ETV Bharat / bharat

Horoscope: ମେ’ 19 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢ଼ନ୍ତୁ, ଆଜିର ରାଶିଫଳ

Horoscope
Horoscope
author img

By

Published : May 19, 2023, 12:06 AM IST

ମେଷ: ଆପଣ କାର୍ଯ୍ୟସ୍ଥଳରେ ସାହସୀ ପଦକ୍ଷେପ ନେଇପାରନ୍ତି । ଏପରିକି ଆପଣଙ୍କ ମନରେ କିଛି ଅଭିନବ ଧାରଣା ଓ ମତ ମଧ୍ୟ ଆସିପାରେ । କିନ୍ତୁ, ଅପରାହ୍‍ଣ ବେଳକୁ ଆପଣ କ୍ଷତିରେ ପଡିବେ । ଏହା ଦ୍ଵାରା ଆପଣ କାମରୁ କିଛି ସମୟ ବିରତି ନେଇ ନିଜକୁ ରିଚାର୍ଜ କରିବେ ।

ବୃଷ: ଆପଣ ନୂଆ ଫ୍ରିଜ୍‍ ଭଳି ଦୀର୍ଘସ୍ଥାୟୀ ଜିନିଷ କିଛି କିଣିପାରନ୍ତି । ଏହା ପରେ ଆପଣ ଏକ ପ୍ରଦର୍ଶନୀ ଯାଇ କିଛି କଳାତ୍ମକ ଓ ଆକର୍ଷକ ଜିନିଷ ଆଣିପାରନ୍ତି ।

ମିଥୁନ: ଆପଣ ପାରିବାରିକ ପର୍ବ ଓ ସାମାଜିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରିବା ପାଇଁ ବହୁତ ଭଲ ପାଆନ୍ତି । ଆଜି ଆପଣଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ଆପଣ ଅପରାହ୍‍ଣରେ ଆପଣଙ୍କ ଘରର ରୂପ ବଦଳାଇବାକୁ ଯୋଜନା କରନ୍ତୁ । ସଂଧ୍ୟା ସୁଦ୍ଧା, ଆପଣ ଆପଣଙ୍କ ପୂର୍ବ ଅବସ୍ଥାକୁ ଆସି ଜଣେ ଛୋଟ ବେଳର ବନ୍ଧୁଙ୍କ ସହ ଏକ ଲୋକପ୍ରିୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

କର୍କଟ: ଆଜି ଆପଣ ବହୁତ ଦିନ ଧରି ନୂଆ ଘର କିଣିବାକୁ କିମ୍ଵା ବର୍ତ୍ତମାନର ଘରକୁ ନୂଆ କରିବା ପାଇଁ କରିଥିବା ଯୋଜନା ଉପରେ କାମ କରିବା ଆରମ୍ଭ କରିପାରନ୍ତି । ବ୍ୟବସାୟରେ ମଧ୍ୟ କିଛି ଟଙ୍କା ନିବେଶ ପାଇଁ ଆପଣଙ୍କ ନିକଟରେ ଟଙ୍କା ରହିବ ।

ସିଂହ: ସବୁ ପରିବାରରେ କିଛି କିଛି ସମସ୍ୟା ଥାଏ । ଆଜି ଆପଣଙ୍କର ନିଜ ଭାଇଭଉଣୀ ଓ ପରିବାରର ଅନ୍ୟ ସଭ୍ୟମାନଙ୍କ ସହ ମତଭେଦ ହୋଇପାରେ । ଟଙ୍କା ଓ ସମ୍ପତ୍ତି ଆପଣଙ୍କ ଚିନ୍ତାର ମୁଖ୍ୟ ବିଷୟ ହେବ । କାର୍ଯ୍ୟସ୍ଥଳରେ ମଧ୍ୟ ସହକର୍ମୀମାନଙ୍କ ସହ ଆନମନା ହୋଇପାରେ । ଆଜି ଆପଣଙ୍କୁ ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ ।

କନ୍ୟା: ଲୋକମାନଙ୍କୁ ଓ ସମ୍ପର୍କକୁ ସମ୍ଭାଳିବାରେ ଆପଣ ଅଭିଜ୍ଞ । ଦିବସର ଦ୍ଵିତୀୟାର୍ଦ୍ଧରେ ଆପଣ କିଛି ଘଟଣାଗୁଡିକ ବିଷୟରେ ଚିନ୍ତିତ ହୋଇଯାଇପାରନ୍ତି । ଦିନର ଶେଷ ସମୟରେ ଆପଣ ଚିନ୍ତିତ ହେବେ ଯେତେବେଳେ ଆପଣ ଜାଣିପାରିବେ ଯେ ମଜା ଓ କୌତୁକପୂର୍ଣ୍ଣ ସମୟ ପାଇ ବହୁତ ଖର୍ଚ୍ଚ ପଡିଥାଏ ।

ତୁଳା: ସମୟ ବହୁତ ମୂଲ୍ୟବାନ । ଆଜି ଏହି ବାକ୍ୟର ଗୁରୁତ୍ଵ ବହୁତ ରହିବ କାରଣ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପରିଣାମର ସମୟ ଚିହ୍ନଟ କରିବେ । ଆପଣଙ୍କ ପାଇଁ ପ୍ରତି ସେକେଣ୍ଡ ମୂଲ୍ୟବାନ ହେବ । ସବୁ ଠିକ ଠାକ କରିବା ପାଇଁ ପୁରୁଣା ସମୟ ଭଳି ଯୋଜନା କରିପାରନ୍ତି ।

ବିଛା: କାର୍ଯ୍ୟସ୍ଥଳରେ ଆପଣ ନିଜର ଅଦ୍ଵିତୀୟ କାର୍ଯ୍ୟଦକ୍ଷତା ପାଇଁ ଧ୍ୟାନର କେନ୍ଦ୍ର ହୋଇ ରହିବେ । ବ୍ୟବସାୟ ଆପଣଙ୍କ ପାଇଁ ମଜାଦାର ଓ ଚିତ୍ତାକର୍ଷକ ହେବ ।

ଧନୁ: ଆପଣଙ୍କ ପ୍ରିୟଜନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଆପଣଙ୍କୁ ଉତ୍ତରଦାୟୀତ୍ଵ ବହନ କରିବାକୁ ପଡିପାରେ । ଅପରାହ୍‍ଣରେ ଏକ ବ୍ୟବସାୟିକ ଯାତ୍ରାରେ ଯାଇପାରନ୍ତି । ଅବଶ୍ୟ, ଚିତ୍ତବିନୋଦନ ଯୁକ୍ତ ଆଉଟିଙ୍ଗ ମଧ୍ୟ ଆପଣଙ୍କ ପାଇଁ ଭଲ ବିକଳ୍ପ ହୋଇପାରେ । କିନ୍ତୁ ପ୍ରସାଧନ ସାମଗ୍ରୀ ବ୍ୟବହାର ଦ୍ଵାରା ଆପଣଙ୍କ ଖର୍ଚ୍ଚ ବଢିପାରେ ।

ମକର: କାମ କରିବା ଓ ନିଜର ଦାବିଗୁଡିକ ପୂରଣ କରିବାରେ ଦିନ ଶେଷ ହୋଇଯିବ। ଏଥିରେ ଆପଣ ଆପଣଙ୍କ ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହ ଅଧିକ ସମୟ ଖର୍ଚ୍ଚ କରିବେ । ଆପଣଙ୍କ ବସ୍‍ଙ୍କ ସହ ଗପିବାରେ ଆପଣଙ୍କ ସମୟ ଯିବ ।

କୁମ୍ଭ: ଆପଣ ବିଭିନ୍ନ ଧାରଣାଗୁଡିକୁ ଆଜି କାର୍ଯ୍ଯକାରୀ କରିବେ । ପ୍ରଶଂସା ପାଇବେ । ଆପଣ ନିଜ ଜୀବନକୁ ଅଧିକ ଭଲ ପାଇବା ସହ ଏହାର ମୂଲ୍ୟ ଅଧିକ ଭଲ ଭାବେ ବୁଝିବେ । ଆପଣଙ୍କ ମାଆ ବାରମ୍ବାର ଆପଣଙ୍କୁ କହୁଥିବା ପବିତ୍ର ଧର୍ମଗ୍ରନ୍ଥ ଆଜି ଆପଣ ପଢିପାରନ୍ତି ।

ମୀନ: ଆଜି ଆପଣ ଦ୍ଵନ୍ଦ୍ଵରେ ରହିବେ । ଯାହା ଫଳରେ ଆପଣ ଏକ ଦୃଢ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ । ଆପଣଙ୍କ ମନରୁ ଦ୍ଵନ୍ଦ୍ଵ ନ ବାହାରିବା ପର୍ଯ୍ୟନ୍ତ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.