ETV Bharat / bharat

ଜୁନ 29 ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଜୁନ 29 ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁନ 29 ରାଶିଫଳ
ଜୁନ 29 ରାଶିଫଳ
author img

By

Published : Jun 29, 2022, 12:15 AM IST

ମେଷ: ଆଜି ଆପଣ ସାଧନସମ୍ପନ୍ନ ବୋଲି ପ୍ରମାଣ କରିବେ ଓ ସଫଳତା ମଧ୍ୟ ପାଇବେ । ଆପଣ ମହତ୍ତ୍ଵାକାଂକ୍ଷୀ ତାହା ଠିକ କଥା କିନ୍ତୁ ଯେତେ ସମ୍ଭାଳି ପାରିବେ କେବଳ ସେତେ ହାତକୁ ନିଅନ୍ତୁ । ଆପଣଙ୍କ କ୍ଷମତା ଉପରେ ଆତ୍ମବିଶ୍ଵାସୀ ହୁଅନ୍ତୁ, କଠିନ ପରିଶ୍ରମ କରନ୍ତୁ ଓ ମିତବ୍ୟୟିତା ଉପରେ ବିଶ୍ଵାସ ରଖନ୍ତୁ ।

ବୃଷ: ଆଜି ଆପଣଙ୍କ କାନ୍ଧରେ ଆର୍ଥିକ ଦାୟିତ୍ଵଗୁଡିକର ଚାପ ଥିବାର ଅନୁଭବ କରିବେ । ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । ଦିନର ଶେଷ ଭାଗରେ ଆପଣଙ୍କ ନିକଟକୁ ଆଶା କରାଯାଇନଥିବା ସ୍ଥାନରୁ ଟଙ୍କା ଆସିବ । ଯଦି ଆପଣ ନିଷ୍ପକ୍ଷ ନିର୍ଣ୍ଣୟ ନେବେ, ତେବେ ତାହା ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ବହୁତ ଭଳ ଫଳ ଦେବ ।

ମିଥୁନ: ଆଜି ଯେତେ ସମ୍ଭବ ଅଧିକ ସମୟ ଆପଣଙ୍କ ଜୀବନସାଥୀଙ୍କ ସହ ବିତାଇବେ । ଆପଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ପୀଡା ଅନୁଭବ କରିବେ । ଅନିବାର୍ଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ । ନିଜ କାର୍ଯ୍ୟରେ ନିଜର ସହକର୍ମୀଙ୍କ ଠାରୁ ସାହାଯ୍ୟ ଓ କଠିନ ପରିଶ୍ରମ ପାଇଁ ନିଜକୁ ଯୋଗ୍ୟ ବୋଲି ପ୍ରତିପାଦନ କରିବେ । ଦିନତମାମ ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଥିବାରୁ ଯେ କୌଣସି କାର୍ଯ୍ୟକୁ ବିନା ପ୍ରତିବନ୍ଧକରେ ସମ୍ପୂର୍ଣ୍ଣ କରିପାରନ୍ତି ।

କର୍କଟ: ଦୁର୍ଭାଗ୍ୟ ଜନକ ପରିସ୍ଥିତିରୁ ଧାର୍ମିକ କାର୍ଯ୍ୟ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସ ଆପଣଙ୍କୁ ରକ୍ଷା କରିବ । ଆଜି ମନ ଅସ୍ଥିର ରହିବ ଏବଂ ବିରକ୍ତିଭାବ ଆସିବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାର ସହ ବାହାରକୁ ଯାଇପାରନ୍ତି ।

ସିଂହ: ସମସ୍ତେ ଭିନ୍ନ ହେବାକୁ ଚାହାନ୍ତି କିନ୍ତୁ ସେମାନେ ଏହା କଦାପି ହୃଦୟଙ୍ଗମ କରିପାରନ୍ତି ନାହିଁ ଯେ ସେମାନେ ପୂର୍ବରୁ ଅଦ୍ଵିତୀୟ ଅଟନ୍ତି । ଆଜି ଆପଣ ଏହିପରି ଅନେକ ଲୋକଙ୍କ ସହ କାର୍ଯ୍ୟସ୍ଥଳରେ ସମ୍ମୁଖୀନ ହେବେ । ସେମାନଙ୍କ ମଧ୍ୟରୁ କିଛି ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ମଧ୍ୟ ନେବେ । ସେଥିପାଇଁ ସବୁବେଳେ ମନେ ରଖନ୍ତୁ ଯେ ଗୋଟିଏ ଦଳରେ କାମ କରିବା ଅର୍ଥ ଅନେକ ଅହଙ୍କାର ଓ ମତାମତ ମଧ୍ୟରେ ସନ୍ତୁଳନତା ରଖିବା ।

କନ୍ୟା: ଆଜି ଏକ ଲାଭଜନକ ଦିବସ ଅଟେ । ବହୁଦିନରୁ ଯୋଜନା କରିଥିବା ଅନୁସାରେ ନିଜ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରେ ଏବଂ ଭବିଷ୍ୟତକୁ ଔଜଲ୍ୟମୟ କରିପାରେ । ଆପଣଙ୍କର ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି ଏବଂ କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । ଅର୍ଥ ଲାଭ ଯୋଗ ଅଛି ।

ତୁଳା: ସମୁଦାୟ ଆଜି ଏକ ଭଲ ଦିନର ଆଶା କରାଯାଉଛି । କାର୍ଯ୍ୟରେ ସହକର୍ମୀମାନଙ୍କଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ । ବିଶ୍ରାମ କିମ୍ୱା ଧାର୍ମିକ ସ୍ଥାନର ଭ୍ରମଣ ସୁଯୋଗ ରହିଛି । ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ । ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଭୁଲନ୍ତୁ ନାହିଁ । କିଛି ଶୁଭ ଖବର ଆଜି ଆପଣଙ୍କୁ ଖୁସି ଦେଇପାରେ ।

ବିଛା: ଆଜି ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢି ଚାଲିବ । କିନ୍ତୁ ଆପଣ ଭଲ ଢଙ୍ଗରେ ସେଗୁଡିକୁ ସମ୍ଭାଳିବେ, ଯାହା କେବଳ ଆପଣଙ୍କ ଧୈର୍ଯ୍ୟ ପାଇଁ ସମ୍ଭବ ହେବ । ଅବଶ୍ୟ ଧ୍ୟାନ ଦିଅନ୍ତୁ ଓ କିପରି ଚାପ ମୁକ୍ତ ହେବେ । ଯେତେ ଶୀଘ୍ର ସମ୍ଭବ ଏହାକୁ କାର୍ଯ୍ୟରେ ଲଗାନ୍ତୁ ।

ଧନୁ: ଆପଣ ଭାବନାର ଭଉଁରୀରେ ଫସି ଯାଇଛନ୍ତି । ଆପଣ ଆଜି ଅନେକ ସୁଖଦୁଃଖ ଅବସ୍ଥା ଦେଇ ଗତି କରିପାରନ୍ତି । ଅବଶ୍ୟ କିଛି ବି କାମ ପ୍ରତି ଆପଣଙ୍କର ଥିବା ସଂକଳ୍ପ ଓ ନିଷ୍ଠାକୁ ପ୍ରଭାବିତ କରିପାରିବ ନାହିଁ ।

ମକର: ଆପଣ କିଛି ଖାଲି ସମୟ ଖୋଜୁଛନ୍ତି, କିନ୍ତୁ ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ ଏକ ମିନିଟ ମଧ୍ୟ ଖାଲି ପାଉନାହାନ୍ତି, ଏପରିକି ଆପଣଙ୍କ ଅତ୍ୟଧିକ କାମ କରୁଥିବା ଆତ୍ମାକୁ ଶାନ୍ତି ଦେଇ ପାରୁନାହାନ୍ତି, ଏପରି ସମୟରେ ମନକୁ ଆସୁଥିବା କଥା ଠିକ ଭାବେ କିଛି ଚିନ୍ତା ମଧ୍ୟ କରିପାରିବେ ନାହିଁ । କିନ୍ତୁ ଆପଣ ଘଟଣାଗୁଡିକୁ ପ୍ରାଥମିକତା ଦେଇ କାର୍ଯ୍ୟରୁ ହାଲୁକା ହୋଇପାରେ ।

କୁମ୍ଭ: ଆପଣ ଆଜି କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଅବଶ୍ୟ ଯଦି ଆପଣ ଅନ୍ୟମାନଙ୍କୁ ମିଶାଇବାକୁ ଚାହୁଁଛନ୍ତି ତେବେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କୁ ସେମାନେ କିଛି ଭୁଲ କାର୍ଯ୍ୟରେ ନ ପକାନ୍ତୁ । ଆପଣ ଏକ ଦୂର୍ବଳତାକୁ କିପରି ଶକ୍ତିର କାରଣ କରିପାରିବେ ତାହା ଜାଣନ୍ତି । ଦିନଟି ଭଲ ଅଛି ।

ମୀନ: ଦିନଟି ମୋଟାମୋଟି ଭାବେ ଭଲରେ ଯିବ । ଉଚ୍ଚ ଧାରଣାକୁ ମନରେ ରଖି ଆପଣ ନିଜର ଉପସ୍ଥାପନା କୌଶଳ ସହିତ ଅନେକ ପ୍ରଶଂସା ପାଇପାରନ୍ତି । କାହା କଥାରେ ଭାସି ଯାଆନ୍ତୁ ନାହିଁ । ଭାବି ଚିନ୍ତି କାର୍ଯ୍ୟ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.