ETV Bharat / bharat

ନଭେମ୍ବର 23 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର 23 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ନଭେମ୍ବର 23 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
author img

By

Published : Nov 23, 2022, 12:00 AM IST

ମେଷ: କାମଦେବ ଆଜି ପ୍ରେମର ବାର୍ତ୍ତା ପ୍ରଦାନ କରିବେ । ଆପଣ ପ୍ରଲୋଭନ ଦ୍ୱାରା ବନ୍ଧା ହେବେ । ଆପଣ ଭୁଲିଯାଇ ପାରନ୍ତି ଯେ ଆପଣଙ୍କର ଇଚ୍ଛା ଏକ ତରଫା ଅଟେ । ଯଦି ଆପଣ ସମସ୍ୟାଯୁକ୍ତ ସମ୍ପର୍କରେ ଅଛନ୍ତି ତେବେ ଆପଣ ଅମିମାଂସିତ ସମସ୍ୟାର ଅନ୍ତର୍ଦୃଷ୍ଟି ପ୍ରାପ୍ତ କରିପାରନ୍ତି ।

ବୃଷ: ଆଜି ଆପଣ ଯାହା କିଛି ଆରମ୍ଭ କରିବେ ସେଥିରେ ସଫଳତା ମିଳିବାର ସମ୍ଭାବନା ଅଛି । ଦ୍ୱିପ୍ରହରରେ ବିତ୍ତୀୟ ଦେଣନେଣ ଉଭୟ ଲାଭଦାୟକ ଓ ସନ୍ତୋଷଜନକ ହେବ । ଆଜିର ଦିନ ଆଶାନୁରୂପକ ରୋମାଞ୍ଚକର ହୋଇ ନ ପାରେ । ସନ୍ଧ୍ୟା କଷ୍ଟଦାୟକ ଓ କ୍ଳାନ୍ତଭରା ହେବ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ ଅଟେ । ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ମନେହେବ । ବୃତ୍ତିଗତ ଜୀବନରେ ଆପଣ ଅସମ୍ପୁର୍ଣ୍ଣ ଥିବା କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ପାରିବେ ଏବଂ ଏଥିପାଇଁ ପ୍ରଶଂସିତ ହେବେ । ଆଜି ଅର୍ଥଲାଭ ହେବ ମାତ୍ର ଏହା ସଙ୍ଗେସଙ୍ଗେ ଖର୍ଚ୍ଚର ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇପାରେ । ମାତ୍ର ଆପଣ କିଛି ଅଯଥାରେ ଖର୍ଚ୍ଚ ନକରୁଥିବାରୁ ବ୍ୟସ୍ତ ହେବା ଉଚିତ ନୁହେଁ । ଆଜି ଆପଣ କୌଣସି କାରଣରୁ ଉତ୍ତେଜିତ କିମ୍ଵା କ୍ରୋଧାନ୍ୱିତ ହେବେନାହିଁ । ଆପଣ ନିଜର ବାର୍ତ୍ତାଳପରେ ସଂଯମତା ରକ୍ଷାକଲେ ଏହା ସମ୍ଭବ ହୋଇପାରିବ ।

କର୍କଟ: ଆଜି ଆପଣ ଜଣେ ଶାଶ୍ୱତ ଓ ଆଶାବାଦୀ ହେବେ । ଆପଣଙ୍କର ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ସନ୍ଧ୍ୟାରେ ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇ ଆନନ୍ଦ ଲାଭ କରିବେ । ନିଜ ପରିବାରର ମୂଲ୍ୟବୋଧ ଓ ପରିକଳ୍ପନା ପାଇଁ ଆପଣଙ୍କର ସମ୍ମାନ ବଢ଼ିବ ଓ ଆପଣ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରଚେଷ୍ଟା କରିବେ ।

ସିଂହ: ଆଜି ଦିନଟି ସେତେଟା ଶୁଭଫଳ ପ୍ରଦାନ କରିବ ନାହିଁ । ଆପଣ ଏକକାଳୀନ ବିଷର୍ଣ୍ଣତା, ଶିଥିଳତା ଏବଂ ବିଶ୍ରାମ ହୀନତାର ଶିକାର ହୋଇପାରନ୍ତି, ମାତ୍ର ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ଝଗଡା ମଧ୍ୟ ହୋଇପାରେ । ଏଥିପାଇଁ ଆପଣ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ ଘଟଣାରେ ଏବଂ ସରକାରୀ କାର୍ଯ୍ୟ କଲାବେଳେ ଅତ୍ୟଧିକ ସତର୍କତା ଅବଲମ୍ଵନ କରନ୍ତୁ ।

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍ତମ ହୋଇପାରେ । ଆପଣଙ୍କ ଭାଇଭଉଣୀ ଆପଣଙ୍କ ବ୍ୟକ୍ତିତ୍ୱର ଭଲପାଇବା ଦିଗରୁ ଆପଣଙ୍କୁ ଦେଖିପାରନ୍ତି । ତେଣୁ ସେମାନଙ୍କ ସହ ମଧୁର ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆଜି ବନ୍ଧୁମିଳନ ହେବାର ସମ୍ଭାବନା ଅଛି । ଆପଣ ଯେଉଁମାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ସହ ଆତ୍ମୀୟତା ଆହୁରି ଗାଢ ହୋଇପାରେ | ଅଫିସରେ ନିଜ ଉପରେ ବ୍ୟସ୍ତ ଥିବା କାର୍ଯ୍ୟକୁ ସଫଳତାର ସହ ସାରିବେ । ଅର୍ଥଲାଭ ହେବାର ସୁବର୍ଣ୍ଣ ସୁଯୋଗ ମିଳିପାରେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ ।

ତୁଳା: ଆପଣ ଆଜି କୌଣସି ସିଦ୍ଧାନ୍ତରେ ଉପନିତ ହେବା ଅତ୍ୟନ୍ତ କଷ୍ଟକର ହେବ । ତେଣୁ ଆପଣଙ୍କୁ ଧୀରସ୍ଥିତ ଚିତ୍ତର ଅପେକ୍ଷା କରିବାକୁ ପଡିବ । ମାତ୍ର ଯଦି ଆପଣ ଚେଷ୍ଟା କରି ନିଜର ମନୋବୃତ୍ତିକୁ ବଦଳାଇ ପାରୁନାହାନ୍ତି, ଏବଂ ଆପଣ ଭାବୁଛନ୍ତି ଯେ ଆପଣଙ୍କ ବିଶ୍ୱାସରେ ତ୍ରୁଟି ରହିଛି, ତାହା ହେଲେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଆଦୌ ନିଅନ୍ତୁ ନାହିଁ । ଭାବି ନେବେ ଯେ ଏହା ଏକ ଗୁରୁତର ଭୁଲ ଥିଲା । ପାରିବାରିକ ଜୀବନରେ ଆପଣ ଜିଦଖୋର ଏବଂ କଠୋର ସ୍ୱଭାବକୁ ପରିତ୍ୟାଗ କରି ଶାନ୍ତ ଓ ନମ୍ର ହୁଅନ୍ତୁ । ଆପଣ ନିଜର ଚଳଣିକୁ ପରିବର୍ତ୍ତନ କରିପାରିଲେ ପରିବାରରେ କୌଣସି ସମସ୍ୟା ରହିବନାହିଁ ।

ବିଛା: ଆଜି ଦିନଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣ ନିଜର ମେଳାପୀ ଓ ସ୍ନେହୀ ପ୍ରକୃତି ଯୋଗୁଁ ପ୍ରିୟଜନ ଓ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ପ୍ରିୟଜନଙ୍କ ଠାରୁ ଉପହାର ମିଳିପାରେ । ହସଖୁସିରେ ସମୟ ବିତାଇବା ପାଇଁ ଏକ ପରିଭ୍ରମଣର ଆଯୋଜନ ଆଜିହିଁ କରିବେ । ଦିବସର ଶେଷାର୍ଦ୍ଧରେ ଏକ ଖୁସି ଖବର ପାଇ ହର୍ଷୋଫୁଲିତ ହୋଇପାରନ୍ତି ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ସେତଟା ଶୁଭଦାୟକ ନୁହେଁ । ଆଜି ଆପଣ ନିଜର ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରିପାରନ୍ତି । ତେଣୁ ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳପରେ ସଂଯମତା ରକ୍ଷା କରନ୍ତୁ । ଧୀରେ ସୁସ୍ଥେ ଗାଡି ଚଳାନ୍ତୁ ନଚେତ୍‍ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇପାରେ । ପ୍ରଥମରୁ ଦିନଟି ଭଲରେ କଟିଲେ ଶେଷାର୍ଦ୍ଧରେ ମଧ୍ୟ ଭଲରେ କଟିବ । ମାତ୍ର ଦୁର୍ଭାଗ୍ୟବଶତଃ ଆପଣଙ୍କ କ୍ଷେତ୍ରରେ ତାହା ଘଟିବ ନାହିଁ । ତେଣୁ ସତର୍କତା ଅବଲମ୍ଵନ କରନ୍ତୁ । ଆପଣଙ୍କ ଖର୍ଚ୍ଚର ମାତ୍ରା ବୃଦ୍ଧି ପାଇପାରେ ।

ମକର: ଭଗବାନ ସେମାନଙ୍କୁ ସକ୍ଷମ କରନ୍ତି ଯେ ନିଜେ ନିଜକୁ ସାହାଯ୍ୟ କରେ । ସେଥିପାଇଁ ପରିଶ୍ରମି ହୁଅନ୍ତୁ ଓ ନିଜର ମାନସିକ ଓ ଶାରୀରିକ ଯତ୍ନ ନେବା ସହ ନିଜ ସ୍ୱପ୍ନ ଉପରେ ଭରଷା ରଖନ୍ତୁ । ଆପଣଙ୍କ ସଂଘଠନରେ କିଛି ଅପ୍ରତିକର ଘଟଣା ଘଟିବାର ସମ୍ଭବନା ଅଛି, ସେଥିପ୍ରତି ସତର୍କ ରୁହନ୍ତୁ ।

କୁମ୍ଭ: ଯଦି ଆପଣ ଜଣେ ମାଲିକ ଅଟନ୍ତି ତେବେ ଆଜି ଘରେ ଓ କାମରେ ଏକାପରି ଅନୁଭଵ କରିବେ ନାହିଁ । କାର୍ଯ୍ୟଭାର ଯୋଗୁଁ ଆପଣ ଭାଙ୍ଗି ପଡ଼ିବେ ତେବେ ତାହା ଅତିଶୀଘ୍ର ପୂର୍ଣ୍ଣ ହେବ । ଆପଣଙ୍କ ଯୋଗ୍ୟତା ଅଧିନସ୍ଥଙ୍କୁ ପ୍ରେରଣା ଯୋଗାଇଵ ଓ ପ୍ରତବଦ୍ଧତାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ସମ୍ମାନ ବଢ଼ାଇଵ ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ସେତେଟା ଶୁଭଦାୟକ ନୁହେଁ । ମାତ୍ର ଆଜି ସନ୍ଧ୍ୟାଟି ମଧୁମୟ ହେବ । ବିଶ୍ରାମହୀନ, ଶିଥିଳତା ଏବଂ ଉତ୍କଣ୍ଠିତ ହୋଇ ଦିନଟିକୁ ଅଶାନ୍ତ କରନ୍ତୁ ନାହିଁ । ଯଥା ସମ୍ଭବ ନିଜେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାର ଆପଣଙ୍କ ମାନସିକ ଶାନ୍ତି ଫେରି ଆସିବା ସହିତ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଆପଣ ଉପକୃତ ହେବେ । ବୃତ୍ତିଗତ ଜୀବନରେ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ଏପରିକି ଆପଣଙ୍କ ଗୋଟିଏ ସାମାନ୍ଯ ତ୍ରୁଟି ପାଇଁ ଗାଳି ଶୁଣିବାକୁ ପଡିପାରେ । ସିଦ୍ଧାନ୍ତ ନେବା ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ । କୌଣସି ଅତ୍ୟନ୍ତ ଜରୁରୀ ସିଦ୍ଧାନ୍ତକୁ ସେତେ ଗୁରୁତ୍ୱ ଦିଅନ୍ତୁ ନାହିଁ । ପରିବାରରେ ଆପଣଙ୍କ ସନ୍ତାନସନ୍ତତିଙ୍କ ଚିନ୍ତାରେ ବ୍ୟସ୍ତ ହୋଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.