ETV Bharat / bharat

ନଭେମ୍ବର 18 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Nov 18, 2023, 12:00 AM IST

ମେଷ: ଆଜି ଆପଣ କାମ ଓ ପରିବାର ମଧ୍ୟରେ ସନ୍ତୁଳନତା ରକ୍ଷା କରିବାକୁ ଚେଷ୍ଟା କରିବେ । ଆପଣଙ୍କ ପିଲାମାନେ ଏହା କରିବାକୁ ପାଇଁ ଆପଣଙ୍କୁ ପ୍ରବର୍ତ୍ତାଇ ପାରନ୍ତି । କାର୍ଯ୍ୟସ୍ଥଳର ବ୍ୟସ୍ତତା ସମୟ ଅତିବାହିତ କରିବା ପରେ ଆପଣ ଘରେ ପିଲାମାନଙ୍କୁ ଟଙ୍କା ବିଷୟରେ କିଛି ଶିକ୍ଷା ଦେଇପାରନ୍ତି।

ବୃଷ: ଆଜି ପ୍ରେମ ଆପଣଙ୍କ ନିକଟକୁ ଆସିବ । ଅପରାହ୍‍ଣରେ ଆପଣ ଖୁସି ଓ ଖୋଲା ମନ ହୋଇ ବଞ୍ଚିବେ । ସଂଧ୍ୟା ସମୟରେ ଆପଣ ମନ ପ୍ରେମମୟ ରହିବ କାରଣ ଆପଣ ପ୍ରିୟଜନଙ୍କ ପ୍ରତି ଧ୍ୟାନ ଦେବେ ।

ମିଥୁନ: ଆପଣଙ୍କ ପେଶାଦାର ଆବଶ୍ୟକତା ଠାରୁ ଆପଣଙ୍କ ବ୍ୟକ୍ତିଗତ ଜୀବନ ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି ଆଜି ଅନୁଭବ କରିବେ । ସେଥିପାଇଁ ଆପଣ ନିଜ ପରିବାର ସଦସ୍ୟ ଓ ସେମାନଙ୍କ ଆବଶ୍ୟକତା ଗୁଡିକ ଉପରେ ଅଧିକ ଧ୍ୟାନ ଦେବେ । ଏହି ଦିନ ହସ ଉଲ୍ଲାସରେ ଭରିଯିବ ।

କର୍କଟ: ପ୍ରତ୍ୟେକ କ୍ଷେତ୍ର, ବ୍ୟକ୍ତିଗତ, ପେଶାଗତ କିମ୍ୱା ସାମାଜିକ ହେଉ, ଆପଣ ପ୍ରକୃତରେ ପ୍ରଭାବଶୀଳ ରହିବେ । ବିପୁଳ ଅର୍ଥ ଲାଭ ହେବ, ପେଶାଦାରଙ୍କ ପାଇଁ ପଦୋନ୍ନତି ଏବଂ ଦରମାରେ ବୃଦ୍ଧି ମଧ୍ୟ ହୋଇପାରେ । ଆଜି କୌଣସି ପ୍ରକାର ଭୁଲ ହେବ ନାହିଁ । କାର୍ଯ୍ୟର ଗୁଣବତ୍ତାରେ କମ୍‌ ନ ହୋଇ ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମାପ୍ତ ହୋଇପାରିବ, ଫଳରେ ଅଫିସ୍‌ର ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ ।

ସିଂହ: ଆଜି ସମସ୍ତ ଦୃଷ୍ଟିକୋଣରୁ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ରହିବେ । ଘରେ, ପରିବେଶ ବନ୍ଧୁତ୍ୱପୁର୍ଣ୍ଣ ଏବଂ ଶାନ୍ତ ରହିବ ଏବଂ ଅଫିସ୍‌ରେ ପରିବେଶ ଅନୁକୂଳ ରହିବ । ଅବଶ୍ୟ ଜଙ୍କ୍‌ ଖାଦ୍ୟ ଏବଂ ରେଷ୍ଟୁରାଣ୍ଟ୍‌ରୁ ଦୂରେଇ ରହନ୍ତୁ । ଏହା ଫଳରେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବ୍ୟବସାୟୀମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ଭଲ ଭାଗ୍ୟ ଆଣିଦେବ ।

କନ୍ୟା: ଆଜିର ଦିନ ଅସୁବିଧା ଏବଂ କଷ୍ଟ ଭରା ରହିବ । ଯଦି ଆପଣ ମନ, ଶରୀର ଏବଂ ମନୋବୃତ୍ତି ଆଶାବାଦୀ ରଖିବାରେ ସଫଳ ହେବେ । ତେବେ ଆଜିର ସମସ୍ତ ପ୍ରତିବନ୍ଧକ ଅତିକ୍ରମ କରିପାରିବେ । ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଏକ ପରୀକ୍ଷାର ଦିନ ରହିବ ଯେହେତୁ ଆପଣଙ୍କର ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପରିବାର ସଦସ୍ୟ ଯଶ ହାନୀ ହୋଇପାରେ । ଟଙ୍କା ଅତ୍ୟଧିକ ଖର୍ଚ୍ଚ ହୋଇପାରେ ।ତେଣୁ ପରିପକ୍ୱତାର ସହିତ ସମସ୍ୟା ସମାଧାନ କରନ୍ତୁ ଏବଂ ପ୍ରତ୍ୟେକ ପଦକ୍ଷେପରେ ସତର୍କତା ଅବଲମ୍ବନ କରନ୍ତୁ ।

ତୁଳା: ସମସ୍ତ ଆରମ୍ଭ ଭଲରେ ଶେଷ ହୋଇ ନଥାଏ । ଯଦି ଆପଣ ନୂଆ କାର୍ଯ୍ୟ କିମ୍ୱା ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ସକାଳ ସମୟରେ ହିଁ ଆରମ୍ଭ କରନ୍ତୁ, ଏହା ଫଳପ୍ରଦ ହୋଇପାରେ । କାରଣ ଅପରାହ୍ନରେ, ଆପଣ ଶାରିରୀକ ଏବଂ ମାନସିକ ଭାବରେ କ୍ଲାନ୍ତ ଅନୁଭବ କରିପାରନ୍ତି । ଏଭଳି କାର୍ଯ୍ୟ ଆପଣ ଆରମ୍ଭ କରିବେ ନାହିଁ ଯାହାକି ଆପଣଙ୍କ ପାଇଁ କଷ୍ଟଦାୟକ ଏବଂ ମନରେ ଷ୍ଟ୍ରେସ୍‌ ଦେବ ।

ବିଛା: ଆଜିର ଦିନ ହତାଶରେ ଆରମ୍ଭ ହେବ ଏବଂ ଆଶାବାଦୀରେ ଶେଷ ହେବ । ସକାଳରେ ସବୁ ଦୃଷ୍ଟିକୋଣରୁ କଷ୍ଟକର ହେବ। ଅଧିକ କାର୍ଯ୍ୟଭାର ଏବଂ ଆଶାନୁରୁପ ଫଳ ପ୍ରାପ୍ତ ନକରିବା ଆପଣଙ୍କ ଉତ୍ସାହକୁ କମ୍‌ କରିଦେବ। କିନ୍ତୁ ଅପେକ୍ଷା କରନ୍ତୁ, ସନ୍ଧ୍ୟା ବେଳକୁ ପରିସ୍ଥିତିରେ ଉନ୍ନତି ହେବ । ଘରେ ଆପଣ କଳହ ଏବଂ ଅର୍ଥହୀନ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ ।

ଧନୁ: ଆପଣ ହସ୍ତଶିଳ୍ପ ଦ୍ଵାରା ବିମୋହିତ ହେବେ ଓ ଏହାକୁ ଆପଣଙ୍କ ବ୍ୟବସାୟ ଭାବେ ଗ୍ରହଣ କରିବା ଯୋଜନା କରିପାରନ୍ତି । ଆପଣ ଜଣେ ପାରିବାରିକ ବ୍ୟକ୍ତି ଓ ଆପଣଙ୍କ ପ୍ରିୟଜନଙ୍କୁ ଧ୍ୟାନ ଦିଅନ୍ତୁ । ଆପଣଙ୍କ ପ୍ରେମ ବଢିପାରେ ।

ମକର: ଆଜି ଆପଣ ଯାହା ଚାହିଁବେ ତାହା କରିବେ । ନିଷ୍ଠା ଦ୍ବାରା ଅନେକ ଜିନିଷ ହାତେଇବେ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ସେଥିପାଇଁ ଆପଣଙ୍କୁ ସମର୍ପଣର କଳା ଶିଖିବାକୁ ପଡିବ। ଏହା କେବଳ ଆପଣଙ୍କ କାନ୍ଧରୁ ଚାପ କମାଇବ ତାହା ନୁହେଁ, ଶେଷ ଫଳାଫଳର ପରିମାଣ ମଧ୍ୟ ବଢିବ।

କୁମ୍ଭ: ଆଜି ଆପଣଙ୍କ ଉପର ଅଧିକାରୀମାନଙ୍କ କ୍ରୋଧର ଶିକାର ହୋଇପାରନ୍ତି, ସେଥିପାଇଁ ସତର୍କ ରୁହନ୍ତୁ। ଆପଣଙ୍କ ସହକର୍ମୀମାନେ ମଧ୍ୟ ଅଧାମନରେ ଆପଣଙ୍କୁ ସମର୍ଥନ ଦେବେ। କିନ୍ତୁ ସଂଧ୍ୟା ସମୟରେ ଆପଣ ଯାହା ଇଚ୍ଛା କରନ୍ତୁ। ବାହାରେ ଯାଇ ଖିଆ ପିଆ ଓ ବୁଲାବୁଲି କରିପାରନ୍ତି।

ମୀନ: ଆଜି ଆପଣ ଯେଉଁ ଟଙ୍କା କାରବାର କରିବେ ସେଥିରେ ଠିକ ଭାବେ ହିସାବ ଓ ମୂଲ୍ୟାୟନ କରନ୍ତୁ। ବୁଝି ବିଚାରି କାର୍ଯ୍ୟ କରନ୍ତୁ। କାର୍ଯ୍ୟରେ ଆପଣଙ୍କ ବେଗ କମାନ୍ତୁ। ସଂଧ୍ୟା ସମୟରେ ଆପଣ କିଣାକିଣିରେ କିମ୍ଵା ଲଳିତ କଳାର ପ୍ରଶଂସାରେ ନିଜକୁ ସମ୍ପୃକ୍ତ କରିପାରନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.