ETV Bharat / bharat

୨୮ ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ରାଶି

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

୨୮ ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 28, 2021, 6:07 AM IST

ମେଷ: ଆଜି ଦିନଟିରେ ଆପଣ ପ୍ରଫୁଲ୍ଲିତ ରହିବେ । ଉତ୍ସାହ ଉଦ୍ଦୀପନା ସହ କାର୍ଯ୍ୟ କରିବା ପାଇଁ ଆଗେଇ ଯିବେ । ଆପଣଙ୍କୁ ପ୍ରତି କ୍ଷେତ୍ରରେ ସାହାଯ୍ୟ ମିଳିବ । ଗୃହ ପରିବେଶ ଶାନ୍ତ ରହିବ ଏବଂ ଆପଣଙ୍କର ବହୁମୂଲ୍ୟ ସମୟକୁ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ କଟାଇ ଉଲ୍ଳସିତ ହେବେ । ସାମାଜିକ ଉତ୍ସବରେ ଯୋଗ ହୋଇପାରନ୍ତି । ବନ୍ଧୁ ମିଳନ ହୋଇପାରେ । ଆପଣ ଆଜିର ଏହି ଦିନଟିକୁ ପୂର୍ଣ୍ଣପ୍ରାଣରେ ଉପଭୋଗ କରିବେ । ନିଜ ମାଆଙ୍କ ଠାରୁ ଶୁଭଖବର ପାଇ ଖୁସି ହେବେ ।

ବୃଷ: ଆଜି ଦିନଟି ଆପଣ ପାଇଁ ଶୁଭ । ଉତ୍ସାହର ସହ କାର୍ଯ୍ୟ କରିବେ । ଭଗବାନଙ୍କ କୃପାଦୃଷ୍ଟି ଆପଣଙ୍କୁ ପ୍ରତି କ୍ଷେତ୍ରରେ ସହାୟ ହେବ । ଗୃହ ପରିବେଶ ଶାନ୍ତ ରହିବ ଏବଂ ଆପଣଙ୍କର ବହୁମୂଲ୍ୟ ସମୟକୁ ପରିବାର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ କଟାଇ ଉଲ୍ଳସିତ ହେବେ । କିଛି ଶୁଭଖବର ପାଇ ଖୁସି ହେବେ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଅଧିକ ଲାଭପ୍ରଦ ହେବ । ଅବିବାହିତଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ମିଳିବାର ସମ୍ଭାବନା ଅଛି । ଆର୍ଥିକ ଲାଭ ପାଇଁ ଏକ ଉତ୍ତମ ଦିନ । ସାଙ୍ଗସାଥିଙ୍କ ସହ ଭେଟ ହୋଇପାରେ । ବର୍ତ୍ତମାନ ସମସ୍ତ ଭଲ ଜିନିଷ ଏକା ସହିତ ଆସିବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପିଲାଙ୍କ ଠାରୁ ଭଲ ଖବର ପାଇବାର ଆଶା ଅଛି ।

କର୍କଟ: ଆଜି ସଫଳତାର ସହ ସମସ୍ତ କାର୍ଯ୍ୟ ସମାପନ ହେବ । ଆପଣଙ୍କ ସିନିଅର୍‌ଙ୍କ ସହ କୌଣସି ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଭାଗ ନେବାସହ ସେମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ଖୁସି ହୋଇପାରନ୍ତି । ଆପଣଙ୍କର ପଦୋନ୍ନତି ହୋଇପାରେ। ଆପଣଙ୍କ ପରିବାର ବର୍ଗଙ୍କୁ ଯୋଗାଯୋଗ କରି ଖୁସି ହେବେ । କିଛି ନୂଆ ଜିନିଷ କରିବେ ଯାହାକି ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ ।

ସିଂହ: ଯଦି ଆପଣ କୌଣସି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥାନ୍ତି ତେବେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହା ବ୍ୟକ୍ତିଗତ ହେଉ ବା କାର୍ଯ୍ୟ ସମ୍ବନ୍ଧିତ ଆପଣ ଏହାର ସମାଧାନର ମାର୍ଗ ବାହାର କରିବା ଉଚିତ୍ । ଆପଣଙ୍କୁ ଏଥିପାଇଁ ବୁଦ୍ଧି ଓ କୂଟନୀତିର ପ୍ରୟୋଗ କରିବା ଆବଶ୍ୟକ । ଶାନ୍ତ ରୁହନ୍ତୁ ! ଗୋଟିଏ କଥା ନିଶ୍ଚିତ ଯେ ଆପଣଙ୍କର ସାମାଜିକ ପ୍ରତିଷ୍ଠାରେ ଉନ୍ନତି ଆସିବ ।

କନ୍ୟା: ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଏବଂ କଡା କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଅଶାନ୍ତି ପରିସ୍ଥିତିର ସାମ୍ନା କରିବାକୁ ପଡିବ । ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କ ଅଶାନ୍ତିର କାରଣ ହୋଇପାରେ । ଆଜି ଆପଣଙ୍କ ଅତ୍ୟଧିକ ଖର୍ଚ୍ଚ ହୋଇପାରେ ।

ତୁଳା: ଏକ ଉଜ୍ବଳ ଭବିଷ୍ୟତ ପାଇଁ ଆପଣ ଅତୀତର ଅଭିଜ୍ଞତାରୁ ଜ୍ଞାନ ଆହରଣ କରିବେ । ଆପଣଙ୍କ ନିକଟରେ ରହିଥିବା କିଛି ମୂଲ୍ୟବାନ ସାମଗ୍ରୀ ପାଇଁ ଆପଣ ଅଧିକ ଆଶକ୍ତ ରହିବେ । ବିଭିନ୍ନ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି ଯଦ୍ବାରା ଆପଣଙ୍କ ଠାରେ ମାନସିକ ଚାପ ଦେଖାଦେଇପାରେ ।

ବିଛା: ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ଆପଣ କୌଣସି ପ୍ରକାର ଯୁକ୍ତିତର୍କ ଏବଂ ମୁହାଁମୁହିଁ ହେବାରୁ ନିଜକୁ ଦୂରରେ ରଖନ୍ତୁ । ଏହା କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ବା ପରିବାର ସଂପର୍କରେ ହେଉ । ବିଦେଶକୁ ଅଧ୍ୟୟନ ପାଇଁ ଯିବାକୁ ଥିବା ପିଲା ପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି । ଏହା ଆପଣଙ୍କ ପାଇଁ ମଧ୍ୟ ଭଲ ଦିନ ଯେହେତୁ ଆପଣ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଚିନ୍ତା କରୁଛନ୍ତି ।

ଧନୁ: ଆଜି ଆପଣଙ୍କ ପାଇଁ ଶୁଭ ଦିନ ନୁହେଁ । ଆଜି ହେଉଛି ଏଭଳି ଏକ ଦିନ ସବୁ ଜିନିଷ ଉପଯୁକ୍ତ ସ୍ଥାନରେ ଥିଲେ ମଧ୍ୟ ଆପଣ କିଛି ନା କିଛିର ଅଭାବ ଅନୁଭବ କରିବେ । ନିୟନ୍ତ୍ରଣ ବାହାରେ ଅନୁଭବ କରିବା ହେଉଛି ନିରାଶମୂଳକ ମନ୍ତବ୍ୟ । ଆପଣଙ୍କ ହାତରେ ଯାହା ଅଛି, ସେଥିରେ ହିଁ କାର୍ଯ୍ୟ ପରିଚାଳନା କରନ୍ତୁ । ସମ୍ପତ୍ତି କିମ୍ବା ପୈତୃକ ସମ୍ପତ୍ତି ସମ୍ପର୍କିତ ଆଇନଗତ କାଗଜ ପତ୍ର ପ୍ରତି ଯତ୍ନଶୀଳ ହୁଅନ୍ତୁ ।

ମକର: ଆଜି ଦିନକୁ ଭଲ ଭାବରେ ଉପଭୋଗ କରିବା ପାଇଁ ଆପଣ ଏକ ପର୍ଯ୍ୟଟନ ସ୍ଥାନଙ୍କୁ ଭ୍ରମଣ କରିପାରନ୍ତି । ସମ୍ପତ୍ତି ବିଷୟରେ କୌଣସି କାରବାର ଆପଣଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ । ଆପଣ ଯେକୌଣସି ସମୟରେ ଏକ ଅଫିସ୍‌ ସ୍ପେସ୍‌ କ୍ରୟ କରିବାକୁ ଯୋଜନା କରିପାରନ୍ତି ।

କୁମ୍ଭ: ଏହା ଭଲ ଯଦି ଆପଣଙ୍କ କିଛି ପସନ୍ଦ ଅଛି । ଯେତେବେଳେ ଆମ ପାଖରେ ଜୀବନରେ ଅଳ୍ପ ହସ୍ତକ୍ଷେପ କରୁଥିବା ଟେକ୍‌ନୋଲୋଜି କିମ୍ବା ଅସୀମ ବିକଳ୍ପ ଥିଲା, ସେତେବେଳେ ଜୀବନ ଅଧିକ ସରଳ, ଅତି ଉତ୍ତମ ନଥିଲା କି ? ନିଜକୁ ନିୟନ୍ତ୍ରଣ କରିପାରିବେ ଭଲ ହେବ । ଆପଣଙ୍କୁ ଆଜି ଦ୍ବନ୍ଦ ଗ୍ରାସ କରିବ । ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମୀନ: ଆପଣ ହିସାବ ଉପରେ ନଜର ରଖନ୍ତୁ । ଧୈର୍ଯ୍ୟ ହେଉଛି ସମ୍ପଦ ଏବଂ ଆପଣଙ୍କୁ ନିୟମିତ ଭାବରେ ବ୍ୟାୟାମ କରିବା ଦରକାର । ଆପଣଙ୍କ ରାଗକୁ କାବୁ କରିବାକୁ ପଡିବ । ଟଙ୍କା ସମ୍ପର୍କିତ ବିଷୟରେ ସାବଧାନତା ଅବଲମ୍ବନ କରନ୍ତୁ । ମୂଲ୍ୟହୀନ ଯୁକ୍ତି ଠାରୁ ଦୂରେଇ ରୁହନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.