ETV Bharat / bharat

Horoscope: ଡିସେମ୍ବର 30 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Dec 30, 2022, 4:50 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆପଣଙ୍କର ନିଷ୍ପତ୍ତି ନେବା ନିପୁଣତା ପ୍ରତି ଏକ। ତଥାପି ବି ଏକ ଆହ୍ୱାନ ରହିଛି ଯାହାକି ଏକ ମଜଭୁତ ନିଷ୍ପତ୍ତି ନେବାରେ ଏକ ପ୍ରତିବନ୍ଧକ ସୃଷ୍ଟି କରୁଛି । ଆପଣ ଅନିଶ୍ଚିତ ଅନୁଭବ କରୁଛନ୍ତି ଯାହା ଆପଣଙ୍କୁ ସବୁ ଦିଗରେ ଟାଣୁଛି । ଏହା ଆପଣଙ୍କ ପାଇଁ କିମ୍ୱା ଅନ୍ୟ କାହା ପାଇଁ ଭଲ ନୁହେଁ “ଅନ୍ୟମାନେ” ଆପଣଙ୍କ ଜୀବନରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନେଇପାରନ୍ତି। କିନ୍ତୁ ବର୍ତ୍ତମାନ ପାଇଁ ସମୟ ଅନୁକୂଳ ନୁହେଁ ।

ବୃଷ: ଆପଣଙ୍କୁ ଖୁସି କରିବା ପାଇଁ ନକ୍ଷତ୍ରଗଣ ପ୍ରସ୍ତୁତ । ଆଜି ନକ୍ଷତ୍ରଗଣ ଆପଣଙ୍କ ଉପରେ ଢାଳିଥିବା ଖୁସିର ଆନନ୍ଦ ନିଅନ୍ତୁ ଏବଂ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ । ପରିବାର ଏବଂ ପ୍ରିୟଜନଙ୍କ ସହିତ ଆପଣ ଆଜିର ସନ୍ଧ୍ୟା ହସ ଉଲ୍ଲାସରେ ବିତାଇ ପାରନ୍ତି ।ସମ୍ଭବତଃ, ଏହା ଏକ ଉତ୍ତମ ଚିନ୍ତାଧାରା ହେବ ଯଦି ଆପଣ ଅଗ୍ରୀମ ଭାବରେ ମୁଭି ଟିକେଟ୍‌ କ୍ରୟ କରିବେ ଏବଂ ଆପଣଙ୍କ ପ୍ରେମୀକାଙ୍କୁ ଚକିତ କରିବେ ।

ମିଥୁନ: ଆଜି ଆପଣଙ୍କର ଶରୀର ସୁସ୍ଥ ରହିବ । ମାନସିକ ଚିନ୍ତାରୁ ମୁକ୍ତ ହୋଇ ନିଜକୁ ହାଲକା ମନେ କରିବେ । ଏପରିକି ଆପଣ ନିଜେ ବୃତ୍ତିରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଂଶସିତ ହେବେ । ଆପଣଙ୍କର ସହକର୍ମୀମାନେ ମଧ୍ୟ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ସାମାଜିକ ଜୀବନରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଜୀବନ ଅତ୍ୟନ୍ତ ମଧୁରମୟ ହେବ । ପଦୋନ୍ନତି ହେବାର ଶୁଭ ସୁଚନା ଅଛି । ସରକାର କିମ୍ୱା ସରକାରୀ କର୍ମଚାରୀ ସହ ସମ୍ପର୍କ ରଖି କୃତକାର୍ଯ୍ୟ ହେବେ ।

କର୍କଟ: ଆଜି ସବୁ କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହେବ । ଆଜି ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ଏବଂ ସେମାନେ ଆପଣଙ୍କ କାର୍ଯ୍ୟଶୈଳୀରେ ସନ୍ତୋଷ ପ୍ରକାଶ କରିବେ । ଆପଣ ନିଜର ପଦୋନ୍ନତି ଲାଭ କରିବେ । ପରିବାରର ସଦସ୍ୟଙ୍କ ସହ ଖୁସିରେ ଦିନଟିକୁ କାଟିବେ ଏବଂ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଚେଷ୍ଟା କରିବେ । କାର୍ଯ୍ୟାଳୟର କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ମାଆଙ୍କ ସଙ୍ଗେ ସମ୍ପର୍କ ଦୃଢୀଭୂତ ହେବ । ସରକାରୀ କାର୍ଯ୍ୟରେ ଲିପ୍ତ ରହି ସୁବିଧା ସୁଯୋଗ ହାସଲ କରିପାରନ୍ତି ।

ସିଂହ: ଆଜି ନିଜର ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି । ଆଜି ବାହାରକୁ ଯାଇ ରାତ୍ରିଭୋଜନ କରନ୍ତୁ ନାହିଁ । ଅର୍ଥହାନୀ ଚିନ୍ତା ଆଜି ଦିନସାରା ଆପଣଙ୍କୁ ବିବ୍ରତ କରିବ । ସେପରି ଚିନ୍ତା ପରିହାର କରନ୍ତୁ । ଧ୍ୟାନ ଓ ଠାକୁରଙ୍କର ପ୍ରାର୍ଥନାରେ ନିଜକୁ ନିୟୋଜିତ କଲେ ମାନସିକ ଶାନ୍ତି ପାଇବେ ।

କନ୍ୟା: ଆଜି ଆପଣଙ୍କ ପାଇଁ ଶୁଭଦିନ ଅଟେ। ଆପଣ ନିଜର ନାମ ଓ ସମ୍ମାନକୁ ବଜାୟ ରଖିବେ । ଆଜି ବ୍ୟବସାୟୀ ଓ ଅଂଶୀଦାରଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇପାରେ । ନିଜପାଇଁ ନୂତନ ବସ୍ତ୍ର କିଣିବାରେ ତୃପ୍ତି ଲାଭ କରିବେ । ବନ୍ଧୁଙ୍କ ଗହଣରେ ଦୂରସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି ।

ତୁଳା: ଶରୀର ସୁସ୍ଥ ରହିବ । ବୃତ୍ତିରେ ଲାଭବାନ ହେବେ । ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ପରିବାରର ସଦସ୍ୟଙ୍କ ଅଧିନରେ ଦିନଟିକୁ ହସଖୁସିରେ କାଟିବେ ।ଅତ୍ୟଧିକ ଖର୍ଚ୍ଚପ୍ରତି ଜାଗୃତ ରୁହନ୍ତୁ । ଆପଣ ସବୁକାର୍ଯ୍ୟରେ ସଫଳତା ଲାଭକରି ନିଜର ନାମ ଓ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବେ।

ବିଛା: ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ଆପଣ କୌଣସି ପ୍ରକାର ଯୁକ୍ତିତର୍କ ଏବଂ ମୁହାଁମୁହିଁ ହେବାରୁ ନିଜକୁ ଦୂରରେ ରଖନ୍ତୁ। କାରଣ ଏହା କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ୱା ପରିବାର ସଂପର୍କରେ ହେଉ । ବିଦେଶକୁ ଅଧ୍ୟୟନ ପାଇଁ ଯିବାକୁ ଥିବା ପିଲା ପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି । ଏହା ଆପଣଙ୍କ ପାଇଁ ମଧ୍ୟ ଭଲ ଦିନ ଯେହେତୁ ଆପଣ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ଚିନ୍ତା କରୁଛନ୍ତି ।

ଧନୁ: ଆଜି ଦିନ ଆପଣଙ୍କ ପାଇଁ ଶୁଭ ଦିନ ନୁହେଁ । ଆଜି ହେଉଛି ଏଭଳି ଏକ ଦିନ, ସବୁ ଜିନିଷ ଉପଯୁକ୍ତ ସ୍ଥାନରେ ଥିଲେ ମଧ୍ୟ କିମ୍ୱା ଉପଯୂକ୍ତ ଦିଗରେ ଯାଉଥିଲେ ମଧ୍ୟ ଆପଣ କିଛି ନା କିଛିର ଅଭାବ ଅନୁଭବ କରିବେ । ନିୟନ୍ତ୍ରଣ ବାହାରେ ଅନୁଭବ କରିବା ହେଉଛି ନିରାଶମୂଳକ ମନ୍ତବ୍ୟ । ଆପଣଙ୍କ ହାତରେ ଯାହା ଅଛି, ସେଥିରେ ହିଁ ପରିଚାଳନା କରନ୍ତୁ । ସମ୍ପତ୍ତି କିମ୍ୱା ପୈତୃକ ସମ୍ପତ୍ତି ସମ୍ପର୍କିତ ଆଇନଗତ କାଗଜ ପତ୍ର ପ୍ରତି ଯତ୍ନଶୀଳ ହୁଅନ୍ତୁ ।

ମକର: ଆଜି ଦିନକୁ ଭଲ ଭାବରେ ଉପଭୋଗ କରିବା ପାଇଁ ଆପଣ ଏକ ପର୍ଯ୍ୟଟନ ସ୍ଥାନଙ୍କୁ ଭ୍ରମଣ କରିଯାଇ ପାରନ୍ତି। କିମ୍ୱା ଆପଣଙ୍କ ପ୍ରେମିକାଙ୍କ ସହିତ ଘରେ ଶାନ୍ତ ହିସାବରେ ବସି ଏହାର ଆନନ୍ଦ ନେଇ ପାରନ୍ତି । ସମ୍ପତ୍ତି ବିଷୟରେ କୌଣସି କାରବାର ଆପଣଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ। ଆପଣ ଏକ ଯେ କୌଣସି ସମୟରେ ଏକ ଅଫିସ୍‌ ସ୍ପେସ୍‌ କ୍ରୟ କରିବାକୁ ଯୋଜନା କରିପାରନ୍ତି ।

କୁମ୍ଭ: ଏହା ଭଲ ଯଦି ଆପଣଙ୍କର କିଛି ପସନ୍ଦ ଅଛି । ଯେତେବେଳେ ଆମ ପାଖରେ ଜୀବନରେ ଅଳ୍ପ ହସ୍ତକ୍ଷେପ କରୁଥିବା ଟେକ୍‌ନୋଲୋଜି କିମ୍ୱା ଅସୀମ ବିକଳ୍ପ ଥିଲା, ସେତେବେଳେ ଜୀବନ ଅଧିକ ସରଳ, ଅତି ଉତ୍ତମ ନଥିଲା କି ? ଯେତେବେ‌ଳେ ଦୋକାନୀ ସହାୟକ ଆଉ ଏକ “ପ୍ରକାର” ପୋଷାକ ଦେଖାଇବ, ଆପଣ ଯଦି ଆଜି ନିଜକୁ ନିୟନ୍ତ୍ରଣ କରିପାରିବେ ଭଲ ହେବ । ଆପଣଙ୍କୁ ଆଜି ଦ୍ୱନ୍ଦ ଗ୍ରାସ କରିବ, ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମୀନ: ଆଜି ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଆପଣଙ୍କର ଉତ୍କଣ୍ଠିତ ଚିତ୍ତ ନୂଆ କାମ କରିବାକୁ ପ୍ରେରଣା ଯୋଗାଇବ । ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ସଙ୍ଗେ ପରିଭ୍ରମଣରେ ଯାଇପାରନ୍ତି । ଅର୍ଥାଗମର ଶୁଭ ସୂଚନା ମିଳୁଛି ।ଆପଣ ତୀର୍ଥଯାତ୍ରା କରିପାରନ୍ତି କିମ୍ୱା ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.