ETV Bharat / bharat

୧୬ ଫେବୃଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

୧୬ ଫେବୃଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
୧୬ ଫେବୃଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
author img

By

Published : Feb 16, 2022, 12:16 AM IST

ମେଷ : ଆଜିର ଦିନଟି ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଏତେଟା ଭଲ ନାହିଁ । ଆପଣଙ୍କ ବନ୍ଧୁ ଏବଂ ପଡୋଶୀଙ୍କ ସହିତ କେତେକ ବୌଦ୍ଧିକ ଆଲୋଚନାରେ ଲିପ୍ତ ହୋଇପାରନ୍ତି, କିନ୍ତୁ ଏହାକୁ ନେଇ ଯୁକ୍ତିତର୍କ ହୋଇପାରେ, ତେଣୁ ଏଥିରୁ ଦୁରେଇ ରୁହନ୍ତୁ। ବ୍ୟସ୍ତତା ଭିତରେ ଗତି କରିବେ ।ରାତି ସାରା ଆନିଦ୍ରା ରହିପାରନ୍ତି । ଫଳରେ ମାନସିକ ଏବଂ ଶାରିରୀକ ସ୍ତରରେ ଅସୁସ୍ଥ ହୋଇ ପଡିବେ । ଭ୍ରମଣ ଯୋଜନା ଯଦି ରହିଛି ତେବେ ଅନ୍ୟ କୌଣସି ଦିନ ପାଇଁ ଧାର୍ଯ୍ୟ କରନ୍ତୁ । ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।

ବୃଷ: କୌଣସି ଖବର ପାଇଁ ବ୍ୟସ୍ଥତା ଅନୁଭବ କରିବେ । ଦୈନନ୍ଦିନ କାର୍ଯ୍ୟକୁ ସୁଚାରରୂପେ ତୁଲାଇବେ । ଆଜି ଆପଣ ସଂପୁର୍ଣ୍ଣ ଭାବରେ ସକ୍ରିୟ ରହିବେ, ଆପଣଙ୍କ ଭାଇ ଭଉଣୀଙ୍କ ସହିତ ତାଳମେଳରେ ଉନ୍ନତି ହେବ ଏବଂ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ମହିଳା ମାନେ ସ୍ବାମୀଙ୍କୁ ରୁଚିକର ଖାଦ୍ୟ ଖାଇବାକୁ ଦିଅନ୍ତୁ, ଉପହାର ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ, କାଉକୁ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ ଶୁଭ ଫଳ ପ୍ରାପ୍ତି ହେବ ।

ମିଥୁନ: ଆପଣ ଆଜି କିଛି ହଜିଯାଇଥିବା ଭଳି ଅନୁଭବ କରିବେ,ଯେହେତୁ ଅଶାନ୍ତି ଏବଂ ନିରାଶାବାଦୀର ଅନୁଭବ ଆପଣଙ୍କ ମନକୁ ପ୍ରଭାବିତ କରିବ । ଶାରିରୀକ ଭାବରେ ଆପଣ ସୁସ୍ଥ ଅନୁଭବ ନ କରିପାରନ୍ତି ଏବଂ ଘରେ ପରିସ୍ଥିତି ଏତେ ଅନୁକୂଳ ରହିବ ନାହିଁ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଏକାଗ୍ରତା ରଖିବା କଷ୍ଟ ଅନୁଭବ କରିବେ । ଅବଶ୍ୟ ଦିନତ ମଧ୍ୟ ଭାବରେ ପରିସ୍ଥିତିରେ ଉନ୍ନତି ହେବ । ଭଗବାନ ଶୀବଙ୍କ ମୁଣ୍ଡରେ ଦୁଦୁରା ଫୁଲ ଅର୍ପଣ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।

କର୍କଟ: ଆପଣ ନିଜର କ୍ରୋଧ ପ୍ରକୃତିକୁ ନିଜ ନିଯନ୍ତ୍ରଣକୁ ଆଣିପାରିଲେ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ହେବ | ମାନସିକ ଉତ୍ତେଜନା ତୀବ୍ର ହେବ, ଏହା ଫଳରେ ଆପଣଙ୍କ ଅନଧିକାର ଚର୍ଚ୍ଚା ସାରାଦିନକୁ ଅଶାନ୍ତ କରିପାରେ | ମାନସିକ ଓ ଶାରୀରିକ ସୁସ୍ଥତା ଆଶାତୀତ ଭାବେ ବୃଦ୍ଧି ପାଇପାରେ | ଆପଣଙ୍କ ମନ, ଶରୀର ଓ ଉତ୍ସାହ ମଧ୍ୟରେ ଥିବା ଏକତା ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ | ଅପରାହ୍ନ ପରେ ଅଯଥା ଅବାନ୍ତର କଥା ଚିନ୍ତା ଆପଣଙ୍କ ମନକୁ ଭାରାକ୍ରାନ୍ତ କରିପାରେ | ପରିବାର ସହ ନିଜର ଦୁଋଖ ବାଣ୍ଟନ୍ତୁ ନଚେତ କୌମଶଇ କଓଳଆ ଶଅତଆଖଉ ଯଆନ୍ତୁ । ପଷୁଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।

ସିଂହ: ଦିନର ପ୍ରାରମ୍ଭରୁ ଭୋଗୁଥିବା ଅଶାନ୍ତି ୟେପରି ଦିବସର ଅବଶିଷ୍ଟ ଖୁସିର ଦିବସକୁ ନଷ୍ଟ ନ କରେ, ସେଥିପ୍ରତି ସତର୍କତା ଅବଲମ୍ଵନ କରନ୍ତୁ | ଆପଣ ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ | ବିଶେଷତଃ ନିଜର ପ୍ରିୟଜନଙ୍କ ଆଗରେ ନିଜର ବାର୍ତ୍ତାଳପରେ ଅସଞ୍ଜମତା ଦେଖାଇଲେ କଳହର ସୂତ୍ରପାତ ହୋଇପାରେ ଏବଂ ସମ୍ପର୍କରେ ତିକ୍ତତା ଦେଖାଯାଇପାରେ | ତୁଚ୍ଛକଥାକୁ ନେଇ ମୁଁହ ହୁଡାହୁଡି ହେବା ପରିବର୍ତ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ୟତ୍ନନେବା ବାଞ୍ଛନୀୟ ଅଟେ | ଯଦି ଆପଣଙ୍କର ବାର୍ତ୍ତାଳପ ଯୁକ୍ତିସଙ୍ଗତ, ତଥାପି ଆପଣ ଶାନ୍ତ ରୁହନ୍ତୁ | ତାହାହେଲେ ଦିବସର ଶେଷାର୍ଦ୍ଧ ସୁଖ ଶାନ୍ତିରେ ଅତିବାହିତ କରିବେ | ନୂତନ ଚିନ୍ତାଧାରାରେ ଯୋଜନା କରି କାର୍ଯ୍ୟ ଆରମ୍ଭ କରିବେ ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା କଷ୍ଟସାଧ୍ୟ ହେବନାହିଁ | ନିଜର ପ୍ରିୟଜନଙ୍କ ସଙ୍ଗେସଙ୍ଗେ ବନ୍ଧୁତ୍ୱର ସମ୍ପର୍କ ନିବିଡ ହେବ ।

କନ୍ୟା: ଦିନର ପ୍ରଥମାର୍ଦ୍ଧ ବୃତ୍ତିରେ, କର୍ମରେ ଏବଂ ସାମାଜିକ ସ୍ତରରେ ଆତ୍ମସନ୍ତୋଷ ମିଳିବା ସହିତ ସୁଖରେ ସମୟ ଅତିବାହିତ ହେବ । ବନ୍ଧୁ ତଥା ପରିବାରର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇ ହସଖୁସିରେ ସମୟ କଟିବାର ଯୋଜନା କରିପାରନ୍ତି । ଏହା ଫଳରେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇପାରେ ଏବଂ ମାନସିକ ଚିନ୍ତା ବୃଦ୍ଧି ପାଇପାରେ । ଆପଣ ନିଜର ବନ୍ଧୁବାନ୍ଧବଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ମାତ୍ର କୌଣସି ପ୍ରକାର ପ୍ରଭାବିତ ନ ହୋଇ କୂଟନୀତି ପ୍ରୟୋଗ କରି ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ ।ଏପରି କରିବା ଦ୍ୱାରା ସେମାନଙ୍କ ସଙ୍ଗେସଙ୍ଗେ ଭୁଲବୁଝାମଣା ହେବନାହିଁ କି ଝଗଡା ମଧ୍ୟ ହେବନାହିଁ । ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ, ସତର୍କତା ଅବଲମ୍ଵନ କରନ୍ତୁ |

ତୁଳା: ଆଜିର ଦିନଟି ଆପଣଙ୍କ ନିମନ୍ତେ ଶୁଭ ଫଳଦାୟକ ଅଟେ । ଆଜି ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ | ବୃତ୍ତିରେ ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବ ଏବଂ ଏଥିପାଇଁ ଉପକୃତ ହେବେ । ଆପଣଙ୍କର ପଦୋନ୍ନତି ହୋଇପାରେ କିମ୍ଵା ଦରମା ବୃଦ୍ଧି ଘଟିପାରେ | ପାରିବାରିକ ଜୀବନ ସୁଖମୟ ହେବ | ପରିବାରର ସଦସ୍ୟଙ୍କ ସହ ପରିଭ୍ରମଣରେ ଯିବାପାଇଁ ଯୋଜନା କରିପାରନ୍ତି । ଏପରି ଯୋଜନା କୁ କାର୍ଯ୍ୟକାରୀ କରିବାକୁ ଆଜି ଚେଷ୍ଟାକଲେ ଭଲହେବ । ଅବିବାହିତ ବ୍ୟକ୍ତିମାନେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଆଜି ହେଉଛି ଶୁଭ ଦିନ । ଶାରୀରିକ ସୁସ୍ଥତା ବଜାୟ ରହିବ |

ବିଛା: ଭଗବାନ ତଥା ଗ୍ରହ ମାନଙ୍କ ପ୍ରଭାବରୁ ଦିନଟି ଭଲରେ କଟିବ । ପ୍ରତିକ୍ଷେତ୍ରରେ ଆପଣ କୃତକାର୍ଯ୍ୟ ହେବେ | ଚାକିରୀରେ ପଦୋନ୍ନତି, ଦରମା ବୃଦ୍ଧି, ବିଦେଶ ୟାତ୍ରା ହୋଇପାରେ | ଶାରୀରିକ ସୁସ୍ଥତା ବଜାୟ ରହିବ | ମୌଜ ମଜଲିସରେ ସମୟ କାଟିବେ | ବନ୍ଧୁମାନଙ୍କ ସହ ପରିଭ୍ରମଣରେ ୟାଆନ୍ତୁ | ନୂତନ ଯୋଜନା କରି କାର୍ଯ୍ୟ ଆରମ୍ଭ କରନ୍ତୁ ଏବଂ ଆପଣଙ୍କର କର୍ମଦକ୍ଷତା ପ୍ରଦର୍ଶନ କରି ଉପରିସ୍ଥ ହାକିମଙ୍କୁ ପ୍ରଭାବିତ କରନ୍ତୁ, ଯାହାଦ୍ୱାରା ଆପଣ ଆତ୍ମସନ୍ତୋଷ ଲାଭ କରିବେ | ଏବଂ ଶୁଭ ଫଳାଫଳ ପାଇପାରିବେ |

ଧନୁ: ଦିନର ପ୍ରାରମ୍ଭରୁ ପ୍ରତି ଘଣ୍ଟା ଅନ୍ତରରେ ଆପଣଙ୍କର ଉନ୍ନତି ଆରମ୍ଭ ହେବ | କ୍ରୋଧ, ହତାଶା, ହତୋତ୍ସାହ କିମ୍ଵା ଅଳସୁଆମିକୁ ପରିତ୍ୟାଗ କଲେ ଆଗକୁ ଅଗ୍ରଗତି କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ | କଳହପ୍ରିୟ ଲୋକଙ୍କ ସଙ୍ଗେ କୌଣସି ସମ୍ପର୍କ ରଖନ୍ତୁ ନାହିଁ କି ସେମାନଙ୍କ ସଙ୍ଗେ କୌଣସି ବାର୍ତ୍ତାଳପ କରନ୍ତୁ ନାହିଁ | ଏହାଦ୍ୱାରା ଆପଣଙ୍କ ଦିନଟି ଅଯଥାରେ କଟିବ | ଅପରାହ୍ନ ପରେ ପାରିବାରିକ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁମାନେ ଆପଣଙ୍କ ଘରକୁ ଆସିବେ ଏବଂ ଖୁସି ଖବର ଶୁଣାଇ ଆପଣଙ୍କୁ ଆମୋଦିତ କରିବେ | ବିବାଦୀୟ ଦିନଟିରେ ନିଜର ମନଟିକୁ ପ୍ରଫୁଲ୍ଳ ରଖିବାକୁ ଧ୍ୟାନ ଏବଂ ଯୋଗ କରନ୍ତୁ ।

ମକର: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ପ୍ରଥମାର୍ଦ୍ଧରେ କର୍ମଜୀବିମାନେ ଲାଭବାନ ହେବେ ଏବଂ ସୁଫଳ ପ୍ରାପ୍ତି ହୋଇପାରେ । ଆଜି ଆପଣ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ନିଜର ବନ୍ଧୁ ଓ ପରିବାରର ସଦସ୍ୟମାନଙ୍କସହ ପରିଭ୍ରମଣରେ ଯିବାକୁ ମନସ୍ଥ କରିବେ । ମାତ୍ର ମଧ୍ୟାହ୍ନ ପରେ ଅବସ୍ଥାରେ କିଛି ଅବନତି ଦେଖାଦେଇପାରେ | ସ୍ୱାସ୍ଥ୍ୟର ଅବନତି ଘଟିପାରେ । ମାନସିକ ଶାନ୍ତି ପାଇବାପାଇଁ ଧ୍ୟାନ ଓ ଯୋଗ କରନ୍ତୁ । ଅପଚିନ୍ତା ମନକୁ ଆଚ୍ଛନ୍ନ କରିବା ଫଳରେ ଦିନଟିକୁ ଶୁଖ ଶାନ୍ତିରେ ଉପଭୋଗ କରିପାରିବେ ନାହିଁ । ତେଣୁ ମନରୁ ଦୁଃଶ୍ଚିନ୍ତା ପ୍ରତ୍ୟାହାର କରନ୍ତୁ | ଶିବଙ୍କ ମଥାରେ ଦୁଦୁରା ଫୁଲ ଅର୍ପଣ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ସ୍ମୃତି ହୋଇ ରହିବ । ବୃତ୍ତିଧାରୀଙ୍କ ନିମିତ୍ତ ବୃତ୍ତି ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ । କର୍ମଜୀବିମାନେ ନିଜର ପଦୋନ୍ନତି ପାଇପାରନ୍ତି, ଦରମା ବୃଦ୍ଧି ମଧ୍ୟ ହୋଇପାରେ | ନିଜର ଶାରୀରିକ ସୁସ୍ଥତା ବଜାୟ ରହିବା ଯୋଗୁଁ ମାନସିକ ଶାନ୍ତି ଦିନ ତମାମ ବଜାୟ ରହିବ । ଏଥିପାଇଁ ଆପଣ ଅବସର ସମୟରେ ଆମୋଦ ପ୍ରମୋଦରେ ଲିପ୍ତ ରହିବେ | ବନ୍ଧୁ ଓ ପରିବାର ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି |

ମୀନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ ।ଦିବସର ପ୍ରାରମ୍ଭରୁ କଷ୍ଟକର ଓ ଶକ୍ତ ମନ ହୋଇପାରେ | ମାତ୍ର ଦିବସର ଦ୍ୱିତୀୟାର୍ଦ୍ଧରେ ଶାନ୍ତି ଓ ସୁଖ ପ୍ରଦାନକାରୀ ହେବ | ପ୍ରାତଃ କାଳରୁ ମନରେ ଅଶାନ୍ତି, ଉତ୍କଣ୍ଠା ଓ ଅସଫଳତା ଯୋଗୁଁ ମନ ଅଶାନ୍ତ ରହିବ | ମାନସିକ ଶାନ୍ତି ପାଇବାପାଇଁ ଧ୍ୟାନ ଓ ଯୋଗ କରନ୍ତୁ | ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ | ତେଣୁ ନିଜର ଅର୍ଥକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ | ପ୍ରାତଃ କାଳରୁ ଶାରୀରିକ ଅସୁସ୍ଥତା ଦେଖାଦେଲେ ମଧ୍ୟ ଆସ୍ତେଆସ୍ତେ ଉନ୍ନତି କରିବ | ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ମଜ୍ଜିରହିବେ | କର୍ମକ୍ଷେତ୍ରରେ ନିଜର କାର୍ଯ୍ୟଦକ୍ଷତା ଯୋଗୁଁ ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.