ETV Bharat / bharat

ମନ ପ୍ରଫୁଲ୍ଲିତ ରହିବ, ସାବଧାନ ରୁହନ୍ତୁ ଏହି ରାଶିର ବ୍ୟକ୍ତି

author img

By ETV Bharat Odisha Team

Published : Dec 25, 2023, 12:06 AM IST

25th December Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ।

horoscope
horoscope

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତି ଶୁଭଙ୍କର ଅଟେ। ବାହାରର ରୁଚିକର ଖାଦ୍ୟକୁ ଦେଖି ଖାଇବାକୁ ଇଚ୍ଛାଥିଲେ ମଧ୍ୟ ଖାଆନ୍ତୁ ନାହିଁ। ଯାହାକଲେ ମଧ୍ୟ ତାହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇବ । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିବେ । ଏ ବିଷୟରେ ମନକୁ ହାଲକା କରନ୍ତୁ ନଚେତ ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ କରନ୍ତୁ । ସୁସ୍ୱାଦୁ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରନ୍ତୁ । ଆପଣ ନିଜର ମହିଳା ସହକର୍ମୀଙ୍କ ସହ ମଧୁର ବାର୍ତ୍ତାଳାପ ଆପଣଙ୍କ ମନର ପ୍ରଫୁଲତା ବୃଦ୍ଧି କରିବ ।

ବୃଷ: ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ଦିନଟିକୁ ଶାନ୍ତିରେ କାଟିପାରନ୍ତି । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହିତ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିପାରିବେ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ଏବଂ ଅର୍ଥଲାଭ ମଧ୍ୟ ହୋଇପାରେ । ଗୃହର ପରିବେଶ ଅତି ମଧୁରମୟ ହେବ ଏବଂ ଆପଣ ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ ।

ମିଥୁନ: ଆଜି ଆପଣ ଅତ୍ୟାଧିକ ଶ୍ରମ କରନ୍ତୁ ଓ ସତର୍କତା ଅବଲମ୍ୱନ କରନ୍ତୁ । ନିଜର କଥାବାର୍ତ୍ତା ପ୍ରତି ସତର୍କ ରୁହନ୍ତୁ । ନଚେତ ଅନ୍ୟମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଏହାର କୁପ୍ରବାହ ନିଜର ଶରୀର ଉପରେ ପଡିବ । ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି। ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି । ଆଜି ଆପଣ ଚକ୍ଷୁ ଜନିତ ଯନ୍ତ୍ରଣା ପାଇଁ ଔଷଧ ପାଖରେ ରଖନ୍ତୁ । ଖର୍ଚ୍ଚାନ୍ତର ଯୋଗ ଅଛି । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।

କର୍କଟ: ଗ୍ରହମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ ତାହା ପାଇପାରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ । ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ଅଟେ । ବହୁ ଦିନର ବ୍ୟବଧାନ ପରେ ଆପଣଙ୍କ ବନ୍ଧୁଙ୍କ ସଙ୍ଗେ ମିଳନ ଆଦି ଆପଣଙ୍କୁ ଉତଫୁଲିତ କରିପାରେ । ଅବିବାହିତ ଯୁବକ ଓ ଯୁବତୀମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ଖୋଜୁଥିବା ପ୍ରିୟତମାଙ୍କୁ ଶିଘ୍ର ସାକ୍ଷାତ ଲାଭ କରିବେ । ଦିନଟିକୁ ଆମୋଦ ପ୍ରମୋଦରେ କଟିବା ପାଇଁ ବଣଭୋଜି କରିବାକୁ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ସାଙ୍ଗରେ ନେଇ ଯାଇପାରନ୍ତି ।

ସିଂହ: ଆପଣଙ୍କର ସକାରାତ୍ମକ ଶକ୍ତି ଆପଣଙ୍କର ଭାବନାରେ କେନ୍ଦ୍ରିତ ଅଟେ । ଯାହାକି ଦୃଢ ନିଶ୍ଚୟରେ ପ୍ରତିଫଳିତ ହେବ । ଆପଣଙ୍କ ବରିଷ୍ଠ ଏବଂ ମାଲିକ ଆପଣଙ୍କ ଉତ୍ତମମାନର କାର୍ଯ୍ୟ ଏବଂ ଉତ୍କୃଷ୍ଟ ଯୋଜନା ପାଇଁ ବିଷେଶ ଭାବେ ପ୍ରଭାବିତ ହେବେ । ଯେଉଁଥିପାଇଁ ଆପଣ ସାମାଜିକ ପରିଚୟ ଅର୍ଜନ କରିବେ। ଆପଣଙ୍କର ନିଜ ପିତାଙ୍କ ସହିତ ଭଲ ସମୀକରଣ ରହିବ । ଏପରି କି ତାଙ୍କଠାରୁ ଲାଭବାନ ହୋଇପାରନ୍ତି । ଜମି ଏବଂ ସମ୍ପତ୍ତି ସମ୍ୱଦ୍ଧୀୟ କୌଣସି ବ୍ୟବସାୟ ସ୍ଥିର କରିବା ପାଇଁ ଏହା ହେଉଛି ଭଲ ଦିନ । ସଂକ୍ଷେପରେ ଏହା ଏକ ବଢିଆ ଦିନ ଅଟେ ।

କନ୍ୟା: ଆଜି ନିଷ୍କ୍ରିୟତା, ଆଳସ୍ୟ କଣ ତାହା ଅନୁଭବ କରିବେ । ଆଜି ଦିନ ପ୍ରତିକୂଳପୂର୍ଣ୍ଣ ପରିବେଶ ରହିପାରେ ଏବଂ ବ୍ୟସ୍ତ ରହିବେ । ବିଶେଷତଃ ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ଯୋଗୁଁ ଆପଣଙ୍କୁ ନିଷ୍କ୍ରିୟ କରିଦେଇପାରେ । ପ୍ରତିଦ୍ୱନ୍ଦୀ, ଦୁଶ୍ଚିନ୍ତା ଏବଂ ଲାଭାନ୍ୱିତ ହେବାର ଅଭାବ ଆପଣଙ୍କୁ ଦମନ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁନାହିଁ | ଯଦି ଆପଣ ଜିତିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତିଦ୍ୱନ୍ଦୀ ମାନଙ୍କର ପରବର୍ତ୍ତୀ ପଦକ୍ଷେପ ପାଇଁ ସାବଧାନ ହୋଇ ରହିବାକୁ ପଡିବ ।

ତୁଳା: ଆପଣଙ୍କର ପ୍ରତ୍ୟକ ପାଦ ଦେଖିଚାହିଁ ରଖନ୍ତୁ । ଯୁକ୍ତି ତର୍କ ,ବିବାଦ ,ଖରାପ ସ୍ୱାସ୍ଥ୍ୟ,କ୍ରୋଧ ଏବଂ କଟୁଭାଷା ଏହି ସମସ୍ତ ଆଜି ଆପଣଙ୍କର ଦିନକୁ ନଷ୍ଟ କରି ଦେବାର ସମ୍ଭାବନା ରହିଛି । ଆପଣ ସାବଧାନତା ରହିବା ପାଇଁ ଚେଷ୍ଟା କରନ୍ତୁ । ପ୍ରତ୍ୟେକ ଦାୟିତ୍ୱ ଏବଂ ପଦକ୍ଷେପ ସାବଧାନତା ସହ ମାପିଚୁପି ରଖନ୍ତୁ । ଆଜିର ଭଲ କଥା ହେଉଛି ଅପ୍ରତ୍ୟାଶିତ ଆର୍ଥିକ ଲାଭ ହୋଇପାରେ। ଯାହା ଆପଣଙ୍କୁ ଖୁସି ଦେବ। ଅତିକମରେ ଶାନ୍ତି ପ୍ରଦାନ ତ କରିବ, ତା ସହିତ ଆପଣ ରହସ୍ୟମୟ ବିଷୟ ଆଡକୁ ଆକର୍ଷିତ ହେବେ । ଆଧ୍ୟାତ୍ମିକ ଏବଂ ଧାର୍ମିକ ଚିନ୍ତାଧାରା ଆପଣକୁ ଶକ୍ତି ପ୍ରଦାନ କରିବ ।

ବିଛା: ଏହି ଦିନଟି ଖୁସି ଏବଂ ମୌଜର ଦିନ ଅଟେ । ବହୁତ ଖୁସି ମିଳିବ । ଆପଣଙ୍କର ଏହା ହେଉଛି ବନ୍ଧୁ ମିଳନର ସମୟ । ଆପଣ ଏକ ଛୋଟ ଭୋଜିର ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟସୂଚୀରେ ରୀତିମତ ଭାବେ କିଛି ରହିଛି । ଆପଣ ନିଜେ ଆଜି ଆକର୍ଷଣୀୟ ପୋଷାକ ଏବଂ ଗହଣାରେ ସଜ୍ଜିତ ହୋଇପାରନ୍ତି । ଏକ ଯୋଜନାଗତ କିଣାକିଣି ପ୍ରକୃତରେ ଖୁସି ଦେବ । ଆପଣ ସାମାଜିକ ମର୍ଯ୍ୟଦା ଏବଂ ନାମ ଅର୍ଜନ କରିବେ ।

ଧନୁ: ଆପଣଙ୍କ ନକ୍ଷତ୍ରଗୁଡିକ ଆଜି ଭଲ ସ୍ଥାନରେ ଅଛନ୍ତି । ଯିଏ ଭାଗ୍ୟ ଏବଂ ପ୍ରଚୁର ଅବସର ଆଣିଦେବ । ଆପଣଙ୍କର ମାନସିକ ଏବଂ ଶାରୀରିକ ସ୍ଥିତି ଠିକ ରହିବ। ଆପଣଙ୍କୁ ଆନନ୍ଦ ଉପଭୋଗ ପ୍ରଦାନ କରିବ। ଘର ଏବଂ କାର୍ଯ୍ୟକ୍ଷେତ୍ରର ବାତାବରଣ ଶାନ୍ତିପୁର୍ଣ୍ଣ ରହିବ। ବଦଳରେ ଆପଣ ମଧ୍ୟ ଯଥେଷ୍ଟ ସକାରାତ୍ମକ ହେବେ । ଆପଣଙ୍କର ମାଆଙ୍କ ଘର ଠାରୁ ଖୁସି ଖବର ଖୁସିକୁ ଅତ୍ୟଧିକ ବଢାଇ ଦେବ । ଆପଣ ନିଜର ବିରୋଧୀମାନଙ୍କ ଠାରୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବେ । ସ୍ପଷ୍ଟ ବିଜେତା ରୁପେ ବାହାରିବେ ।

ମକର: ଆଜି ଦିନଟି ଚିନ୍ତାଗ୍ରସ୍ତ ଅବସ୍ଥାରେ କାଟିପାରନ୍ତି । ପିତାମାତାଙ୍କର ଓ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସହ ମତାନ୍ତର ଆପଣଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିବ। ଏହି ମାନସିକ ଦୁଃଶ୍ଚିନ୍ତା ଯୋଗୁଁ ଆପଣ ଦ୍ୱନ୍ଦରେ ପଡି ନିଜର ସିଦ୍ଧାନ୍ତ ନେବାକୁ ଅକ୍ଷମ ହେବେ । ଆଜି ଆପଣ ଅଧିକ ପରିଶ୍ରମ କରି ନିଜର ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଠା କରିପାରନ୍ତି । ନିଜର ପ୍ରତିଯୋଗୀ କିମ୍ୱା ସମକକ୍ଷ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଆରାମ କରନ୍ତୁ ସବୁକିଛି ସମାଧାନ ହୋଇଯିବ ।

କୁମ୍ଭ: ଆଜି ଆପଣ ଅଧିକ ଅଭିମାନ ଓ ଭାବପ୍ରବଣ ପ୍ରଦର୍ଶନ କରିପାରନ୍ତି । ବିଦ୍ୟାର୍ଥୀମାନେ ଆଶାତିତ ଭାବେ ସଫଳତା ପାଇପାରନ୍ତି । ମହିଳାମାନେ ବାହାରକୁ ବାହାରି ନିଜର ପସନ୍ଦଯୋଗ୍ୟ କାର୍ଯ୍ୟ କରିପାରନ୍ତି । ଏହା ସେମାନଙ୍କର ରୋଜଗାର ପାଇଁ ଉଦ୍ଧିଷ୍ଟ । ତେଣୁ ଆପଣ ନିଜର ମନକୁ ସଞ୍ଜତ କରି ସେମାନଙ୍କ ଠାରୁ ଦୂରତ୍ୱ ରକ୍ଷା କରନ୍ତୁ । ନଚେତ ଆପଣଙ୍କର ଅର୍ଜିତ ଧନ ଶିଘ୍ର ସରିଯିବ । ସମ୍ପତ୍ତି କିମ୍ୱା ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟରେ ସହାନୁଭୁତି ପ୍ରଦର୍ଶନ କରନ୍ତୁ ନାହିଁ । ନିଜର ପିଲାଳିଆ ବୁଦ୍ଧିକୁ ପରିତ୍ୟାଗ କରି ବୟସ୍କଙ୍କ ପରି ବ୍ୟବହାର କରନ୍ତୁ ।

ମୀନ: ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ପୂର୍ଣ୍ଣ କରନ୍ତୁ । ଏହା ଦ୍ୱାରା ଆପଣ ଉପକୃତ ହେବେ। ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ଦୃଢ ସଂକଳ୍ପ ନିଶିନ୍ତ ଭାବେ ସଫଳତା ଆଣିଦେବ । ଏହାଦ୍ୱାରା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ତତ୍‍ ସଙ୍ଗେ ସଙ୍ଗେ ଆପଣ ନିଜର ଜୀବନସାଥୀ ପାଇପାରନ୍ତି ଯିଏ ଆପଣଙ୍କୁ ସହଯୋଗ ଓ ଭକ୍ତି କରିବ। ସନ୍ଧ୍ୟାରେ ଆପଣ ନିଜର ପ୍ରିୟତମାଙ୍କ ସହ ଆଗରୁ ସ୍ଥିରିକୃତ ଯାଗାକୁ ଯାଇ ଆମୋଦ ପ୍ରମୋଦରେ ସମୟ କାଟିପାରନ୍ତି । ଆପଣଙ୍କର ପ୍ରିୟଜନମାନେ ମୁକ୍ତ ହୃଦୟରେ ଆପଣଙ୍କୁ ଘନିଷ୍ଠ ବନ୍ଧୁ ଭାବେ ସ୍ୱୀକାର କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.