ETV Bharat / bharat

୧୭ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jan 17, 2022, 6:58 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନ

୧୭ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
୧୭ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଆଜି ଦିନରେ ଆପଣ ଭାବପ୍ରବଣ ହୋଇପାରନ୍ତି । ଆଜି ଆପଣ ସାଧନା ସମ୍ପର୍ଣ୍ଣ ବୋଲି ପ୍ରମାଣ କରିବେ ଓ ସଫଳତା ମଧ୍ୟ ପାଇବେ । ଆପଣଙ୍କ କ୍ଷମତା ଉପରେ ଆତ୍ମବିଶ୍ଵାସୀ ହୁଅନ୍ତୁ, କଠିନ ପରିଶ୍ରମ କରନ୍ତୁ ଓ ମିତବ୍ୟୟିତା ଉପରେ ବିଶ୍ଵାସ ରଖନ୍ତୁ ।

ବୃଷ: ଆଜି ଦିନରେ ଆପଣ ବ୍ୟସ୍ଥତା ଅନୁଭବ କରିବେ । ଆର୍ଥିକ ଦାୟିତ୍ଵକୁ ନେଇ ଚିନ୍ତିତ ରହିପାରନ୍ତି । ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । ଆଜି ଆପଣଙ୍କୁ ଟଙ୍କା ପ୍ରାପ୍ତି ହେବାର ସୁଯୋଗ ରହିଛି । ଯଦି ଆପଣ ଠିକ ନିଷ୍ପତ୍ତି ନେବେ, ତେବେ ତାହା ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ବହୁତ ଭଳ ଫଳ ଦେବ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଜୀବନ ସାଥୀଙ୍କ ସହ ଆଜି ଅଧିକ ସମୟ ବିତାଇବା ସହ ଭାବପ୍ରବଣ ମଧ୍ୟ ହେବେ । ସଂଧ୍ୟା ସମୟରେ ଆପଣଙ୍କ ବୁଦ୍ଧି ଓ ଜ୍ଞାନକୁ ନେଇ ବେଶ ପ୍ରଶଂସିତ ହେବେ ।

କର୍କଟ: ଆଜି ବ୍ୟବସାୟୀ ମାନେ ଚିନ୍ତିତ ରହିବେ । ନିଜ ବ୍ୟବସାୟକୁ ନେଇ ନିଜେ ନିଜକୁ ପ୍ରଶ୍ନ କରିବେ । ଉତ୍ପାଦନକାରୀ ନୂଆ ଉତ୍ପାଦ ବଜାରକୁ ଛାଡିବାରେ ବିଳମ୍ଵ କରିବା ଆବଶ୍ୟକ । କାହିଁକିନା ଆଜି ବିଳମ୍ବରେ ଦେଲେ ବି ଆପଣ ଉତ୍ପାଦ ଉଚ୍ଚଦରରେ ବିକ୍ରି ହେବ ।

ସିଂହ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଏତେ ଫଳପ୍ରଦ ହେବ ନାହିଁ । ନିଜର ବ୍ୟକ୍ତିତ୍ବକୁ ନେଇ ଅନେକ ପ୍ରଶ୍ନର ସମ୍ନୁଖୀନ ହୋଇ ପାରନ୍ତି । କାର୍ଯ୍ୟସ୍ଥଳରେ କିଛି ଲୋକ ଆପଣଙ୍କ ଧୌର୍ଯ୍ୟର ପରୀକ୍ଷା କରିପାରନ୍ତି । ଆପଣଙ୍କୁ ପ୍ରଶ୍ନ କରୁଥିବା ବ୍ୟକ୍ତିଙ୍କୁ ଭାବିଚିନ୍ତି ଉତ୍ତର ରଖନ୍ତୁ ।

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଲାଭଜନକ ହେବ । ବହୁଦିନରୁ ଯୋଜନା କରିଥିବା କାର୍ଯ୍ୟର ଆରମ୍ଭ କରନ୍ତୁ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରେ ଏବଂ ଭବିଷ୍ୟତକୁ ଉଜ୍ବଳମୟ କରିପାରେ । ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି ଏବଂ କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ସରକାରଙ୍କ ଠାରୁ ଅର୍ଥ ଲାଭ ଯୋଗ ଅଛି | ଅନେକ କଠିନ କାର୍ଯ୍ୟ ଆଜି ଆପଣଙ୍କ ପାଇଁ ସହଜ ହେବ ।

ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ । କାର୍ଯ୍ୟରେ ସହକର୍ମୀମାନଙ୍କଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ । ଆଜି ଧାର୍ମିକ ସ୍ଥାନକୁ ଭ୍ରମଣ କରିପାରନ୍ତି । ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ । ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଭୁଲନ୍ତୁ ନାହିଁ । କିଛି ଶୁଭ ଖବର ଆଜି ଆପଣଙ୍କୁ ଖୁସୀ ଦେଇପାରେ ଏବଂ ଭଲ ଭାବରେ ଦିନ କଟାନ୍ତୁ ।

ବିଛା: ଆଜି ଆପଣଙ୍କ ଉପରେ କାର୍ଯ୍ୟର ଚାପ ବଢି ଚାଲିବ । କିନ୍ତୁ ଆପଣ ଧୌର୍ଯ୍ୟର ସହ ସେଗୁଡିକୁ ସମ୍ଭାଳିବେ । ତେବେ ଚାପରୁ କିପରି ମୁକ୍ତ ରହିବେ ସେନେଇ ଧ୍ୟାନ ଦିଅନ୍ତୁ ।

ଧନୁ: ଆଜିର ଦିନରେ ଆପଣ ଭାବୁକ ହୋଇପାରନ୍ତି । ଅନେକ ସୁଖ ଦୁଃଖ ଅବସ୍ଥା ଦେଇ ଗତି କରିପାରନ୍ତି । ଏହା କିନ୍ତୁ ଆପଣଙ୍କ କାମ ପ୍ରତି ଥିବା ସଂକଳ୍ପ ଓ ନିଷ୍ଠାକୁ ପ୍ରଭାବିତ କରିପାରିବ ନାହିଁ ।

ମକର: ଆଜିରେ ଦିନରେ ଆପଣ ଚିନ୍ତିତ ରହିବେ । ବ୍ୟସ୍ତବହୁଳ ଜୀବନରୁ ବାହାରି ଏକୁଟିଆ ରହିବାକୁ ପସନ୍ଦ କରିବେ । କାମରେ ବ୍ୟସ୍ତ ରହିବେ । କିନ୍ତୁ ଧୌର୍ଯ୍ୟର ସହ ସମସ୍ତ କାମକୁ ଆପଣ ଅତି ସହଜରେ କରିବେ ।

କୁମ୍ଭ: ଆପଣ ଆଜି କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଯଦି କାହାକୁ ସାଙ୍ଗରେ ନେବାକୁ ଚାହୁଁଛନ୍ତି ତେବେ ସତର୍କ ରୁହନ୍ତୁ । ଖାଦ୍ୟପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଶୁଭଫଳ ପ୍ରାପ୍ତି ହେବ ।

ମୀନ: ଆଜିର ଦିନରେ ଆପଣ ଉଚ୍ଚଭିଳାଷି ହେବେ । ଉଚ୍ଚ ଧାରଣାକୁ ମନରେ ରଖି ଆପଣ ସମସ୍ତ କାମକୁ ଅତି ସହଜରେ ସମାପ୍ତ କରିବେ । ଆପଣଙ୍କୁ ଆଜି ଅନେକ ଲୋକ ପ୍ରଶଂସା ମଧ୍ୟ କରିବେ । କିନ୍ତୁ କାହାରି କଥାରେ ଆପଣ ଭାବପ୍ରବଣ ହୁଅନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.