ETV Bharat / bharat

Horoscope: ଡିସେମ୍ବର 28 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Dec 28, 2022, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

horoscope
horoscope

ମେଷ: ଆଜି ଦିନଟି ଶୁଭଫଳଦାୟକ ଅଟେ । ସାମାଜିକ ଓ ଅର୍ଥନୈତିକ କର୍ମରେ ଆପଣ ନିଜର ପ୍ରତିଷ୍ଠା ଅର୍ଜନ କରିବା ଯୋଗୁଁ ବନ୍ଧୁ ଓ ପ୍ରିୟଜନଙ୍କ ଦ୍ୱାରା ପ୍ରଶଂସିତ ହେବେ ।ଏଇ ଖୁସିରେ ସାମିଲ ହେବା ପାଇଁ ସେମାନେ ଆପଣଙ୍କ ଠାରୁ କିଛି ଝଡେଇ ପାରନ୍ତି । ଗୁରୁଜନ ତଥା ପିତାମାତା ଆପଣଙ୍କ ପାଇଁ ପୂଜନୀୟ । ସେମାନଙ୍କ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ପାଇବେ । ପତ୍ନୀଙ୍କ ସହ ଗୋଟିଏ ରମଣୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ହଠାତ୍ ସନ୍ତାନମାନେ କିଛି ଆର୍ଥିକ ସାହାଯ୍ୟ କରିପାରନ୍ତି।

ବୃଷ: ନୂଆ ଓ ପୁରୁଣା କାର୍ଯ୍ୟର ଭାର ବହନ କରି ସୁଫଳ ପାଇବେ । ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଙ୍କର । ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ। ଉପରିସ୍ଥ ହାକିମଙ୍କ ଦ୍ୱାରା ପ୍ରଶଂସିତ ହେବେ ଏବଂ ପଦୋନ୍ନତି ମଧ୍ୟ ହେବାର ଅଛି । ଏଥିପାଇଁ ନିଜେ ଏବଂ ଅନ୍ୟମାନେ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ: ଦୁଇଦିନ ଯାଏଁ ଯେଉଁ କାମକୁ ହାତକୁ ନେଇ କରି ସାରିଛନ୍ତି, ସେଥିପାଇଁ କ୍ଲାନ୍ତ ଲାଗିପାରେ । ନିଜେ ଅସୁସ୍ଥତା ଭୋଗିପାରନ୍ତି । ଆପଣଙ୍କର ପିଲାମାନଙ୍କ ଯୋଗୁଁ ମନ ବିଚଳିତ ରହିବ । ଶାରୀରିକ କ୍ଲାନ୍ତି ଯୋଗୁଁ ଅବସନ ହୋଇପଡିବେ ଏବଂ ଘରଛାଡି କେଉଁ କାମ କରିବାକୁ ଇଛାହେବ ନାହିଁ । ପେଟ ଯନ୍ତ୍ରଣା ଭୋଗିପାରନ୍ତି। ଆର୍ଥିକ ସ୍ଥିତି ସ୍ୱଛଳ ନଥିବାରୁ ସବୁ ତୁଚ୍ଛ ଲାଗିବ । ନିଜ ବୃତ୍ତିର ସହକର୍ମୀ ମାନେ ଆପଣକୁ ହେୟଜ୍ଞାନ କରିପାରନ୍ତି ।

କର୍କଟ: ଶୁଭ ସକାଳ ଡେରିରେ ଆସିପାରେ । ତେଣୁ ଧର୍ଯ୍ୟଧରି ନିଜ କାମରେ ହେଳା କରନ୍ତୁ ନାହିଁ । ଜରୁରୀ କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଡାକ୍ତରୀ ଚିକିତ୍ସା ପାଇଁ ମଧ୍ୟ ଅନ୍ୟ କୌଣସି ଦିନ ଯାଇପାରନ୍ତି । ନିଜକୁ ବାରବୁଲା ଭାବି ମନ ଛୋଟ କରିବା ପରିବର୍ତ୍ତେ ନିଜର ମାନସିକ ଅସ୍ଥିରତାକୁ ଦୁର କରିବା ପାଇଁ ଧୈର୍ଯ୍ୟ ଛଡା ଆଉ କିଛିନାହିଁ । ଭଲ ଫଳ ନ ମିଳିଲେ ମଧ୍ୟ ହତାଶାଭାବ ମନରେ ପୋଷଣ କରନ୍ତୁ ନାହିଁ । କିଛି ଅନୈତିକ କାମ କରନ୍ତୁ ନାହିଁ ଯାହାଦ୍ୱାରା ସମାଜରେ ସମ୍ମାନ ଓ ପ୍ରତିପତ୍ତି ହରାଇ ପାରନ୍ତି । ତେଣୁ ସେପରି ଚିନ୍ତାଧାରା ମନରୁ ସମ୍ପୂର୍ଣ୍ଣରୂପେ ପୋଛି ଦିଅନ୍ତୁ ।

ସିଂହ: ସିଂହ ରାଶି ମାନଙ୍କ ପାଇଁ ଆଜି ଏକ ମଧ୍ୟମ ଧରଣର ଦିନ ଅଟେ। ଦ୍ୱିତିୟାର୍ଧ ଟି ଦିନର କିଛି ଲଢେଇ କରି ପାରନ୍ତି। ପତ୍ନୀଙ୍କ ଦେହ ଭଲ ରହିବ ନାହିଁ। ତୁମର ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ। ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବେ, ଏବଂ ମନମାଳିନ୍ୟ ହୋଇ ପାରେ। ଏହାସହ ଅକାରଣରେ ପାଟିତୁଣ୍ଡ ଠାରୁ ଦୁରେଇ ଯାଆନ୍ତୁ। ଆଜି ବିଭିନ୍ନ ଧରଣର ଲୋକଙ୍କ ସହ ମିଶିବେ, ଏହାର ସୁଯୋଗ ଉଠାଇ ଆନନ୍ଦ ହୁଅନ୍ତୁ।

କନ୍ୟା: ଆଜି ଦେଖାଯାଏ ଯେ ନକ୍ଷ୍ୟତ୍ର ମାନେ ପ୍ରେମ ବର୍ଷା କରିବେ। ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମନରେ ସମୟ ଅତିବାହିତ କରିବେ। ଆଜି ସ୍ୱାସ୍ଥ୍ୟ ଭଲ ରହିବ। ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଏପରି ଦିନରେ ଅନେକ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟାଳୟରେ ମଧ୍ୟ, ସାଥିମାନେ ମିଶିବେ, ପୁଣି ତୁମ କାମ ଶେଷ କରିବାରେ ସାହାଯ୍ୟ କରିବେ ।

ତୁଳା : ଏ ଦିନରେ ତୁମ ଚିନ୍ତାଧାରା ଓ କାମକାର୍ଯ୍ୟ ସୁଚାରୁ ରୁପେ ହେବ। କିନ୍ତୁ, ତୁମ ଚିନ୍ତାଧାରା ର ମାନ ଠିକ ଥିବା ଦରକାର। ଏହାର ଗତିକୁ ପରଖିନିଅ। ଆଜି, ଅନେକ ବୁଦ୍ଧିମାନ ବିଚାର ଓ ଯୁକ୍ତିତର୍କ ରେ ତୁମେ ବ୍ୟସ୍ତ ରହିବ । ତୁମ ପିଲାମାନେ ସୁସମ୍ବାଦ ଆଣି ଦେବେ, ଯା ଦ୍ୱାରା ତୁମେ ଏବଂ ପରିବାର ମଧ୍ୟ ଖୁସି ରହିବ । ଏହାକୁ ଜଣେ ସ୍ତ୍ରୀ ଙ୍କ ସହ ଯୋଡନ୍ତୁ ଯିଏ ସାହାଯ୍ୟ ଓ ସହାୟ ହେବେ ଘରେ, ଯାହା ସ୍ୱର୍ଗ ଠାରୁ କମ ନୁହେଁ। ତୁମ ଶାରୀରିକ କ୍ଷମତା ମଧ୍ୟ ତାହାର ଚରମ ସୀମାରେ ହେବ । ସ୍ତ୍ରୀ ମାନଙ୍କ ସାହାଯ୍ୟ ଲୋଡିଲେ ତାହା ନିଶ୍ଚିତ ପାଇବେ। ସବୁ ଦୃଷ୍ଟିରୁ, ଏକ ସୁନ୍ଦର ଦିନ ଅଟେ।

ବିଛା: ଆଜି ଯେତେ ଖରାପ ଅବସ୍ଥା ହୋଇଥିଲେ ମଧ୍ୟ ନିଜର ଶକ୍ତି ସାମର୍ଥ୍ୟ ଯୋଗାଡ କର। ଚିନ୍ତାରେ ରହିଥିବାରୁ, ତୁମ ପ୍ରିୟ ଜନଙ୍କ ସହ ଝଗଡାରେ ତାହା ଶେଷହେବ। ତେଣୁ, ଚେଷ୍ଟାକର ଏବଂ ଆରମ କର। ଏବଂ ହଠାତ ପରିଣାମ କୁ ଓହ୍ଲେଇ ଯିବାଟା ସଠିକ ନୁହେଁ। ତୁମ ସ୍ୱାସ୍ଥ୍ୟାବସ୍ଥା ଓ ସମ୍ପତ୍ତି ନଷ୍ଟ ଆଡକୁ ଗତିକରିପାରେ, ସଜାଗ ରୁହନ୍ତୁ। ଆଜି, କୌଣସି ସ୍ତ୍ରୀ ଙ୍କ ସହିତ ବାର୍ତ୍ତାଳାପ କରନ୍ତୁନାହିଁ। ଅପରିଚିତ ଜଳାସୟ ଠାରୁ ଦୁରରେ ରୁହନ୍ତୁ। ସମସ୍ୟା ଏପରି କଟୁ ହୋଇପାରେ ଯାହା ତୁମ କ୍ଷ୍ୟାତିକୁ କୁ ବାଧା ଦେଇପାରେ, ଏସବୁ ଠିକରେ ପରିଚାଳନା କର। ଅତି ସତର୍କତାର ସହିତ କଚେରି କାଗଜ ରେ ଦସ୍ତଖତ କରନ୍ତୁ।

ଧନୁ: ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଦିନଟିକୁ ଶାନ୍ତ ମାର୍ଗରେ କାଟିପାରନ୍ତି । ଯାହା ବିଷୟରେ ଜାଣିବାକୁ ଆପଣ ଉଦବିଗ୍ନ ସେଇ ବିଷୟରେ ପଢିବା ପାଇଁ ଇଛାମତେ ସମୟ ଦେଇପାରନ୍ତି । ଭାଇ ଭଊଣୀଙ୍କ ସମ୍ପର୍କ ବୃଦ୍ଧି ପାଇବ । ବନ୍ଧୁମାନଙ୍କ ଗହଣରେ ଚା ପାନର ମଜ୍ଜା ନେଇପାରିବେ ଏବଂ ବହୁଦିନରୁ ଦେଖାହୋଇନଥିବା ଏକ ବନ୍ଧୁଙ୍କର ସାକ୍ଷାତ ମିଳିପାରେ । କଥୋପକଥନରେ ବହୁତ ସମୟ ଅତିବାହିତ କରି ଆନନ୍ଦ ଉପଲବ୍ଧ କରିବେ । ଆଜି ଦିନଟି ଶୁଭଫଳ ଦାୟକ ହୋଇଥିବାରୁ ବନ୍ଧୁ ମିଳନରେ ଆତ୍ମସନ୍ତୋଷ ପାଇବେ । ଭ୍ରମଣର ଆନନ୍ଦ ଉପଭୋଗ କରି ଧନୀ ମନେ କରିବେ ।

ମକର: ଆଜି ଦିନ ଏକ ସାଧାରଣ ଦିନ ହେବ। ପଇସା ଖେଳ ଓ ଷ୍ଟକ ବଜାରରେ ଅର୍ଥ ଲଗାଉ ଥିବା ଲୋକମାନେ ସତର୍କ ରହିବା ଠିକ ହେବ । ଛାତ୍ର ମାନେ ବହୁକଷ୍ଟ କରି ସଫଳ ହେବେ। ଘରେ ଜଟିଳ ପରିସ୍ଥିତି ସତୃତା ନଉପୁଯାଇବା ପାଇଁ, ଚୁପ ରୁହନ୍ତୁ ଏବଂ ମୁଣ୍ଡ ଥଣ୍ଡା ରଖନ୍ତୁ। ଆଜି ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟ କର ଖାଦ୍ୟ ଖାଆନ୍ତୁ। ଆଖି ଜନୀତ ରୋଗ ଯଥା, ଆଖି ଧରିବା ଓ ପୋଡିବା ଭୋଗିବେ। ଧ୍ୟାନ ଓ ଯୋଗ ବଳରେ ସେଥିରୁ ନୀବୃତ ରୁହ। ନୀଜକୁ ବ୍ୟସ୍ତ ରଖିବା ମଧ୍ୟ ଭଲ ହେବ।

କୁମ୍ଭ: ଆଜି ଗ୍ରହ ନକ୍ଷତ୍ର ମାନେ ସହାୟ ହେବେ। ଜାତକରେ ଅର୍ଥ ଲାଭ ଅଛି। ଦେହ ଓ ମନ ଦୃଷ୍ଟିରୁ ନକ୍ଷତ୍ରମାନେ ତୁମକୁ ଖୁସି ରଖିବେ। ପ୍ରିୟ ନକ୍ଷତ୍ରମାନଙ୍କ ବଳରେ ଗୋଟିଏ ସୁନ୍ଦର ପରିଭ୍ରମଣର ଆୟୋଜନ କରନ୍ତୁ । ଧାର୍ମିକ ଦିଗରେ ତୁମର ଇଛା ଶକ୍ତି ବୃଦ୍ଧି ତୁମର ଅସୁବିଧା ଦୁର କରିବ। ତୁମେ ମଧ୍ୟ ବୈବାହିକ ଜୀବନରେ ଶାନ୍ତି ପାଇବ କାରଣ ସ୍ତ୍ରୀ ଙ୍କ ସହ ଅନ୍ତରଂଗତା ବଢିବ।

ମୀନ: ତୁମେ ଦିନସାରା ସତର୍କ ରୁହ। ଲକ୍ଷ୍ୟଚ୍ୟୁତି ତୁମର ଆନନ୍ଦକୁ ବାଧା ଦେବ, ଧ୍ୟାନ ଓ ଯୋଗ କରନ୍ତୁ। ଯଗନ୍ତୁ, ତୁମ ଖର୍ଚ୍ଚ ମଧ୍ୟ ବଢିପାରେ। ଧାର୍ମିକ କାମରେ ଅନେକ ଖର୍ଚ୍ଚ କରିବେ। ପ୍ରିୟଜନ ଓ ବନ୍ଧୁଙ୍କ ସହ ଝଗଡା ତୁମ ମଧ୍ୟରେ ପାଚେରି ଠିଆ କରିଦେବ। ତୁମ ଗର୍ବ ଓ ଦମ୍ଭ କୁ କାବୁରେ ରଖି ଏହାଠୁ ଦୁରରେ ରହ । ଲଜ୍ୟା କରନ୍ତୁ ନାହିଁ, ହାତରେ ଥିବା ପକ୍ଷିକୁ ଉଡେଇ ଦିଅନାହିଁ। କଚେରି କାମକୁ ସାବଧାନତାର ସହ କରନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.