ETV Bharat / bharat

ଜୁଲାଇ ୨୫ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 25, 2022, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁଲାଇ ୨୫ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜୁଲାଇ ୨୫ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଆଜି ଦିନଟି ଆପଣଙ୍କ ପାରିବାରିକ ଜୀବନ ପାଇଁ ଅତ୍ୟନ୍ତ ଶୁଭ ରହିଛି । କିଛି ବନ୍ଧୁବାନ୍ଧବ ଆପଣଙ୍କ ଘରକୁ ମଧ୍ୟାହ୍ନ ଭୋଜନ କିମ୍ଵା ରାତ୍ର ଭୋଜନ ପାଇଁ ଆସିପାରନ୍ତି । ଏହା ଫଳରେ ଆପଣଙ୍କ ଘରେ ଏକ ଖୁସିବାସର ଆସର ଜମିପାରେ।ବାହାରକୁ ପରିଭ୍ରମଣରେ ଯିବାପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ ।

ବୃଷ: ଆଜି ଆପଣ ସତର୍କ ରହି କାମ କରନ୍ତୁ । ଆପଣ କଳା, ଡିଜାଇନିଙ୍ଗ, ଗ୍ରାଫିକ୍ସ ଓ ସ୍ପେସିଆଲ ଇଫେକ୍ଟ ଆଦିରେ ବ୍ୟସ୍ତ ରହି ନିଜର କଳାକୁ ପରିପ୍ରକାଶ କରିବେ । ଦିନର ଦ୍ୱିତୀୟାର୍ଦ୍ଧରେ କର୍ମକ୍ଷେତ୍ରରେ ଛୋଟ ଛୋଟ ସମସ୍ୟା ଦେଖାଯାଇପାରେ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାୟକ ଅଟେ । ଆଜି ଆପଣ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି ।

କର୍କଟ: ଆଜି କର୍ତ୍ତବ୍ୟନିଷ୍ଠା ହୋଇ କାର୍ଯ୍ୟ ସମ୍ପାଦନ କରନ୍ତୁ । ସ୍ଵାସ୍ଥ୍ୟ ଅବସ୍ଥା ବହୁତ ଭଲ ରହିବ । ଜୀବନସାଥୀଙ୍କ ସହ ଏକ ରୋମାଣ୍ଟିକ୍‍ ଡିନର୍‍ ହୋଇପାରେ । ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାୟକ ଅଟେ । ଆଜି ଆପଣ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି ।

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଭଲ ଅବସ୍ଥାର ଲାଭ ଉଠାଇବା ଭଲ କଥା କିନ୍ତୁ ଖରାପ ପରିସ୍ଥିତିର ସାମ୍‍ନା କରିବା ମଧ୍ୟ ଦରକାର । ଜମିବାଡି ଯୋଗୁଁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କୋର୍ଟ କଚେରୀ ଯାଇପାରନ୍ତି । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

କନ୍ୟା: ଆଜି ଆପଣଙ୍କ ଶକ୍ତି ଉପରେ ପ୍ରଭାବ ପଡିପାରେ । କିଛି ଅନିଚ୍ଛାକୃତ ସମସ୍ୟା ଆପଣଙ୍କ ନିକଟକୁ ଆସିବାର ସମ୍ଭାବନା ଅଛି ଯେଉଁଥିପାଇଁ ଆପଣ ଚିନ୍ତିତ ହୋଇପାରନ୍ତି । ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହିତ ଏକ ଛୋଟ ଭ୍ରମଣର ଆୟୋଜନ କରନ୍ତୁ ।

ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆପଣ ପ୍ରତିକ୍ଷେତ୍ରରେ ସତର୍କତା ଅବଲମ୍ଵନ କରିବାକୁ ପରାମର୍ଶ ଦିଆଯାଉଛି । ଆପଣ ଦୀର୍ଘ ସମୟ ଧରି ଧାର୍ମିକ ଓ ଆଧ୍ୟାତ୍ମିକ ଅନ୍ୱେଷଣରେ ସମୟ କାଟିବେ । ଏହା ମାତ୍ର ଆପଣ ଏହି କର୍ମରେ ଲିପ୍ତ ରହିଲେ ଆପଣଙ୍କର ସ୍ତ୍ରୀ ଓ ପରିବାରର ସଦସ୍ୟଙ୍କ ସହ ଝଗଡା ହୋଇପାରେ ।

ବିଛା: ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ । ଦିବସର ପ୍ରଥମାର୍ଦ୍ଧରେ କାର୍ଯ୍ୟରେ ଏବଂ ବ୍ୟବସାୟରେ ସଫଳତା ହାସଲ କରିବେ । ଜଣେ ବନ୍ଧୁ ବା ସହକର୍ମୀ ଯିଏ ନିକଟରେ ବିଦେଶରୁ ଫେରିଥିବେ, ତାହଙ୍କଠାରୁ ଉପହାର ପାଇବେ । ବନ୍ଧୁମାନଙ୍କ ସହ ହସଖୁସିରେ କଟାଇବେ ।

ଧନୁ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସାମାଧାନ ହେବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । କାର୍ଯ୍ୟସ୍ଥଳରେ ଉପରିସ୍ଥ ଅଧିକାରୀ ଖୁସି ହେବେ । ବାପା ମାଆଙ୍କର ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିିଲକ୍ଷିତ ହେବ ।

ମକର: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜିର କ୍ଲାନ୍ତିଜନକ ଦିନରେ ଆପଣ ମାନସିକ ଦୁଃଶ୍ଚିନ୍ତା ଘେରରେ ଶିଥିଳତା ପ୍ରଦର୍ଶନ କରିବେ । ବହୁଦିନ ଚାପ ଯୋଗୁଁ ଆପଣ ଏହି ଫଳାଫଳ ଭୋଗ କରିବେ । ଆପଣ ଧୈର୍ଯ୍ୟ ନହରାଇ ଶାନ୍ତ ରୁହନ୍ତୁ । ନିଜ ପରିବାରରେ ଥିବା ମନୋମାଳିନ୍ୟକୁ ଦୂର କରିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ: ଆଜି ଦିନଟି ଆପଣ ପ୍ରଫୁଲ୍ଲ ରହିବେ । ଉତ୍ସାହ ଉଦ୍ଦୀପନା ସହ କାର୍ଯ୍ୟ କରିବା ପାଇଁ ଆଗେଇଯିବେ । କୃପାଦୃଷ୍ଟି ଆପଣଙ୍କୁ ପ୍ରତି କ୍ଷେତ୍ରରେ ସହାୟ ହେବେ । ଗୃହ ପରିବେଶ ଶାନ୍ତ ରହିବ ଏବଂ ଆପଣଙ୍କର ବହୁମୂଲ୍ୟ ସମୟକୁ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ କଟାଇ ଉଲ୍ଳସିତ ହେବେ ।

ମୀନ: ଆଜି ଖର୍ଚ୍ଚ ବଢିଯାଇପାରେ । ବହୁ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଡାକ୍ତରୀ ଚିକିତ୍ସା ପ୍ରଣାଳୀ ଯୋଗୁଁ ଏହି ଖର୍ଚ୍ଚ ହୋଇପାରେ । ଯାହାବି ହେଉ, ଆଗକୁ ଚାଲନ୍ତୁ, କାରଣ ସ୍ୱାସ୍ଥ୍ୟ ହିଁ ପ୍ରଥମ । ମାନସିକ ସ୍ତରରେ ପ୍ରତିକୂଳ ଭାବନା ଆପଣଙ୍କୁ ଗ୍ରାସ କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.