ETV Bharat / bharat

ଡିସେମ୍ବର 15 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

author img

By

Published : Dec 15, 2022, 12:00 AM IST

ଡିସେମ୍ବର 15 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଡିସେମ୍ବର 15 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ: ଆପଣଙ୍କ କ୍ରୀଡା ଭାବନା ଉଭୟ ଆପଣଙ୍କ ବ୍ୟବସାୟିକ ଓ ବ୍ୟକ୍ତିଗତ ଜୀବନରେ କାମ ଦେବ । ଆଜି ଆପଣଙ୍କ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଦିନ ହୋଇପାରେ ଓ ଆପଣ ନିଜ ବିଶେଷ ଗୁଣଗୁଡିକ ଭୁଲିବା ଉଚିତ ନୁହେଁ ।

ବୃଷ: ଆଜି ଆପଣ ନିଜ ଜୀବନର ସକାରାତ୍ମକ ଦୃଷ୍ଟିକୋଣଗୁଡିକ ବଢାଇବାରେ ଧ୍ୟାନ କେନ୍ଦ୍ରିତ କରିବେ । ସବୁ ଜିନିଷ ଠିକ କରିବା ଚେଷ୍ଟା ଆପଣ ମାନସିକ ଭାବେ ଶକ୍ତିହୀନ ହୋଇଯାଇପାରନ୍ତି । ଏପରି ଅବସ୍ଥାରେ ଆପଣ କେହି ଜଣେ ନିଜ ଲୋକଙ୍କ ସହ ଏ ବିଷୟରେ ଆଲୋଚନା କରିବା କିମ୍ବା ଭିନ୍ନ ମତ ଥିବା ବ୍ୟକ୍ତିମାନଙ୍କ ନିକଟକୁ ଯିବା ଭଲ ହେବ ।

ମିଥୁନ: ଆଜି ଆକର୍ଷଣୀୟ ପୋଷାକ ପିନ୍ଧନ୍ତୁ। ଆପଣଙ୍କ ଷ୍ଟାଇଲ୍‍ ଓ ସ୍ଵାଦର ଧାରଣା ସମସ୍ତଙ୍କୁ ଚକିତ କରିପାରେ। ଲୋକମାନେ ଆପଣଙ୍କୁ ଟିକେ ଦେଖିବା ପାଇଁ ଚାତକ ପରି ଚାହିଁ ରହିବେ । ଆଜି ଆପଣ ଜଣେ ସେଲିବ୍ରିଟି ପରି ନିଜକୁ ମନେ କରିବେ।

କର୍କଟ: ଆଜି ଆପଣଙ୍କ ପ୍ରେମ ଜୀବନ ପାଇଁ ଏକ ବହୁତ ଭଲ ଦିନ । ଆପଣଙ୍କ ଖୁସି କିଛି ଲୋକଙ୍କ ଦେହରେ ଆଦୌ ଯିବ ନାହିଁ, କିନ୍ତୁ ସେମାନେ ଆପଣଙ୍କ ସମ୍ପର୍କ କିମ୍ଵା ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ, ସେଥିପାଇଁ ଆପଣ ତାଙ୍କୁ ଉପେକ୍ଷା କରନ୍ତୁ । କିନ୍ତୁ ଆପଣ ନିଜ ପ୍ରତିଷ୍ଠାର ସୁରକ୍ଷା କରିବା ସୁନିଶ୍ଚିତ କରିବା ଗୁରୁତ୍ଵପୂର୍ଣ୍ଣ।

ସିଂହ: ଦେହ ଖରାପ ହେଲେ ଜଣେ ରାଜା ମଧ୍ୟ ଦୂର୍ବଳ ଓ ଖରାପ ଦେଖାଯାଆନ୍ତି । ଆଜି ଏହାକୁ ଆଖି ଆଗରେ ରଖି ଆପଣ ନିଜ ସ୍ଵାସ୍ଥ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦେବେ । ଆପଣ ନିଜ ବ୍ୟାୟାମ ଅଭ୍ୟାସ ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିବେ ଓ ଏହାକୁ ସଠିକ ଭାବେ ଅନୁସରଣ କରିବାକୁ ଚେଷ୍ଟା କରିବେ ।

କନ୍ୟା: ଆଜି ଆପଣ ଟଙ୍କାକୁ ନେଇ ପୂର୍ବ ଠାରୁ ବହୁତ ଅଧିକ ଶକ୍ତିଶାଳୀ ଅନୁଭବ କରିବେ ଯାହା ଆପଣ କେବେ ବି ଅନୁଭବ କରି ନଥିବେ । ଆପଣ ଭବିଷ୍ୟତରେ ଯଦି କୌଣସି ଆର୍ଥିକ ଅସନ୍ତୁଳନତା ଆସେ ତା ପାଇଁ ଟଙ୍କାର ବ୍ୟବସ୍ଥା କରିବାର ଆବଶ୍ୟକତାକୁ ଆଜି ବୁଝିବେ । ଆପଣଙ୍କ ନେତୃତ୍ଵ ନେବା ଗୁଣ ଆପଣଙ୍କ ଚାରିପାଖରେ ଥିବା ଲୋକମାନଙ୍କ ଦ୍ଵାରା ପ୍ରଶଂସାଯୋଗ୍ୟ ହେବ ।

ତୁଳା: ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳି ନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ। ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ ।ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁ ର କଲ୍‍ ଆସିପାରେ । ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।

ବିଛା: ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ସଙ୍ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।

ଧନୁ: ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଇପାରନ୍ତି । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯିବେ । ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।

ମକର: ଆପଣ ଅନ୍ୟମାନଙ୍କ ଠାରୁ ଭଲ ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । କାର୍ଯ୍ୟସ୍ଥଳରେ, ଆପଣ ବାକିଆ ଥିବା କାମଗୁଡିକ ସଫଳତାର ସହିତ ଶେଷ କରିବେ । ଆପଣଙ୍କ ଉପରିସ୍ଥ ଅଧିକାରୀ ଯିଏ ଆପଣଙ୍କ ଦ୍ଵାରା କରାଯାଇଥିବା ବିଳମ୍ଵ ପାଇଁ ରାଗିଥିବେ ସେ ମଧ୍ୟ ଏହା ଗ୍ରହଣ କରିବେ ଯେ ଆପଣ କାମ ଠିକ ଭାବେ କରିଛନ୍ତି ଓ ଅପେକ୍ଷା କରିବାରେ ଲାଭ ଥିଲା।

କୁମ୍ଭ: ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ଅଟ। ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଆମ ଠିକ ସମୟରେ କାର୍ଯ୍ୟ୍ୟକୁ ସମ୍ପୁର୍ଣ୍ଣ କରିବାର ପ୍ରୟାସ ଜାରିରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୁଆ ଗାଡି କିଣିପାରିବେ । ବନ୍ଧୁମାନଙ୍କ ଗହଣରେ ସହର ବାହାରକୁ ପରିଭ୍ରମଣରେ ଯିବେ । ଏପରି ଆମୋଦ ଦାୟକ ଭ୍ରମଣ ଅନୁଭୁତି ଆପଣଙ୍କ ସ୍ମୃତିରେ ଅଭୁଲା ହୋଇ ରହିପାରେ ।

ମୀନ: ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର ଅଟେ । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି । ବୃତ୍ତିରେ ସହକର୍ମୀଗଣ ଆପଣଙ୍କୁ ସାହାଯ୍ୟ ପ୍ରଦାନ କରିବେ । ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିପାରେ । ଯଦି ମନ ଅଶାନ୍ତ ରୁହେ ତାହାହେଲେ ସଙ୍ଗୀତ ପ୍ରେମ ହିଁ ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ଦିନଟିକୁ ଆମୋଦ ପ୍ରମୋଦରେ କଟାନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.