ETV Bharat / bharat

Horoscope: ଅଗଷ୍ଟ ୧ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By

Published : Aug 1, 2023, 12:06 AM IST

ମେଷ: ବ୍ୟବସାୟ ଦୃଷ୍ଟିରୁ, ଆପଣ ଆପଣଙ୍କ ବରିଷ୍ଠ ବ୍ୟକ୍ତିମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନାରେ ଲାଗି ରହିବେ । ଆପଣଙ୍କ ପ୍ରକଳ୍ପକୁ ସରକାର ତରଫରୁ କିଛି ଲାଭ ମିଳିବ । ଚାକିରି ସମ୍ବନ୍ଧୀୟ ଯାତ୍ରା ଆପଣ କରିପାରନ୍ତି । ଆପଣଙ୍କ ପରିବାରର ଅବସ୍ଥା ଦୋଦୁଲ୍ୟମାନ ରହିବ ।

ବୃଷ: ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କଠାରୁ ଭଲ ଖବର ଆଶା କରିପାରନ୍ତି । ଏହା ଆପଣଙ୍କୁ ଖୁସି କରାଇବ । ଭ୍ରମଣ କରିବା ପାଇଁ ଆପଣ ଏକ ଯୋଜନା ପ୍ରସ୍ତୁତ କରିବେ । ଛାତ୍ରମାନେ ମନ ଯୋଗ ଦେଇ ପାଠ ପଢିବେ । ଛୁଟି ସମୟରେ ଏକ ତୀର୍ଥସ୍ଥାନ ଦର୍ଶନ କରିପାରନ୍ତି ।

ମିଥୁନ: ଆଜି ଦିନରେ କିଛି ଅଶୁଭ ଘଟିପାରେ । ଯେଉଁମାନଙ୍କର ଡାକ୍ତରୀ ଚିକିତ୍ସା ସମ୍ବନ୍ଧିତ କାର୍ଯ୍ୟ ଅଛି, ଯଥା ସମ୍ଭବ ଅସ୍ତ୍ରାଘାତରୁ ଦୂରରେ ରୁହନ୍ତୁ । ରାଗ ଦ୍ୱାରା ଆପଣ ନିଜର କ୍ଷତି କରିପାରନ୍ତି । ଆପଣ ଦାୟିତ୍ୱହୀନତା ଯୋଗୁଁ ଆପଣ ଲଜ୍ଜିତ ହୋଇପାରନ୍ତି । ସାବଧାନ ରୁହନ୍ତୁ ।

କର୍କଟ: ଆପଣ ଆପଣଙ୍କର ଦିନଟିକୁ ସାଙ୍ଗସାଥି ଏବଂ ପ୍ରିୟଜନମାନଙ୍କ ସହିତ ସୁଖରେ ବିତାଇ ପାରନ୍ତି । ଅତ୍ୟଧିକ ଆମୋଦପ୍ରମୋଦ ଆପଣଙ୍କୁ ଅତ୍ୟନ୍ତ ଖୁସି ରଖିପାରେ । ବ୍ୟବସାୟ ଆଡ଼କୁ ଦେଖିବାକୁ ଗଲେ ଆପଣ ଆର୍ଥିକ ଭାବରେ ଲାଭବାନ ହେବେ । ଆପଣ ଆପଣଙ୍କ ପାର୍ଟନର୍‌ଙ୍କଠାରୁ ଲାଭ ପାଇପାରନ୍ତି । ଛୋଟ ଯାତ୍ରାର ଅନୁଭବ ଆପଣଙ୍କର ସର୍ବଦା ମନେ ରହିବ । ସାମାଜିକ ଭାବରେ ଆପଣ ସମ୍ମାନ ଅର୍ଜନ କରିବେ ।

ସିଂହ: ବ୍ୟସ୍ତତା ଆପଣଙ୍କୁ ଆଜି ଅସୁବିଧାରେ ପକାଇପାରେ । ଦ୍ୱନ୍ଦ୍ୱ ଏବଂ ଦୁଃଖ ଆପଣଙ୍କୁ ଲାଗି ରହିବ । ଯାହାଦ୍ୱାରା ଆପଣ କଠିନ ହୃଦୟ ହୋଇଯିବେ । କିଛି କାରଣ ବଶତଃ, ଆପଣ କାର୍ଯ୍ୟ କରିବାବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଆପଣଙ୍କ ପେଶାରେ ଆପଣ ସହକର୍ମୀଙ୍କ ଠାରୁ କମ୍‌ ସାହାଯ୍ୟ ସହଯୋଗ ପାଇବେ । ବରିଷ୍ଠମାନଙ୍କ ସହ କଥାବାର୍ତ୍ତା କରିବା ବେଳକୁ ସାବଧାନତା ଅବଲମ୍ବନ କରନ୍ତୁ ।

କନ୍ୟା: ଆଜି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚି ଯାଇପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି କରି ପାରନ୍ତି । ଆଜି ନିବେଶକମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।

ତୁଳା: ଆଜି ଦିନଟିରେ ଆପଣ ଦାୟିତ୍ୱହୀନତା ଏବଂ ବ୍ୟସ୍ତତା ଅନୁଭବ କରିବେ । ଆପଣ ଆପଣଙ୍କ ମାଆଙ୍କ ବିଷୟରେ ବ୍ୟସ୍ତ ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ କାଗଜ ପତ୍ରରେ କଥାବାର୍ତ୍ତା କରିବା ବେଳେ ସତର୍କ ରୁହନ୍ତୁ । ଯଦି ସମ୍ଭବ, ଭ୍ରମଣ କରନ୍ତୁ ନାହିଁ । ଆପଣଙ୍କ ପରିବାରର ପରିବେଶ ଅସ୍ଥିର ଅବସ୍ଥାରେ ରହିପାରେ ।

ବିଛା: ଆଜି ଖୁସିବାସୀ ଆପଣଙ୍କର ଅନ୍ୟ ନାମ ହୋଇ ରହିବ । ଆପଣଙ୍କ ଖୁସି ବିସ୍ତାର୍ ଲାଭ କରିବ । ଫଳରେ ଆପଣ ଆଲୋଚନା ଏବଂ ଅନୁଷ୍ଠାନରେ ନିଜର ସମୟ ଲଗାଇ ପାରନ୍ତି । ଆପଣ ଆପଣଙ୍କ ବନ୍ଧୁଙ୍କ ସାଙ୍ଗରେ ଯୋଗାଯୋଗ କରିବା ପାଇଁ ଆନ୍ତରିକ ଭାବରେ ଚେଷ୍ଟା କରିବେ ମାତ୍ର ଅସଫଳ ରହିବେ । ଆପଣ ଅନୁଷ୍ଠାନ ଭିତରକୁ ପ୍ରବେଶ କରିବା କ୍ଷଣି ଏହା ଆପଣଙ୍କୁ ଲାଭ ଉପକରଣ ଯୋଗାଇବ । ନଚେତ ସେମାନଙ୍କ ସହ ନୂଆ ପ୍ରକଳ୍ପ ଆରମ୍ଭ କରିପାରନ୍ତି ।

ଧନୁ: ଆଜି ଦିନରେ ଆଜି ଆପଣ ଦ୍ୱନ୍ଦ୍ୱପୂର୍ଣ୍ଣ ରହିବେ । ଆପଣଙ୍କ ପରିବାରର ପରିବେଶ ଅସ୍ଥିର ଅବସ୍ଥାରେ ରହିପାରେ । ନିୟମିତ କାର୍ଯ୍ୟ କରିବାରେ ଆପଣ ସଂପୂର୍ଣ୍ଣ ଭାବରେ ଅକ୍ଷମ ରହିବେ । ଆପଣ ଚିନ୍ତିତ ଅନୁଭବ କରିପାରନ୍ତି । ଆଜି କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନେବାରୁ ବିରତି ରୁହନ୍ତୁ । ଆପଣ କେବଳ ପେଶା ଏବଂ ଘରୋଇ କାମରେ ମଜ୍ଜି ରହିବେ ।

ମକର: ଆପଣ ଗୋଟିଏ ପ୍ରାର୍ଥନା ସହ ଦିନଟିକୁ ଆରମ୍ଭ କରନ୍ତୁ । ଯାହାକି ଆପଣଙ୍କୁ ଅନୁକୂଳ ରଖିବ । ଆଜି ଆପଣ ଧର୍ମାର୍ଥ କାର୍ଯ୍ୟ କଳାପରେ ମଜ୍ଜି ରହିବେ । ଆପଣଙ୍କ ପରିବାରର ପରିବେଶ ଅନୁକୂଳ ରହିବ । ଆପଣଙ୍କ ସାଙ୍ଗ ଏବଂ ପ୍ରିୟଜନମାନଙ୍କଠାରୁ କିଛି ଉପହାର ପାଇବାର ଆଶା ଅଛି । ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ ଚାରିଆଡ଼େ ବହୁଳ ଭାବରେ ପ୍ରଭାବ ପକାଇବ । ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇପାରନ୍ତି ।

କୁମ୍ଭ: ଆପଣ ନିଜର ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନ୍ତୁ ନାହିଁ । ଠିକରେ ବିଶ୍ରାମ ନକରିଥିବାରୁ ଆଜି ସେ ତା’ର ପ୍ରଭାବ ଦେଖାଇବ । ଅସୁସ୍ଥତା ଅନୁଭବ କରିବେ । ଯେଉଁଥିରେ ମାନସିକ ସ୍ଥିରତା ଦରକାର । ବିଶ୍ରାମ ନେବା ପାଇଁ ଯଦି ସମ୍ଭବ ଛୁଟି ନେଇ ପାରନ୍ତି । କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁ ନହିଁ । ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅନ୍ତୁ । ଆଜି, ନିଜ ପ୍ରିୟଜନ ଆପଣଙ୍କୁ ବିରୋଧ କରି ପାରନ୍ତି । ଏଥିରେ ଗୁରୁତ୍ୱ ଦିଅନ୍ତୁ ନାହିଁ, ବରଂ ସେମାନଙ୍କ ନିର୍ଦ୍ଦେଶକୁ ନିରିକ୍ଷଣ କରନ୍ତୁ । ହୁଏତ ଆପଣ ଭୁଲ ହୋଇ ଥାଇପାରନ୍ତି, ବଦଳି ଯାଆନ୍ତୁ।

ମୀନ: ସାମାଜିକ ପ୍ରତିଷ୍ଠାକୁ ଅବମାନନା କରନ୍ତୁ ନାହିଁ । ଆଜି ସେଥିଯୋଗୁଁ କଷ୍ଟ ପାଇ ପାରନ୍ତି । ଏହା ମଧ୍ୟ ହୋଇପାରେ ଆପଣ କୌଣସି ସାଙ୍ଗ, ବନ୍ଧୁ ଅଥବା ମିତ୍ର ସହ ଅତି ମିଶିବା ପାଇଁ ସୁଯୋଗ ଖୋଜୁ ଥାଇ ପାରନ୍ତି । ଯେଉଁଥିରେ ଅନେକ ସମୟ ଖୁସିରେ ବିତିବ ଏବଂ ଏହାମଧ୍ୟ ହୋଇପାରେ ପରିଭ୍ରମଣର ପରିସମାପ୍ତି କରିପାରନ୍ତି । ଏପରି ସୁସଂଯୋଗ ଗ୍ରହଯୋଗ ଆପଣ ନିଜ ପାଇଁ ସାଇତିବା ଦରକାର । କାରଣ ସମସ୍ତ ସୁଯୋଗକୁ ଜୀବନସାରା ଉପଭୋଗ କରିବା ଆବଶ୍ୟକ । ଏହା ସହିତ ଏ ସମୟ ସର୍ବୋତ୍ତମ ଅଟେ । ପ୍ରେମିକା ବା ଜୀବନ ସାଥି ଖୋଜିବା ପାଇଁ ଭଲ ଦିନ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.