ETV Bharat / bharat

ନଭେମ୍ବର 30 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର 30 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ନଭେମ୍ବର 30 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
author img

By

Published : Nov 30, 2022, 12:01 AM IST

ମେଷ: ବନ୍ଧୁ ମାନଙ୍କ ସହିତ ମୌଜ ମଜଲିସ୍‍ରେ ଦିନଟି କଟିବ । ଆପଣ ନିଜର ବନ୍ଧୁମାନଙ୍କ ଠାରୁ ଆକସ୍ମିକ ଭାବେ ଉପହାର ପାଇ ଉଲ୍ଲସିତ ହେବେ ।ପ୍ରତିଦାନରେ ଆପଣ ମଧ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ନୁତନ ବନ୍ଧୁତା ସ୍ଥାପନ କରିପାରନ୍ତି ଯାହା ଆପଣଙ୍କୁ ଭବିଷ୍ୟତରେ ଉପକୃତ କରିପାରେ । ଆପଣ ନିଜ ସନ୍ତାନମାନଙ୍କ ଠାରୁ ବହୁ ସାହାଯ୍ୟ ପାଇବେ | କୌଣସି ଏକ ରମଣୀୟ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ସରକାରୀ କାର୍ଯ୍ୟ ଆପଣଙ୍କ ପାଇଁ ଫଳପ୍ରସୁ ହୋଇପାରେ ।

ବୃଷ: କର୍ମଚାରୀ ମାନଙ୍କ ପାଇଁ ଓ କାର୍ଯ୍ୟ ସମ୍ପର୍କିତ ସବୁ ବିଷୟ ପାଇଁ ଆଜି ଦିନଟି ଶୁଭଙ୍କର ଅଟେ । ନୂଆ ଦୁଃସାହାସିକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପୂର୍ଣ୍ଣ କରିପାରନ୍ତି । ସହକର୍ମୀମାନେ ତଥା ଉପରିସ୍ଥ ହାକିମଙ୍କ ସହଯୋଗ ମିଳିପାରେ । ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି । ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବାର ସୂଚନା ମିଳେ । ଆଜି ବାକି ପଡିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଗ୍ରାହସ୍ଥ୍ୟ ଜୀବନ ସୁଖମୟ ହେବ । ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ |

ମିଥୁନ: ଆଜି ଦିନଟି ଭଲ ଭାବରେ ଯିବାର ଆଶାକରା ଯାଇପାରେ ନାହିଁ । ଉଭୟ ଶାରୀରିକ ଏବଂ ମାନସିକ ଭାବରେ ଆପଣ ଟିକେ ତଳେ ରହିବେ । ଆପଣ ଆଗ୍ରହ କମ୍‌ ହୋଇଯାଇପାରେ ଏବଂ ଏହା କାମରେ ଯୋଗ ଦେବା ପାଇଁ ଆବଶ୍ୟକ ପଡିପାରେ । ଆପଣଙ୍କ ସହକର୍ମୀ ଏବଂ ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ସହ ନା ବନ୍ଧୁତା ସ୍ଥାପନ ନା ସହଯୋଗ କରିବେ । ବେକାରିଆ ଖର୍ଚ୍ଚକୁ ହଟାଇ ପାରିବେ ନାହିଁ ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ପ୍ରତିକୂଳ ପ୍ରଭାବ ଦେଖାଇବ । ଆପଣ ଶକ୍ତି ଏବଂ ଆଗ୍ରହ ହରାଇ ପାରନ୍ତି । ଏହା ଆପଣଙ୍କ ପାଇଁ ସାହାଯ୍ୟ କରିବ ଯଦି ଆପଣ ଏହାକୁ ନିରବ ନିଶ୍ଚଳ ରଖିବା ପାଇଁ ଚେଷ୍ଟା କରିବେ । ଆପଣଙ୍କର ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆଶାନୁତିତ ଖର୍ଚ୍ଚ କରିବା ପ୍ରସ୍ତୁତ ରୁହନ୍ତୁ । ପରିବାରବର୍ଗଙ୍କର ଚିକଣିଆ କଥାରୁ ବିରତ ରୁହନ୍ତୁ ।

ସିଂହ: ଆଜି ଆପଣ ଆପଣଙ୍କ ସ୍ତ୍ରୀ/ସ୍ୱାମୀଙ୍କ ସହ ଝଗଡା କରିପାରନ୍ତି । ଦାମ୍ପତ୍ୟ ଖୁସି ନ୍ୟୁନ ଗତିରେ ଚାଲିବ । ନିଶ୍ଚିତ କରନ୍ତୁ ଯେ, ଏହି ମନାନ୍ତର ଆପଣଙ୍କ ଦେହ ପ୍ରତି କିଛି କ୍ଷତି ଘଟାଉ ନାହିଁ । ଘଟଣା ବହୁତ ଜଟିଳ ଏବଂ ହ୍ୟାଣ୍ଡେଲ୍‌ କରିବା କଷ୍ଟକର ହୋଇପାରେ । ସାଧାରଣ ଘଟଣାବଳୀ ଆପଣ ପ୍ରତିକୂଳ ଭାବନା ସହ ମିଶିଯାଇପାରେ । ସର୍ବସାଧାରଣ ଘଟଣାରେ, ସେହି ଘଟଣାକୁ ବର୍ଜନ କରନ୍ତୁ ଯାହା ଆପଣଙ୍କ ନାମ ବଦନାମ କରିବ ।

କନ୍ୟା: ଆଜି ଦିନଟି ବ୍ୟବସାୟୀ ଏବଂ ପେଶାଦାରମାନଙ୍କ ପାଇଁ ଅତି ଉତ୍ତମ ଦିନ । ଆପଣ ଆପଣଙ୍କ ପ୍ରତିଯୋଗୀ, ପାର୍ଟନର୍‌ , ଏବଂ ସହକର୍ମୀ ମାନଙ୍କ ଅପେକ୍ଷା ଉର୍ଦ୍ଦ୍ୱରେ ରହିବେ । ସହକର୍ମୀମାନେ ଟିକିଏ ସାହାଯ୍ୟକାରୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ହୋଇପାରନ୍ତି । ଆପଣଙ୍କର ଘରେ ଅନେକ ଆନନ୍ଦ ଏବଂ ଖୁସି ଆପଣଙ୍କ ଅପେକ୍ଷାରେ ଅଛି । ଅଳ୍ପ ପରିମାଣର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

ତୁଳା: ଆପଣଙ୍କ ନମ୍ର ବ୍ୟବହାର ଦ୍ୱାରା ଆପଣ ବନ୍ଧୁ ଏବଂ ଅଜଣା ଲୋକମାନଙ୍କ ମନ ଜୟଯୁକ୍ତ କରିବା ସମ୍ଭବ ହୋଇପାରିବ । ଆଲୋଚନା ଏବଂ ତର୍କ ମାଧ୍ୟମରେ ଆପଣ ଭାବନା ଅନ୍ୟମାନକୁ ଖୁସି ଏବଂ ପ୍ରଭାବିତ କରିପାରେ । କାର୍ଯ୍ୟ କରିବା କ୍ଷେତ୍ରରେ, ଆପଣଙ୍କ ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ । କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତି ଅନ୍ୟମାନଙ୍କର ଅନାବଶ୍ୟକ ଧ୍ୟାନ ଆକର୍ଷଣ କରନ୍ତୁ ନାହିଁ ।

ବିଛା: ଘନିଷ୍ଟ ବନ୍ଧୁ ଏବଂ ସମ୍ପର୍କୀୟ ମାନଙ୍କୁ ଦାୟିତ୍ୱର ସହ ହ୍ୟାଣ୍ଡେଲ୍‌ କରନ୍ତୁ । ଆପଣଙ୍କର ଶାରୀରିକ ଏବଂ ମାନସିକ ଅସୁସ୍ଥତା ଆପଣଙ୍କର ଚିନ୍ତାର କାରଣ ହେବ । ଆପଣଙ୍କର ମାଆ ମଧ୍ୟ ଅସୁସ୍ଥ ହୋଇପାରନ୍ତି ।ଆଜି ଆପଣଙ୍କର ଆର୍ଥିକ ଅବସ୍ଥା , ଏବଂ ମର୍ଯ୍ୟଦା ଯୋଗୁଁ ଆପଣ ଅଶାନ୍ତି ହୋଇପାରନ୍ତି । ପାରିବାରିକ ଶାନ୍ତି ଅସୁସ୍ଥ ମନୋଭାବ ଯୋଗୁଁ ଦବିଯାଇପାରେ ଏବଂ ଆଗ୍ରହ ମଧ୍ୟ କମି ଯାଇପାରେ ।

ଧନୁ: ଆଜି ଦିନଟି ଭକ୍ତି , ପୂଜା ଓ ଶାନ୍ତି ର ଦିନ ଅଟେ । ଭାଇ ଭଉଣୀ ମାନଙ୍କ ସାନିଧ୍ୟ ମିଳିବ । ନୂତନ କାର୍ଯ୍ୟ ପାଇଁ ଅତି ଭଲ ଦିନ ରହିବ | ସାଙ୍ଗ ସାଥିଙ୍କ ସହ ମୌଜ କରିବେ | ଗ୍ରହ ଙ୍କ ପ୍ରଭାବରୁ ଆଜି ଜୟଯୁକ୍ତ ହେବେ | ସତୃ ପରାଜୟ ହେବେ । ସୁଦୂର ଯାତ୍ରା କରିବେ | କ୍ଷତି ଅର୍ଜନ କରିବେ ।

ମକର: ଆଜି ଦିନଟି ଅତି ଭଲ ଦିନ ନ ହୋଇପାରେ ।ପ୍ରାର୍ଥନା ଏବଂ ଧ୍ୟାନ ସାହାଯ୍ୟ କରିବ । ପରିବାର ସଦସ୍ୟମାନଙ୍କ ମଧ୍ୟରେ ଅବୁଝାମଣା ଏବଂ ଅସୁସ୍ଥତା ଆପଣଙ୍କୁ ଅଶାନ୍ତି ଏବଂ ଅସୁଖି କରି ରଖିବ ।ଅଦରକାରୀ ଖର୍ଚ୍ଚ ଆପଣଙ୍କ ସମସ୍ୟାକୁ ବଢାଇପାରେ । ବିଶେଷ କରି ଆପଣଙ୍କ ଶରୀର ପ୍ରତି ଯତ୍ନ ନିଅନ୍ତୁ । ଛାତ୍ରମାନେ ସେମାନଙ୍କ ପାଠ ପଢା ପ୍ରତି ଧ୍ୟାନମଗ୍ନ ହୋଇ ନପାରନ୍ତି ।

କୁମ୍ଭ: ଆର୍ଥକ ଭାବରେ, ଆଜି ଦିନଟି ଆପଣଙ୍କ ପାଇଁ ଗୋଟିଏ ଭଲ ଦିନ ହୋଇ ରହିବ । ପରିବାରରେ ହସଖୁସି ଭରି ରହିବ । ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହ ଖୁସି ମଉଜ ବଜାୟ ରହିବ । ଖୁସିବାସୀରେ ବାହାରକୁ ଯିବା ଆପଣ ହଟାଇପାରିବେ ନାହିଁ । ଆପଣଙ୍କ ଭାବନାରେ ପ୍ରତିକୂଳ ଭାବନା ଦେଖା ଦେଇପାରେ । ପ୍ରାର୍ଥନା ଏବଂ ଧ୍ୟାନ ଦ୍ୱାରା ତାହା ବାହାର କରିବାକୁ ଚେଷ୍ଟା କରନ୍ତୁ ।

ମୀନ: ଏହି ଦିନଟି ସମ୍ପତ୍ତି ସଂପର୍କିତ ଆଇନ୍‌କାନୁନ ପାଇଁ ଆଜି ଦିନଟି ଭଲ ନାହିଁ ।ଏଣୁ, ଆପଣ ବିଶ୍ୱାସର ସହିତ ଅନ୍ୟ ସମସ୍ତ ବିଷୟ ଉପରେ କାର୍ଯ୍ୟ କରିବାର ଆଶା କରାଯାଏ ।ଆପଣ ଆପଣଙ୍କ ଶରୀର ପ୍ରତି ସମ୍ବେଦନଶୀଳତା ଦେଖାଇପାରନ୍ତି । ନିଜ ଲୋକଙ୍କଠାରୁ ଆପଣ ଅଳ୍ପ କିଛି ଦିନ ଅଲଗା ରହିପାରନ୍ତି । ବିବାଦ ଏବଂ ଅବୁଝାମଣା ହେବାର ଆଶା କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.