ETV Bharat / bharat

ନଭେମ୍ବର 24 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର 24 ରାଶିଫଳ
ନଭେମ୍ବର 24 ରାଶିଫଳ
author img

By

Published : Nov 24, 2022, 6:25 AM IST

ମେଷ: ନିଜର କଥା ଓ ବ୍ୟବହାର ସୁଧାରନ୍ତୁ । ନଚେତ ଶତୃମାନେ ବଢିବେ । ଆଜି କୌଣସି କଥାକୁ ନେଇ ବିଚଳିତ ହେବେ । ଯାତ୍ରା ବର୍ଜନ କରନ୍ତୁ କାରଣ ଅନେକ ବିପଦର ସମ୍ମୁଖୀନ ହେବେ । ଯେତେ ଦୂର ସମ୍ଭବ ନୂତନ କାର୍ଯ୍ୟ ପ୍ରାରମ୍ଭ ନ କରିବା ଭଲ । ଦେବ ପୂଜାରେ ମନ ଦିଅନ୍ତୁ ।

ବୃଷ: ଆପଣଙ୍କୁ ସୁହାଇଲା ପରି ଦିନଟି ଅଟେ । ସୁସ୍ଥ ରହିବେ । ଶରୀର ଆପଣଙ୍କ ସହ ଠିକ ବ୍ୟବହାର କରିବ। ମନ ଭଲ ରହିବ । ପରିବାର ଓ ସଙ୍ଗ ମାନଙ୍କ ପାଇଁ ସମୟ ବାହାରିବ । ସମାଜିକ କାର୍ଯ୍ୟରେ ସଫଳତା ମିଳିବ । ଦୂରରୁ ସୁସମ୍ୱାଦ ପାଇବେ। ବୈବାହିକ ଜୀବନ ଆନନ୍ଦମୟ ହେବ ।

ମିଥୁନ: ଏହି ଦିନଟି ଆପଣଙ୍କ ପାଇଁ ଏପରି ହେବ ଯେପରି ଆପଣ ଚାହିଁଛନ୍ତି । ଆପଣ ନିଜର କାର୍ଯ୍ୟରେ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ ଏବଂ ତାକୁ ମଧ୍ୟ ସହଜରେ ସମାପ୍ତ କରିପାରିବେ । ଗୃହ ଜୀବନ ମଧ୍ୟ ଶାନ୍ତ ରହିବ, ଖୁସୀମୟ ରହିବ । ଆପଣ ପ୍ରତିଯୋଗୀଙ୍କ ଉପରେ ମଧ୍ୟ ଜୟଲାଭ କରିବେ ଏବଂ ସେମାନଙ୍କ ସମ୍ମାନ ମଧ୍ୟ ପ୍ରାପ୍ତ କରିବେ ।

କର୍କଟ: ନିଜର ଚିନ୍ତାଗ୍ରସ୍ତ ମନ ଯୋଗୁଁ ଶିଥିଳତା ଅନୁଭବ କରିବେ । ଆପଣଙ୍କର ସନ୍ତାନ ଏବଂ ବନ୍ଧୁଙ୍କ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ। ଜଗି ରଖି କଥାବାର୍ତ୍ତା କରନ୍ତୁ । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଯାତ୍ରାର ଯୋଜନାକୁ ସ୍ଥଗିତ ରଖନ୍ତୁ । ଗ୍ରହମାନଙ୍କର ଶୁଭଦୃଷ୍ଟି ନ ଥିବାରୁ ଆପଣ ଏପରି କାର୍ଯ୍ୟରେ ଲିପ୍ତ ରୁହନ୍ତୁ ନାହିଁ।

ସିଂହ: ଆଜି ଦିନଟିରେ ଆପଣ ଟିକିଏ ସତର୍କତା ଅବଲମ୍ୱନ କରନ୍ତୁ । ନିଜର ଚାଲି଼ଚଳନକୁ ନୀରିକ୍ଷଣ କରନ୍ତୁ । ନିଜ ମାତାଙ୍କ ସଙ୍ଗେ ଆପଣଙ୍କ ସମ୍ପର୍କ ତିକ୍ତ ହୋଇପାରେ । ଆପଣ ରୁକ୍ଷ ବ୍ୟବହାର ଏବଂ କଥା କହିବାର ଶୈଳୀ ଯୋଗୁଁ ତର୍କର ମୁଖ୍ୟ କାରଣ ହୋଇପାରେ । ଏହାର ସମାଧାନ ଘଟଣା ଘଟିବାର ପ୍ରାରମ୍ଭରୁ ସମାଧାନ ହୋଇଯିବା ଉଚିତ୍‌ । କାଗଜ ପତ୍ରକାର୍ଯ୍ୟ ଓ ଜଳଠାରୁ ସତର୍କତା ଅବଲମ୍ୱନ କରନ୍ତୁ ।

କନ୍ୟା: ଶରୀର ସୁସ୍ଥ ରହିଲେ ମନ ଆପେ ଆପେ ସୁସ୍ଥ ରହିବ । ଏହି ତଥ୍ୟକୁ ଭିତ୍ତିକରି ଆପଣଙ୍କ ଶରୀର ଓ ମନ ଆଜି ସୁସ୍ଥ ରହିବ । ଯାହା ଦ୍ବାରା ଆପଣ ଆଜି ଦିନଟା ସାରା ପ୍ରଫୁଲ୍ଳିତ ରହିବେ । କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ନିଜର ଗୁରୁତ୍ତ୍ୱପୂର୍ଣ୍ଣ ସମୟକୁ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ବିତାଇବେ । ପ୍ରତିଦାନରେ ଆପଣ ସେମାନଙ୍କଠାରୁ ବିନାଚୁକ୍ତିରେ ସାହାଯ୍ୟ ପାଇପାରିବେ।

ତୁଳା: ଆପଣ ମନ ଏକ ଦୋଳାୟମାନ ଅବସ୍ଥାରେ ରହିବ । ଯାହାଦ୍ୱାରା ଆପଣ କୌଣସି ସିଦ୍ଧାନ୍ତ ନେବାରେ କଷ୍ଟ ଅନୁଭବ କରିପାରନ୍ତି । କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବାପାଇଁ ଆଜି ଦିନଟି ଆଦୌ ଅନୁକୂଳ ନୁହେଁ । ଆପଣଙ୍କର ଜିଦଖୋର ପ୍ରକୃତି ଆପଣଙ୍କୁ ତଥା ଅନ୍ୟମାନଙ୍କୁ ବହୁ ଅସୁବିଧାରେ ପକାଇପାରେ । ଆଜି ଦିନଟି ଆର୍ଥିକ ସ୍ୱଚ୍ଛଳତା ରହିବ । ନିଜର ଶରୀରର ଯତ୍ନ ନିଅନ୍ତୁ ।

ବିଛା: ଆଜି ଆପଣ ନିଜର ଶରୀର ଓ ମନର ଆବସ୍ଥାକୁ ନିଜ ବଶରେ ରଖିବାକୁ ସମର୍ଥ ହେବେନାହିଁ । ଗୃହର ପରିବେଶ ଶାନ୍ତ ରହିବ। ପାରିବାରିକ ଜୀବନ ସହଜ ଓ ସରଳ ହୋଇପାରେ । ଆପଣ ନିଜର ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିବାକୁ ବ୍ୟଗ୍ରତା ପ୍ରକାଶ କରିବେ ଆପଣ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ଯାଇ ସମୟ ଅତିବାହିତ କରିପାରନ୍ତି ।

ଧନୁ: ଆପଣଙ୍କର ବ୍ୟବହାର ଓ କଥାବାର୍ତ୍ତାରେ ସଂଯମତା ରକ୍ଷା ନକରିବାର ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇପାରେ । ଆପଣ ଆଜିର ଅଧିକାଂଶ ସମୟ ଯୁକ୍ତିତର୍କ ଏବଂ ଏହାର ଉତ୍ପତ୍ତି ବିଷୟରେ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କର ସୁଖଦୁଃଖରେ ଭାଗୀ ହେବାକୁ ପ୍ରିୟଜନମାନେ ସହଯୋଗ କରିବେ । ଶାରୀରିକ ସୁସ୍ଥତା ଲାଗି ରହିବ ।

ମକର: ସାମାଜିକ କାମରୁ ସୁଫଳ ପ୍ରାପ୍ତି ହେବ । ଅନ୍ୟ ଦିଗରୁ ମଧ୍ୟ ସାହାଯ୍ୟ ପାଇବେ। ସମ୍ପର୍କୀୟଙ୍କ ସହ ମିଳାମିଶାରୁ ଶୁଭ ଫଳ ପ୍ରାପ୍ତି ହେ ବ। ବିବାହ ଆଶାୟୀ ବ୍ୟକ୍ତିଙ୍କର କାର୍ଯ୍ୟ ସଫଳ ହେବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ସ୍ତ୍ରୀ ପିଲାମାନେ ସହଯୋଗ କରିବେ। ବିବାହ କରିବା ପାଇଁ ଦିନଟି ଶୁଭ ଅଟେ ।

କୁମ୍ଭ: ଆଜି ଆପଣଙ୍କର ଶାରୀରିକ ଏବଂ ମାନସିକ ଶାନ୍ତି ଅବ୍ୟାହତ ରହିବ । ବୃତ୍ତିଗତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଉତ୍ତମ ବୋଲି ଗୃହିତ ହୋଇପାରେ । ଏହା ଆପଣଙ୍କୁ ଉତ୍ସାହ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସହକର୍ମୀମାନଙ୍କ ସହଯୋଗ ପ୍ରଦାନରେ ଅତ୍ୟନ୍ତ ଆନନ୍ଦିତ ହେବେ। ସାମାଜିକ ଜୀବନରେ ଆପଣଙ୍କର ଲୋକପ୍ରିୟତା ଓ ସମ୍ମାନ ବୃଦ୍ଧି ପାଇବ । ବନ୍ଧୁ ଓ ପ୍ରିୟଜନମାନେ ମଧ୍ୟ ଗର୍ବିତ ହେବେ ।

ମୀନ: ଅନ୍ୟଜଣେ ପ୍ରଭାବ ବିସ୍ତାର କରି ରଖିଥିବାବେଳେ ଆପଣଙ୍କ ବିଷୟରେ ସନ୍ଦିହୀନ ହୁଅନ୍ତୁ ନାହିଁ । ଆପଣ ନିଜକୁ ଶିଥିଳ ମନେ କରିବେ ଏବଂ ମାନସିକ ଦୁଶ୍ଚିନ୍ତା ବ଼ଢିବ । ମୂଲ୍ୟହିନ ଏବଂ ଅଦରକାରୀ ଚିନ୍ତା ମନକୁ ଆଚ୍ଛନ୍ନ କରି ରଖିବ । ପ୍ରତିଯୋଗୀ ଓ ଦୁର୍ନାମ ରଚନାକାରୀଙ୍କ ସହ ଝଗଡା ହେବାର ସମ୍ଭାବନା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.