ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Jan 22, 2023, 6:40 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜାନୁଆରୀ 22 ରାଶିଫଳ
Horoscope Today

ମେଷ: କାର୍ଯ୍ୟାଳୟରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କ ଯୋଜନା ପାଇଁ କିଛି ଅର୍ଥ ମିଳିପାରେ । ନିଜ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ ଆପଣଙ୍କୁ ଯିବାକୁ ପଡିପାରେ । ନିଜ ଘରର ପରିବେଶ ଦୋଳାୟମାନ ଅବସ୍ଥାରେ ରହିବ । ଘର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଜକୁ ବ୍ୟସ୍ତ ରଖିବେ । ଆଜି ଦିନରେ ଆପଣ କାର୍ଯ୍ୟବ୍ୟସ୍ତତାର ଚାପରେ ରହିବେ । ମାଆଙ୍କର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ବୃଷ: ଆଜି ନିଜ ବନ୍ଧୁ ତଥା ଆତ୍ମୀୟମାନଙ୍କଠାରୁ ସୁଫଳଯୁକ୍ତ ଖବର ପାଇବେ । ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳାଇପାରନ୍ତି । ଛାତ୍ରମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇ ରହିବେ । କାମ ଅଧିକ ଥିବା ସତ୍ତ୍ବେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।

ମିଥୁନ: ଦିନଟି ଅତ୍ୟନ୍ତ ଅଶୁଭଜନକ ହୋଇପାରେ । ଯେଉଁମାନେ ନିଜର ଶାରୀରିକ ଅସୁବିଧା ପାଇଁ ଚିକିତ୍ସିତ ହେଉଛନ୍ତି, କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଚିକିତ୍ସା କରନ୍ତୁ ନାହିଁ । ଆକ୍ରମଣାତ୍ମକ ମନୋଭାବ ଆପଣଙ୍କୁ ଆଘାତ ଦେଇପାରେ । ନିଜର ମାନସିକ ଶାନ୍ତିକୁ ରକ୍ଷା କରନ୍ତୁ । ଅସାବଧାନତା ନିଜର ମାନହାନି ଘଟାଇ ପାରେ । ସେଥିପାଇଁ କଥାବାର୍ତ୍ତାରେ ନମ୍ର ଭାବ ଆପଣଙ୍କୁ ଝଗଡାରୁ ବଞ୍ଚାଇପାରିବ । ଖର୍ଚ୍ଚର ପରିମାଣ ଅଧିକ ହୋଇଯିବା ଯାହା ପାଇଁ ଆପଣ ଆର୍ଥିକ ସଙ୍କଟର ସମ୍ମୁଖିନ ହୋଇପାରନ୍ତି । ମାନସିକ ଶାନ୍ତି ପାଇବାକୁ ହେଲେ ଠାକୁରପୂଜା ହିଁ ସର୍ବତ୍କୃଷ୍ଟ ଉପାୟ ଅଟେ ।

କର୍କଟ: ଦିନଟିକୁ ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ସୁଖରେ କଟାଇ ପାରିବେ । ମନୋରଞ୍ଜନ କାର୍ଯ୍ୟରେ ମନୋନିବେଶ କଲେ ଶାନ୍ତି ପାଇବେ । ବୃତ୍ତିଗତ ଜୀବନରେ ଅର୍ଥଲାଭ ହୋଇପାରେ । ଆପଣ ନିଜର ଅଂଶୀଦାରଙ୍କଠାରୁ ଉପକୃତ ହେବେ । ଅଳ୍ପଦିନ ପାଇଁ କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ମନକୁ ଶାନ୍ତି ପ୍ରଦାନ କରିବେ । ସାମାଜିକ ଜୀବନରେ ପ୍ରତିଷ୍ଠିତ ହେବେ ।

ସିଂହ: ଉତ୍କଣ୍ଠାରେ ଜଡିତ ହୋଇ ଦିନଟି ଅଶାନ୍ତିରେ କଟିବ । ଦୁଃଖଦୁର୍ଦ୍ଦଶା ଭୋଗିବା ଯୋଗୁଁ ମନ ଭାରାକ୍ରାନ୍ତ ହେବ । କୌଣସି କାରଣରୁ କାର୍ଯ୍ୟ କରିବାବେଳେ ଅସୁବିଧାରେ ପଡିପାରନ୍ତି । କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କଠାରୁ ସହଯୋଗ ମିଳିବ ନାହିଁ । ନିଜର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲାବେଳେ ସଞ୍ଜମତା ରଖନ୍ତୁ । କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ସାମାନ୍ୟ ସଫଳତା ମିଳିପାରେ ।

କନ୍ୟା: ଆଜି ଦିନଟି ଛାତ୍ରଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ଅଟେ । ନିଜର ସନ୍ତାନମାନଙ୍କ ଚିନ୍ତାରେ ବୁଡି ରହିବେ । ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ବାଜି ଲଗେଇଥିବା ସଂସ୍ଥାରୁ କିଛି ନ ମିଳିବା ପାଇଁ ହତୋତ୍ସାହିତ ହେବେ । ମାନସିକ ଅଶାନ୍ତିରେ ଦିନଟିକୁ ଅତିବାହିତ କରିବେ । କୌଣସି ମେଧା ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ନାହିଁ ।

ତୁଳା: ଆଜି ଦିନଟିରେ ଶିଥିଳ ଅନୁଭବ କରିବେ । ଆପଣ ନିଜର ମାତାଙ୍କ ନିମନ୍ତେ ଚିନ୍ତିତ ରହିବେ । ସମ୍ପତ୍ତି ସମ୍ପର୍କୀୟ କାଗଜପତ୍ର ପାଇଁ ସତର୍କତା ଅବଲମ୍ୱନ କରନ୍ତୁ । ଯଦି ସମ୍ଭବ ହୁଏ ଆଜି ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ଗୃହ ପରିବେଶ ଦୋଳାୟମାନ ସ୍ଥିତିରେ ରହିବ । ନିଜର ସମ୍ମାନହାନି ଘଟିବା ସ୍ଥାନରୁ ନିଜକୁ ଦୂରେଇ ରଖନ୍ତୁ ।

ବିଛା: ଆଜି ଆପଣଙ୍କ ପାଇଁ ପ୍ରତି ସେକେଣ୍ଡରେ ଆନନ୍ଦ ଏବଂ ମଜ୍ଜା ଭରି ରହିଛି । ଆଜିର ଦିନ ଏକ ଭାଗ୍ୟଶାଳୀ ଦିନ ଅଟେ । ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ ଏବଂ ଏଥିରେ ନିଜକୁ ହଜେଇଦେବେ । ନିଜର ଚେଷ୍ଟା ବଳରେ ହଜିଯାଇଥିବା ବନ୍ଧୁଙ୍କ ସହ ପୁଣି ମିଶିପାରିବେ । ଏହାଦ୍ୱାରା ଆପଣଙ୍କର ଲାଭ ହେବ । ଆପଣଙ୍କ ନୂତନ କାମରେ ସେମାନଙ୍କ ସହଯୋଗ ମିଳିବ । ଭବିଷ୍ୟତରେ ଲାଭବାନ ହେବେ । ଦୂର ଯାତ୍ରା କରିପାରନ୍ତି ।

ଧନୁ: ମନରେ ଦ୍ୱିଧା ରଖି କୌଣସି କାମକୁ ଅସମ୍ପୂର୍ଣ୍ଣ ରଖନ୍ତୁ ନାହିଁ । ଯେ କୌଣସି ସମସ୍ୟାର ସମାଧାନ ଶୀଘ୍ର କରନ୍ତୁ । ପାରିବାରିକ ଅଶାନ୍ତି ଲାଗି ରହିବ । ତେଣୁ ନୀରବ ରୁହନ୍ତୁ । ଆଜି ଆପଣ ଉତ୍ତେଜିତ ହେଲେ ଅଶାନ୍ତି ବଢିପାରେ । ନିଜର ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ସାରିବା ପାଇଁ ଆପଣ କଷ୍ଟ ସ୍ୱୀକାର କରିପାରନ୍ତି । କୌଣସି ଜରୁରୀ ସିଦ୍ଧାନ୍ତ ତରବରିଆ ଭାବେ ନିଅନ୍ତୁ ନାହିଁ । କାର୍ଯ୍ୟର ଭାର ବଢିଯାଇପାରେ ।

ମକର: ଦିନଟିର ଶୁଭାରମ୍ଭ ପୁର୍ବରୁ ଭଗବାନଙ୍କର ପାଦପଦ୍ମରେ ପ୍ରାର୍ଥନା କରି ଆଶୀର୍ବାଦ ନିଅନ୍ତୁ । ନିଜର ବୃତ୍ତି କ୍ଷେତ୍ରରେ ସହକର୍ମୀଙ୍କ ସଙ୍ଗରେ ଓ ପ୍ରିୟଜନଙ୍କ ସଙ୍ଗରେ ବନ୍ଧୁତ୍ୱ ଅତୁଟ ରହିବ । ବୃତ୍ତିରେ ନିଜର କର୍ମଦକ୍ଷତା ଯୋଗୁଁ ପ୍ରିୟଭାଜନ ହେବାସହ ଏବଂ ଉପରିସ୍ଥ କର୍ମଚାରୀଙ୍କ ଶୁଭଦୃଷ୍ଟି ପଡିବ । ଅତ୍ୟଧିକ ପରିଶ୍ରମ କରନ୍ତୁ ନାହିଁ । ଏହାର କୁପ୍ରଭାବ ଶରୀର ଉପରେ ପଡିପାରେ ।

କୁମ୍ଭ: ଆଜି ଆପଣ ଶାରୀରିକ ଓ ମାନସିକ କ୍ଲାନ୍ତି ଅନୁଭବ କରିବେ । ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ଘଟିପାରେ । ଅର୍ଥଲଗାଣ କ୍ଷେତ୍ରରେ ସର୍ତକତା ଅବଲମ୍ବନ କରନ୍ତୁ । ଖର୍ଚ୍ଚ ବୃଦ୍ଧି ଘଟିପାରେ । ବ୍ୟକ୍ତିଗତ କ୍ଷତିକୁ ଭରଣ କରିବାକୁ ଚେଷ୍ଟା କରିପାରନ୍ତି । ନିଜର ଉତ୍ତେଜିତ ମନକୁ ଆୟତରେ ରଖନ୍ତୁ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି ତେଣୁ ସତର୍କ ରୁହନ୍ତୁ ।

ମୀନ: ଅପ୍ରତ୍ୟାଶିତ ଭାବେ ଆର୍ଥିକ ଲାଭ ହେବାର ସୂଚନା ମିଳୁଛି । ଆପଣଙ୍କ ସନ୍ତାନଙ୍କ ସମ୍ପର୍କିତ ଖୁସି ଖବର ପାଇବେ । ପିଲାଦିନର ଜଣେ ବନ୍ଧୁଙ୍କ ସହିତ ସାକ୍ଷାତ କରି ଆପଣ ଆନନ୍ଦିତ ହେବେ । ଆଜି ଆପଣ କିଛି ନୂଆ ବନ୍ଧୁ କରିପାରନ୍ତି ଯାହାକି ଭବିଷ୍ୟତରେ ଆପଣଙ୍କୁ ଉପକୃତ କରାଇବ। ବୃତ୍ତିଗତ ଜୀବନରେ ଅର୍ଥଲାଭର ଶୁଭ ସୂଚନା ଅଛି । ଆପଣ ପରିଭ୍ରମଣରେ ଯାଇ ଆନନ୍ଦ ଲାଭ କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.