ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Jan 28, 2023, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆଜି ଆପଣ ନୁଆ କାର୍ଯ୍ୟ ଆରମ୍ଭ କରିପାରନ୍ତି କିନ୍ତୁ ଵିଚାରରେ ଦ୍ୱନ୍ଦ ହେତୁ ଚିନ୍ତା ଲାଗିରହିବ । ଵ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ବନ୍ଦିଙ୍କଠାରୁ ପଛରେ ରହିବେ । ଲାଭଦାୟକ ଯାତ୍ରା କରିବେ । ବନ୍ଧୁଙ୍କଠାରୁ ଲାଭପାଇବେ । ନିଜର ଵାକ୍ ଶକ୍ତି ଉପରେ ନିୟନ୍ତ୍ରଣ କରିବାକୁ ଅନୁରୋଧ ।

ବୃଷ: ଚିନ୍ତା ଯୋଗୁଁ ମହତ୍ବପୂର୍ଣ୍ଣ ଅବସର ହରାଇ ବସିବେ। ନୂଆ କାମ ଆରମ୍ଭ କରିବାକୁ ଅନୁକୂଳ ସମୟ ନୁହେଁ । କାହା ସହିତ ମତଭେଦ ହୋଇପାରେ । ନିଜ ମିଷ୍ଟ ବାଣୀ ଯୋଗୁଁ କାହାକୁ ବି ଆକର୍ଷିତ କରିପାରିବେ । ଆପଣଙ୍କ ପରିବାରରେ ଶାନ୍ତି ବଜାୟ ରହିବ । ବିତ୍ତୀୟ ଲାଭ ପ୍ରାପ୍ତ କରିବେ। ବିଦ୍ୟାର୍ଥୀ ସଫଲତା ପ୍ରାପ୍ତ କରିପାରିବେ।

ମିଥୁନ: ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ । ଆଜି ବନ୍ଧୁ ଓ ପରିଜନଙ୍କ ସହଯୋଗରେ କଠିନ କାମ ସହଜ ହୋଇଯିବ । ଉତ୍ତମ ଭୋଜନ ଓ ବସ୍ତ୍ର ଯୋଗ ଅଛି । ମନରେ ନକରାତ୍ମକ ଭାବନା ରଖିଲେ ଖରାପ ବ୍ୟାପାରରେ ଅନୁକୁଳ ପରିବେଶ ଯୋଗୁଁ ମନ ଭଲ ରହିବ । ଉତ୍ସାହ ଓ ଫୁର୍ତ୍ତିିର ଦିନ ଇଏ, ଏହାକୁ ଆନନ୍ଦରେ ଉପଭୋଗ କରନ୍ତୁ ।

କର୍କଟ: ନୂଆ ବନ୍ଧୁ ମିଳିବେ , ସେମାନଙ୍କ ସହ ଖୁସିରେ ସମୟ କାଟିଵେ କିନ୍ତୁ ସାମାନ୍ୟ ଵ୍ୟସ୍ତ ଓ ଚିନ୍ତା ଆପଣଙ୍କ ପଥରୋଧ କରିଵ । କିନ୍ତୁ ସନ୍ଧ୍ୟ ଵେଳକୁ ସାଙ୍ଗମାନଙ୍କ ସହ ରିଲାକ୍ସ ହେଉଥିଵା ଵେଳେ ସବୁ ଠିକ ହୋଇଯିଵ ।

ସିଂହ: ନିଜ ଜୀବନରେ କାହାକୁ ବେଶି ଅପେକ୍ଷା କରିଥିଵା ଵ୍ୟକ୍ତିଙ୍କୁ ଆଜି ଭେଟିଵେ । ନିଜ ଜୀବନସାଥୀଙ୍କୁ ମୂଲ୍ୟବାନ ଉପହାର ଦେଇପାରନ୍ତି । କଳା ପ୍ରତି ଆକର୍ଷିତ ହେଵେ, ସଫଳତା ପ୍ରଦର୍ଶନ କରିଵାକୁ ସକ୍ଷମ ହେଵେ ।

କନ୍ୟା: ଅତୀତର କାର୍ଯ୍ୟକୁ ନେଇ ଆଜି ପ୍ରଶଂସିତ ହେଵେ । ଅନ୍ୟର ଆଦେଶ ମାନିଵା ବଦଳରେ ନିଜ ଢଙ୍ଗରେ ସମସ୍ୟାଗୁଡ଼ିକୁ ସମାଧନ କରିଵାକୁ ପସନ୍ଦ କରିଵେ । ନିଜ ଅସନ୍ତୁଷ୍ଟ ପ୍ରକାଶ ନକରି ଶାନ୍ତ ଓ ସଙ୍ଗଠିତ ରହିଵା ଉଚିତ ହେଵ ।

ତୁଳା: ନିଜର ରୂପ ସୌନ୍ଦର୍ଯ୍ୟ ପ୍ରତି ସମ୍ବେଦନଶୀଳ ହୋଇ ବିଉଟି ପାର୍ଲର ଯିଵେ, ଦାମୀ କସମେଟିକ୍ସ କିଣି ପାରନ୍ତି । ନିଜର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ଵୃଦ୍ଧି ସକାଶେ ଵସ୍ତ୍ର କିଣାକିଣି ପାଇଁ ଵାହାରିପାରନ୍ତି ।

ବିଛା: ଆପଣଙ୍କ ଜୀଵନରେ ଏକ ସାଂସାରିକ ଦିନ । କିଛି ଆଖି ଦୃଶିଆ ଜିନିଷ ନାହିଁ । ଖୁସି ରୁହନ୍ତୁ ଓ ଜୀଵନରେ କିଛି ମସଲା ଭରିଵାକୁ ଚେଷ୍ଟା କରନ୍ତୁ । ଆପଣ ଜାଣନ୍ତି ନାହିଁ ଯେ କେଵେ ଗ୍ରହମାନେ ନିଜର ମନ ବଦଳାଇଵେ ଓ ଆପଣଙ୍କ ପାଇଁ ସୁଖଦ ଭଵିଷ୍ୟତ ଆଣିଵେ । ଆଶାକୁ ଜୀଵନ୍ତ ରଖିଥାନ୍ତୁ ।

ଧନୁ: ଵିଦେଶ ସମ୍ପର୍କୀୟଙ୍କ ସହ ବ୍ୟବସାୟ ଵୃଦ୍ଧି ହେଵାର ଅଛି । ଠିକ ଢଙ୍ଗରେ କହିଵା ଦକ୍ଷତା ନିଜ କାର୍ଯ୍ୟ ହାସଲ ପାଇଁ ସାହାଯ୍ୟ କରିଵ । ନିଜ ପଥରେ ନାୟକ ହେଵା ପାଇଁ ଆପଣ ଭଲ ନିଷ୍ପତ୍ତି ନେଉଛନ୍ତି ।

ମକର: ଗତକାଲିର ବିପୁଳ ଶକ୍ତି ଏବଂ ଉତ୍ସାହତ୍ମକ ବାର୍ତ୍ତା ବିନିମୟ ହୁଏତ ଆପଣଙ୍କୁ ଆଜି ଶକ୍ତିହୀନ ଏବଂ କ୍ଳାନ୍ତ କରି ଦେଇଛି । ଶାରିରୀକ ଭାବରେ ଆପଣ ଶକ୍ତିଶାଳୀ ଅନୁଭବ କରୁନାହାନ୍ତି ଏବଂ ଆପଣଙ୍କ ହୃଦୟ ମଧ୍ୟ ଏହା ଅନୁସରଣ କରିପାରେ । ଗତକାଲି ଘଟିଥିବା କୌଣସି ଘଟଣା ହୁଏତ ଆପଣଙ୍କୁ ଆଜି ବି ବ୍ୟସ୍ତ କରୁଛି, ଆପଣଙ୍କ ମନରେ ବିରକ୍ତିଭାବ ଏବଂ ଅଶାନ୍ତି ସୃଷ୍ଟି କରୁଛି ।

କୁମ୍ଭ: ଆଜିର ବାୟୁରେ ଚମକ୍‌ ଅଛି, ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଆଗକୁ ଅଗ୍ରସର ହେବାକୁ ପ୍ରସ୍ତୁତ, ମନ ଆଗ୍ରହୀ, ଆଶାବାଦୀ ଏବଂ ଉଲ୍ଲାସର ଭରା ହୋଇଛି । ପ୍ରତିକୂଳର ବାଦଲ କୁହୁଡି ଭଳି ଗୋଟିଏ ଯାଗାରେ ସୀମିତ ହୋଇଯାଇଛି ଏବଂ ଅଦୃଶ୍ୟ ହେବାକୁ ବସିଛି, ସେହିପରି ସମସ୍ୟା ମଧ୍ୟ ଦୂରେଇ ଯିବାକୁ ବସିଛି । ଆପଣ ନିଶ୍ଚିତ ଭାବରେ ଉତ୍ସାହି ଅନୁଭବ କରିବେ କାରଣ ଆପଣଙ୍କ ଭାଗ୍ୟ ବର୍ତ୍ତମାନ ଆପଣଙ୍କର ସହିତ ଅଛି।

ମୀନ: ଆଜି ସାବଧାନ ରହିବାକୁ ପଡ଼ିବ । ପରିବାରରେ ମତଭେଦ ରହିପାରେ ଓ ମାତାଙ୍କ ସ୍ବାସ୍ଥ୍ୟ ଚିନ୍ତା ରହିବ । ମନରେ କିଛି ଚିନ୍ତା ରହିବ ଚାକିରିରେ ଅସୁବିଧା ସାମନା କରିବେ । ସମ୍ପତ୍ତିର ଦସ୍ତାବିଜ୍ କରିବା ସମୟରେ ବିଶେଷ ଧ୍ୟାନ ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.