ୍ରାପ୍ତ କରିବେ । କାର୍ଯ୍ୟ କ୍ଷେତ୍ରରେ କନିଷ୍ଠ ଅଧିକାରୀ, ସହକର୍ମୀ ଏବଂ ପରିଷ୍ଠ ଅଧିକାରୀ ଙ୍କ ସହିତ ସ୍ୱହାର୍ଦପୁର୍ଣ୍ଣ ପରିବେଶ ରହିବ । ଆପଣଙ୍କ ମାନସିକ ସ୍ତର ମଧ୍ୟ ଭଲ ରହିବ ।

ବିଛା: ଆଜି ଗୃହ ପରିବେଶ ଶାନ୍ତ ରହିବ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଅସୁସ୍ଥତା ଭୋଗୁଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇପାରନ୍ତି । ଆପଣ ନିଜର ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ ଏବଂ ନିଜର ପ୍ରତିଯୋଗୀଙ୍କୁ କାର୍ଯ୍ୟରେ ପରାସ୍ତ କରି ସଫଳତା ଲାଭ କରିବେ । ଜଣେ ପୁରୁଣା ବାନ୍ଧବୀଙ୍କ ସହ ସାକ୍ଷାତ କରି ଉତଫୁଲିତ ହେବେ । ମାମୁଁ ଘରୁ ଶୁଭଖବର ପାଇବାର ସମ୍ଭାବନା ଅଛି । ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସମ୍ପୂର୍ଣ୍ଣ କରିବେ । ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ଖର୍ଚ୍ଚର ପରିମାଣ ହ୍ରାସ ପାଇବ ।

ଧନୁ: ଆଜି ପାଇଁ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖନ୍ତୁ । ପେଟଜନିତ ସମସ୍ୟା ଭୋଗି ପାରନ୍ତି । ଆପଣ ନିଜର ସନ୍ତାନମାନଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ଦିନସାରା ଚିନ୍ତାଗ୍ରସ୍ତ ରହିବେ। ଆପଣଙ୍କର କାର୍ଯ୍ୟର ଅସଫଳତା ପାଇଁ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେବେ । ଆଜି ଆପଣ ନିଜର କ୍ରୋଧକୁ ସଞ୍ଜତ କରି କରନ୍ତୁ । କୌଣସି ଆଲୋଚନାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଆପଣ ନିଜେ ଆଜି କଳା ଓ ସାହିତ୍ୟ ପ୍ରତି ଅନୁରକ୍ତ ହେବେ । ନିଜର ପ୍ରିୟତମାଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ ।

ମକର: ଆଜି ଆପଣଙ୍କର ସାମର୍ଥ୍ୟର ଅଭାବ ଏବଂ ନିରୁତ୍ସାହିତ ଭାବ ଶାରୀରିକ ଏବଂ ମାନସିକ ଅସୁସ୍ଥତାର କାରଣ ହୋଇପାରେ । ପରିବାରର ସଦସ୍ୟମାନଙ୍କ ସହ ଝଗଡା ଏହାର ମୁଖ୍ୟ କାରଣ ହୋଇପାରେ । ଆପଣଙ୍କର ଛାତିରେ ଯନ୍ତ୍ରଣା ହୋଇପାରେ କିମ୍ୱା ଆପଣ ନିଦ୍ରାହିନତାର ଶିକାର ହୋଇପାରନ୍ତି । ସାମାଜିକ ଜୀବନରେ ଏପରି ଘଟଣା ଘଟିପାରେ ଯେଉଁଥିପାଇଁ ଆପଣଙ୍କର ପ୍ରତିଷ୍ଠା ଏବଂ ସମ୍ମାନହାନି ହୋଇପାରେ । ନିଜର ମାନସିକ ଅଶାନ୍ତି ପାଇଁ ଆପଣ ଆଜି ନିଜକୁ ଅବସନ୍ନ ଓ ଅସହାୟ ମନେକରି ପାରନ୍ତି । ଜଳ ଠାରୁ ଦୂରତ୍ୱ ରକ୍ଷା କରନ୍ତୁ ଏବଂ ଖଳ ପ୍ରବୃତ୍ତି ମହିଳାଙ୍କ ପ୍ରଭାବରୁ ଦୂରେଇ ରୁହନ୍ତୁ ।

କୁମ୍ଭ: ଆଜି ଖୁସିରେ ଆଜି ଦିନଟିକୁ କାଟିବେ । ମାନସିକ ଶାନ୍ତି ଲାଭ କରିବେ ଏବଂ ନିଜକୁ ହାଲୁକା ମନେକରିବେ । ଆପଣ ଆଜି ଚିନ୍ତାମୁକ୍ତ ଥିବାରୁ ଉଲ୍ଳସିତ ହେବେ । ବନ୍ଧୁ ଓ ଭାଇ ଭଉଣୀଙ୍କ ସାନିଧ୍ୟରେ ଆମୋଦ ପ୍ରମୋଦରେ ଦିନଟିକୁ କଟାଇବେ । ଆପଣ ନିଜ ନେତୃତ୍ୱରେ ଏକ ଛୋଟକାଟିଆ ପରିଭ୍ରମଣର ଆୟୋଜନ କରିବେ ଏବଂ ମୌଜ ମଜଲିସ କରିବେ । ନିଜ କାର୍ଯ୍ୟରେ ପ୍ରତିଦ୍ୱନ୍ଦୀମାନଙ୍କୁ ପରାଜିତ କରି ସଫଳତା ହାସଲ କରିବେ ।

ମୀନ: ଆପଣ ଆଜି ନିଜର ଅର୍ଥର ଟିକିନିଖି ହିସାବ କରିବାକୁ ପ୍ରାଧାନ୍ୟ ଦେବେ । ଆଜି ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣ ଠିକ୍‍ ସମୟରେ ଆପଣଙ୍କର କ୍ରୋଧ ଓ କଥାବାର୍ତ୍ତାରେ ସଞ୍ଜମତା ରକ୍ଷା ନ କଲେ ଭୁଲବୁଝାମଣା କିମ୍ୱା ଝଗଡାର ଶିକାର ହୋଇପାରନ୍ତି । ସ୍ୱାସ୍ଥ୍ୟ ସେତେ ଭଲ ରହିବ ନାହିଁ । ଟଙ୍କା ଦିଆନିଆ କାରବାରରେ ନିଜକୁ ସତର୍କ ରଖିବାକୁ ଚେଷ୍ଟା କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.